Sign in
Sign in
Recover your password.
A password will be e-mailed to you.
ମୋ ନାମରେ ଆସିଥିବା ଅଭିଯୋଗ ମିଛ, ମୁଁ କାହିଁକି ହତ୍ୟା ଉଦ୍ୟମ କରିବି? କହିଲେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର…
କଟକ: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଥାନାରୁ ଫେରିଲା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୋ ନାମରେ ଆସିଥିବା ଅଭିଯୋଗ ମିଛ ବୋଲି କହିଛନ୍ତି। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି? ମୁଁ କଣ ମର୍ଡରର? ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ ଚାପ ପକାଇନି ବୋଲି!-->…
ନବବଧୁଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଓ ଶଶୁରଙ୍କୁ ୧ ବର୍ଷ ଜେଲଦଣ୍ଡ, ୩ ହଜାର ଜରିମାନା
ଭଦ୍ରକ: ନବବଧୁକୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ଭଦ୍ରକର ମାନ୍ୟବର ଏସ୍ଡିଜେଏମ୍ ଚିନ୍ମୟ କୁମାର ପାଢ଼ର ପିରହାଟ ଥାନା ନରେନ୍ଦ୍ରପୁର ଗ୍ରାମର ସ୍ବମୀ ଆନନ୍ଦ ଓରଫ ଅଭୟ ମଲ୍ଲିକ(୩୭), ଶଶୁର ଉପେନ୍ଦ୍ର ମଲ୍ଲିକ(୭୬), ନଣନ୍ଦ କାଞ୍ଚନ ମଲ୍ଲିକ(୩୮), ଶାଶୁ ଅହଲ୍ୟା ମଲ୍ଲିକ(୬୯)ଙ୍କୁ ୪୯୮(କ)!-->…
କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଜାମିନକୁ ବିରୋଧ କଲେ ଉତ୍ତର ପ୍ରଦେଶ ସରକାର
ନୂଆଦିଲ୍ଲୀ: ଜଘନ୍ୟ ଅପରାଧ କହି ଲଖିମ୍ପୁର ଖେରି ହିଂସା ମାମଲାର ଅନ୍ୟତମ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଆଜି ଉତ୍ତର ପ୍ରଦେଶ ସରକାର ସୁପ୍ରିମ୍ କୋର୍ଟରେ ବିରୋଧ କରିଛନ୍ତି।ଏହାପରେ, ଅଦାଲତ ଏହି ମାମଲାର ରାୟ ସଂରକ୍ଷିତ!-->…
ପୁଣି ସକ୍ରିୟ ହୋଇ ଉଠିଛନ୍ତି ବାପା ଚୋରି ଗ୍ୟାଙ୍ଗ୍: ସିନ୍ଦେ ଗୋଷ୍ଠୀଙ୍କୁ ବିଦ୍ରୂପ କରି କହିଲେ ସଞ୍ଜୟ…
ମୁମ୍ବାଇ: ରାଜ୍ୟରେ ପୁଣି ବାପା ଚୋରି ଗ୍ୟାଙ୍ଗ୍ ସକ୍ରିୟ ହୋଇଉଠିଛନ୍ତି ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ବିଦ୍ରୂପ କରି ଶିବସେନା ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ କହିଛନ୍ତି।ସୂଚନାଯୋଗ୍ୟ, ମୁମ୍ବାଇସ୍ଥିତ ବିଧାନଭବନର ସେଣ୍ଟ୍ରାଲ୍!-->…
ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା: ୪ମାସ ଯାଏ ଏୟାର ଇଣ୍ଡିଆରେ ଯାତ୍ରା କରିପାରିବେନି ଶଙ୍କର
ନୂଆଦିଲ୍ଲୀ: ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡ଼ିଲା। ଏବେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ଯାତ୍ରା କରିପାରିବେ ନାହିଁ ଶଙ୍କର ମିଶ୍ରା। ଗତ ବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧ ମହିଳାଙ୍କ ଉପରେ ପରିସ୍ରା କରିଥିଲେ!-->…
ନାଗପୁରର ବିବାଦୀୟ ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଦରବାରରେ ବିଜେପି ନେତା ଓ ଅଭିନେତା…
ନାଗପୁର: ନାଗପୁରର ବାଗେଶ୍ୱର ଧାମର ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଚମତ୍କାର ନାମରେ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଛି। ବାବାଙ୍କ ଉପରେ ଏହି ଅଭିଯୋଗ ହୋଇଥିବା ପରେ ବି ତାଙ୍କ ପାଖରେ ବଡ଼ ବଡ଼ ନେତା ଓ ସେଲିବ୍ରିଟିଙ୍କ ଭିଡ଼ ଦେଖିବାକୁ ମିଳିଛି। ନିକଟରେ କେନ୍ଦ୍ରମନ୍ତ୍ରୀ!-->…
ବିବିସି ଡକ୍ୟୁମେଣ୍ଟାରି ବିବାଦ : ମୋଦୀଙ୍କ ସପକ୍ଷରେ ବାହାରିଲେ ସୁନକ୍, ପାକିସ୍ତାନୀ ବଂଶୋଦ୍ଭବ ସାଂସଦଙ୍କୁ ସମାଲୋଚନା
ନୂଆଦିଲ୍ଲୀ : ୨୦୦୨ ଗୁଜରାଟ ଦଙ୍ଗା ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ପକ୍ଷରୁ ପ୍ରସାରିତ ଡକ୍ୟୁମେଣ୍ଟାରିକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏ ପ୍ରସଙ୍ଗରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସେ ନିଜକୁ!-->…
ନେତାଜୀ ଜୟନ୍ତୀ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପାଳିବ ଆଇକନିକ୍ ସପ୍ତାହ
ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରି ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଆଇକନିକ!-->…
ଯିଏ ବୁର୍ଖାକୁ ବିରୋଧ କରୁଛି ତାକୁ ନଗ୍ନ ବୁଲାଯାଉ : ସପା ନେତାଙ୍କ ବିବାଦୀୟ ବୟାନ
ଲକ୍ଷ୍ନୌ : ହିଜାବ ପ୍ରସଙ୍ଗରେ ଏକ ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଜମିରୁଲ୍ଲା ଖାଁ । ସେ କହିଛନ୍ତି ଯେ ଯେଉଁମାନେ ହିଜାବ ପିନ୍ଧିବାକୁ ବାରଣ କରୁଛନ୍ତି ସେମାନଙ୍କୁ ବଜାରରେ ନଗ୍ନ ବୁଲାଯିବା ଉଚିତ୍ ।
ମୋରାଦାବାଦର ଏକ କଲେଜରେ ବୁର୍ଖା ପିନ୍ଧିଥିବା କିଛି!-->!-->!-->…
ନୀତୀଶଙ୍କ ସମାଧାନ ଯାତ୍ରା ପାଇଁ ଅଟକିଲା ଟ୍ରେନ୍, ଟାର୍ଗେଟ୍ କଲା ବିଜେପି…
ପାଟନା: ସମାଧାନ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତାଙ୍କୁ ରାସ୍ତା ଛାଡିବା ପାଇଁ ଅଟକିଲା ଟ୍ରେନ। ବୁଧବାର ସମାଧାନ ଯାତ୍ରାରେ ଯୋଗ ଦେବା ପାଇଁ ଯାଉଥିବା ନୀତୀଶ କୁମାରଙ୍କ ଗାଡିକୁ ରାସ୍ତା ଛାଡିବା ଲାଗି ୧୫ ମିନିଟ୍ ପାଇଁ ଅଟକିଥିଲା ଲୋକାଲ ଟ୍ରେନ୍। ଏହାକୁ ନେଇ ତାଙ୍କୁ!-->…