ଶିକ୍ଷାସୁରକ୍ଷା ରୋଜଗାର ଦାବୀରେ ଛାତ୍ର ଆକ୍ରୋଶ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଏବିଭିପି ଛାତ୍ର ସଂଗଠନର କର୍ମକର୍ତ୍ତା ସମେତ ହଜାର ହଜାର ଛାତ୍ରଛାତ୍ରୀ ଏକ ବିଶାଳ ରାଲିରେ ସ୍ଥାନୀୟ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସର ରୁ ବାହାରି ଫୁଲବାଣୀ କରୋନେସନ ପଡିଆରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ

ଜ୍ୱାଇଁର ଛୁରାମାଡ଼ରେ ଶଶୁର ମୃତ ; ଅଭିଯୁକ୍ତ ଜ୍ୱାଇଁକୁ ଅଟକ ରଖିଛି ପୋଲିସ୍‌…

ବାଲିଗୁଡ଼ା : ଜ୍ୱାଇଁର ଛୁରା ମାଡ଼ରେ ଶଶୁରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଗୁଳିମରା ସାହିର ଟୁନା ପ୍ରଧାନ। ଖବର ଅନୁସାରେ, ଟୁନା ପ୍ରଧାନଙ୍କ ଝିଅ ବ୍ରହ୍ମପୁର ଗେଟ ବଜାର

ସାମୁଦ୍ରିକ ପରିବେଶରେ ପ୍ଲାଷ୍ଟିକ୍ ସମସ୍ୟା ଜନିତ ଅନ୍ତର୍ଜାତୀୟ କର୍ମଶାଳା…

ଗୋପାଳପୁର : ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ସମ୍ମିଳନୀ କକ୍ଷରେ ଭାରତ-ଇଂଲାଣ୍ଡ ମିଳିତ କାର୍ଯ୍ୟକ୍ରମରେ ‘ସାମୁଦ୍ରିକ ପରିବେଶରେ ପ୍ଲାଷ୍ଟିକ୍‌’ ଶୀର୍ଷକ ଏକଦିବସୀୟ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି

ଫିରିଙ୍ଗିଆ ବ୍ଲକରେ ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ର ସଭାଗୃହ ଠାରେ ବ୍ଲକ ର ପଞ୍ଚମ ସାଧାରଣ ବୈଠକ ତଥା 2023 ମସିହାରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି | ବିଡ଼ିଓ ରଶ୍ମିରଂଜନ ମହନ୍ତ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ପଂଚାୟତ ସମିତି ଅଧକ୍ଷା ନମିତା କହଁର

ରାୟଗଡ଼ା ଲୋକଙ୍କ ମନରେ ଦୁଃଖ ଦେଲା ଚଇତି ପ୍ରସ୍ତୁତି ଅବ୍ୟବସ୍ଥା…

ରାୟଗଡ଼ା : ରାୟଗଡ଼ା ଜିଲା ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବାରୁ ୨୦୦୫ ମସିହାରେ ଆରମ୍ଭ ହୋଇଥିଲା ଜିଲାର ପ୍ରଥମ ଲୋକ ମହୋତ୍ସବ ଚଇତି । ବିଶେଷ ଭାବେ ଅଞ୍ଚଳ ଲୋକକଳା, ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକଲୋଚନକୁ ଆଣିବା ଚଇତି ମହୋତ୍ସବର ମୁଖ୍ୟ ଉଦେଶ୍ୟ । ହେଲେ ବର୍ତମାନ ବଦଳି ଯାଇଛି

ବାଲିଶଙ୍କରା ଏବଂ ସବଡେଗା ବ୍ଲକରେ ବିଶ୍ୱକପ୍ ଟ୍ରଫି ସ୍ୱାଗତ, ଜନସାଧାରଣଙ୍କ ଭିତରେ ଉତ୍ସାହ…

ସୁନ୍ଦରଗଡ଼ : ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ଗାଁକୁ ଗାଁ ବୁଲୁଛି ବିଶ୍ୱକପ୍ ଟ୍ରଫି। ଗତ ୧୬ ତାରିଖରୁ ଲେଫ୍ରପିଡ଼ା ବ୍ଲକରୁ ଆରମ୍ଭ ହୋଇଥିବା ଏହି ଟ୍ରଫି ଟୁର୍ କାର୍ଯ୍ୟକ୍ରମ ବୁଧବାର ଦିନ ବାଲିଶଙ୍କରା ଏବଂ ସବଡେଗା ବ୍ଲକରେ ପହଞ୍ଚିଥିଲା। ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା ସ୍ୱୟଂ

ରାଉରକେଲା ‘ସରସ ମେଳା’ର ଚତୁର୍ଥ ଦିନ : ଲୋକଙ୍କ ମନ ମୋହିଲା ଓଡ଼ିଶାର ଲୋକନୃତ୍ୟ

ସୁନ୍ଦରଗଡ଼ /ରାଉରକେଲା : ହକି ବିଶ୍ୱକପ୍‌ ଉପଲକ୍ଷେ ରାଉରକେଲା ସହରର ଭଞ୍ଜ ଭବନ ପଡ଼ିଆଠାରେ ‘ସରସ ମେଳା’ ଆୟୋଜିତ ହେଉଛି। ବୁଧବାର ଏହି ମେଳା ଚତୁର୍ଥ ଦିନରେ ପହଞ୍ଚିଛି। ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଫୁଡ୍ କୋର୍ଟ ଦେଖଣାହାରୀଙ୍କ ଲାଗି ବିଶେଷ ଆକର୍ଷଣ ପାଲଟିଛି। ଚତୁର୍ଥ

ସୁନ୍ଦରଗଡ଼ ବିଜେପି ସାଂଗଠନିକ ଜିଲ୍ଲାରେ କିରେଇ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ…

ସୁନ୍ଦରଗଡ଼: ଆଜି ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିରେଇ ମଣ୍ଡଳ ପକ୍ଷରୁ କଇଁନ୍ତରା ଠାରେ ମଣ୍ଡଳ ସଭାପତି ପ୍ରଦୀପ ଚୌଧୁରୀଙ୍କ ସଭାପତିତ୍ୱରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼

ବିତ୍ତୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିତ୍ତୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆରବିଆଇ, ନାବାର୍ଡ, ବ୍ୟାଙ୍କ ଅଫ ଇଣ୍ଡିଆ, ଧନ ଫାଉଣ୍ଡସନ୍ ମିଳିତ ସହଯୋଗରେ

ଗାଜଲବାଡ଼ି ଘାଟିରେ ଦୁଇ ବସ୍‌ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ…

ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥ ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ବସ୍‌ ମୁହାଁମୁହିଁ ପରିସ୍ଥିତି ହେବା ଫଳରେ ଉଭୟ ବସ୍‌ର ଯାତ୍ରୀ ମାନେ ବଡ ଅଘଟଣରୁ ରକ୍ଷା