ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ସମେତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ରାଜ୍ୟର ୨୦ ଟି

ଭୁବନେଶ୍ୱର-ଦୁବାଇ ସିଧା ବିମାନ ସେବା ଖୁବ୍‌ଶୀଘ୍ର

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ବୁଧବାର ସନ୍ଧ୍ୟାରେ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ୫-ଟି ସଚିବ ଭି.କେ ପାଣ୍ଡିୟାନ କହିଲେ ଦୁବାଇରୁ ସିଧାସଳଖ ବିମାନ ସେବା ପାଇଁ

ନରସିଂହପୁର ଗୁଳିବିଦ୍ଧ ଦନ୍ତା ହାତୀ ମୃତ୍ୟୁ ଘଟଣା, ଆଉ ୨ ଗିରଫ

ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଜଣ ଗିରଫ। ୨ ଦିନ ଧରି ସେମାନକୁ ପଚରା ଉଚରା ପରେ ଗିରଫ କଲା ଆଠଗଡ ବନ ବିଭାଗ । ସେମାନଙ୍କ ଘର କାଠଖୁଣ୍ଟ ଓ ଆଉଜଣେ ଆନନ୍ତପ୍ରଶାଦ ବୋଲି ସୂଚନା ମିଳିଛି । ଏନେଇ ଆଗରୁ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଜଣକୁ ଗିରଫ କରିଥିଲା। ମୋଟ ୫ ଜଣରେ ପହଁଚିଲା ଗିରଫ

ଆଜି ଉଦ୍‌ଘାଟନ ହେବ ସ୍ମାର୍ଟ ସିଟି ଦକ୍ଷତା କେନ୍ଦ୍ର, କାର୍ଯ୍ୟକ୍ରମରେ ଯୋଗଦେବେ ନବୀନ ଜିନ୍ଦଲ

ଭୁବନେଶ୍ୱର: ଗୁରୁବାର ସହିଦନଗର ଆଇପିସି ପରିସରରେ ନିର୍ମାଣ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ ହେବ । ଏଠାରେ ବସ୍ତି ପିଲାଙ୍କୁ ଦକ୍ଷତା ବିକାଶର ପ୍ରଶିକ୍ଷଣ ଦିଆଯିବ । ପୁନେ ଲାଇଟ ହାଉସ୍‌ ଫାଉଣ୍ଡେସନ୍‌ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ପକ୍ଷରୁ ଏହି

ରାଜ୍ୟରେ ମଦ ନିଷେଧ ପ୍ରସଙ୍ଗ, ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକ: ରାଜ୍ୟରେ ସଂପୂର୍ଣ୍ଣ ଭାବେ ମଦ ନିଷେଧ ପ୍ରସଙ୍ଗରେ ଦାୟର ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଏହି ମାମଲାରେ ଆଉ କୌଣସି ନିର୍ଦ୍ଦେଶ ଦେବା ଅନାବଶ୍ୟକ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆ‌ର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ

ଜୁଲାଇ ୪ରୁ ଓଜେଇଇ ଆରମ୍ଭ

ଭୁବନେଶ୍ୱର: ଜୁଲାଇ ୪ ତାରିଖରୁ ଆରମ୍ଭ ହେବ ଓଜେଇଇ-୨୦୨୨ । ଏନେଇ ବୁଧବାର ସବିଶେଷ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ପରୀକ୍ଷା କାର୍ଯ୍ୟସୂଚୀ ଚୂଡାନ୍ତ ତାଲିକା ମଧ୍ୟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଦୈନିକ ତିନୋଟି ସିପ୍ଟରେ ପରୀକ୍ଷା ଦେବେ । ଜୁଲାଇ ୪ ତାରିଖରୁ ୮ ତାରିଖ ଯାଏଁ ପରୀକ୍ଷା

ଆଜି ଭୁବନେଶ୍ବରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବିଦେଶ ଗସ୍ତ ସାରି ଭୁବନେଶ୍ବରରେ ପହଞ୍ଚିବେ। ସେ ଆଜି ସେ ୩ ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ। ରାତି ୮ଟା ୨୦ମିନଟରେ ସେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ

ଯୁବକଙ୍କ ଆକ୍ରମଣରେ ଡାକ୍ତର ଆହତ

ବାସୁଦେବପୁର: ବାସୁଦେବପୁର ଡାକ୍ତରଖାନାରେ ତୁମୂଳକାଣ୍ଡ । ରୋଗୀ ଦେଖାଇବାକୁ ଆସିଥିବା ଯୁବକଙ୍କ ମାଡ଼ରେ ଜଣେ ଡାକ୍ତର ଆହତ ହୋଇଛନ୍ତି । ଯୁବକ ଜଣକ କେଉଁ କାରଣରୁ ଏପରି କାଣ୍ଡ ଭିଆଇଛନ୍ତି ଜଣାପଡ଼ିନଥିବା ​‌ବେଳେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଯୁବକ ଜଣକଙ୍କୁ ଅଟକ ରଖି ପଚରାଉଚରା

ଘରୋଇ ସଂସ୍ଥାକୁ କଟକ ସହରର ପରିମଳ ଦାୟିତ୍ୱ, ୫ ବର୍ଷ ପାଇଁ ୫୩୪ କୋଟି

କଟକ : ଆସନ୍ତା ୫ ବର୍ଷ ପାଇଁ ୩ଟି ଘରୋଇ ସଂସ୍ଥାକୁ ସହରର ପରିମଳ ଦାୟିତ୍ୱ ଦିଆଯାଇଛି। ରାସ୍ତା ସଫେଇ, ଡ୍ରେନରୁ ପଙ୍କୋଦ୍ଧାର, ବୁଦା କାଟିବା ଭଳି ସମସ୍ତ କାର୍ଯ୍ୟ ଏହି ଘରୋଇ ସଂସ୍ଥା ପରିଚାଳନା କରିବ। ଏଥିପାଇଁ କଟକ ମହାନଗର ନିଗମ(ସିଏମସି)ପକ୍ଷରୁ କାଉନସିଲ ବୈଠକରେ ୫୪୩ କୋଟି ଟଙ୍କାର

ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ପୁଲିସ

ଭୁବନେଶ୍ବର: ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆୟୁକ୍ତ ଡ. ଉମାଶଙ୍କର ଦାସ ଓ ଉପାୟୁକ୍ତ