Sign in
Sign in
Recover your password.
A password will be e-mailed to you.
୭.୨ ତୀବ୍ରତା ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ, ସୁନାମୀ ଆଲର୍ଟ
ଜାକର୍ତା: ପୁଣି ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ମାଲୁକୁ ଦ୍ୱୀପ ନିକଟ ସମୁଦ୍ର ଭିତରେ ଭୂମିକମ୍ପ ହୋଇଥିବା ଯୋଗୁ ସୁନାମୀ ଆଲର୍ଟ ଜାରି ହୋଇଛି।ପୂର୍ବାଞ୍ଚଳ ଇଣ୍ଡୋନେସିଆର ଉତ୍ତରପଶ୍ଚିମରେ ଅବସ୍ଥିତ ହାଲ୍ମାହେରା!-->…
ବିଜେପି ସାଂସଦ ଖୋଲିଥିଲେ ବିମାନର ଏମର୍ଜେନ୍ସି ଦ୍ୱାର, ସଫେଇ ଦେଲେ କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ: ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଇଣ୍ଡିଗୋ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲି ଦେଇଥିଲେ। ଏଥିପାଇଁ ବିମାନ ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ। ବିମାନର ଯାଞ୍ଚ ହୋଇଥିଲା ଓ ପରେ ଏହା ଉଡ଼ାଣ ଭରିଥିଲା। ଏତେ ବଡ଼ ଘଟଣାର ତଦନ୍ତ ନିର୍ଦ୍ଦେଶକ ଡିଜିସିଏ ଦେଇଥିବା ବେଳେ ଆଜି ବେସାମରିକ!-->…
ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଠେଲାପେଲା, ୩ରୁ ଅଧିକ ଆହତ…
ମାଲକାନଗିରି: ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଠେଲାପେଲା । ଏଥିରେ ୩ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି । ଗତକାଲି ଥିଲା ମାଲ୍ୟବନ୍ତ ମହୋତ୍ସବର ତୃତୀୟ!-->…
କାର୍ ସାଇଡ କରିବାକୁ ନେଇ ଗଣ୍ଡଗୋଳ, ପୁଅକୁ ବଞ୍ଚାଇବାକୁ ଆସି ଗଲା ବାପାଙ୍କ ଜୀବନ…
ଗଜପତି: କାର୍ ସାଇଡ୍ କରିବାକୁ ନେଇ ଗଣ୍ଡଗୋଳ। ପୁଅକୁ ବଞ୍ଚାଇବାକୁ ଆସି ଗଲା ବାପାଙ୍କ ଜୀବନ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଲା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ଏସ୍ ଶ୍ରୀନିବାସ ରାଓ। ପୁଅ ଜଗଦୀଶ ରାଓ ଆହତ ହୋଇଛନ୍ତି ।
ଗତକାଲି!-->!-->!-->…
ସନ୍ନ୍ୟାସିନୀ ହୋଇଗଲେ ହୀରା ବ୍ୟବସାୟୀଙ୍କ ୯ ବର୍ଷର ଝିଅ…
ସୁରତ: ସଂସାର ସୁଖ ଓ ଧନର ମୋହରୁ ମୁହଁ ମୋଡ଼ି ସନ୍ନ୍ୟାସିନୀ ହୋଇଯାଇଛି ଜଣେ ୯ ବର୍ଷର ଝିଅ। ତାଙ୍କ ବାପା ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ। ତାଙ୍କର ପ୍ରବଳ ଟଙ୍କା ମଧ୍ୟ ରହିଛି। ତଥାପି ଏସବୁ ମୋହମାୟା ଛୋଟ ପିଲାଟିକୁ ବଶବର୍ତ୍ତୀ କରିପାରି ନାହିଁ। ସେ ସଂସାର ସୁଖ ପରିତ୍ୟାଗ!-->…
ବେଗୁନିଆର ପୂର୍ବତନ ତହସିଲଦାରଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ…
ବେଗୁନିଆ:ବେଗୁନିଆର ପୂର୍ବତନ ତହସିଲଦାର ତଥା ଭାରପ୍ରାପ୍ତ ବେଗୁନିଆ ପୂର୍ବତନ ଉପନିବନ୍ଧକ ପୃଥିବୀରାଜ ମଣ୍ଡଳଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ । ଭିଜିଲାନ୍ସର ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସର୍ତ୍ତ ରଖି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।
ଜମିର କିସମ!-->!-->!-->…
ବାନ୍ଧବୀଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଛାତ୍ର…
କଟକ: ଲାଇଭ ଭିଡିଓ କଲରେ ସୁଇସାଇଡ୍ । ବାନ୍ଧବୀଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଏମ୍ସିଏ ଛାତ୍ର । କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ମୃତକ ହେଲେ ଯାଜପୁରର ମନୋଜ ବେହେରା । ନରାଜରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏମସିଏରେ ପଢୁଥିଲେ ।!-->…
କଂଗ୍ରେସକୁ ବଡ଼ ଝଟକା: ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ…
ଭାତିଣ୍ଡା: ରାହୁଲ ଗାନ୍ଧି ପଞ୍ଜାବରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବା କ୍ଷଣି କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଆଜି ବିଜେପିରେ ମିଶିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ପରେ ମନପ୍ରୀତ ଦଳରେ!-->…
ମେଘାଳୟ, ନାଗାଲ୍ୟାଣ୍ଡ ଓ ତ୍ରିପୁରା ନିର୍ବାଚନ ପାଇଁ ତାରିଖ ଘୋଷଣା…
ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ୩ ରାଜ୍ୟରେ କେବେ ମତଦାନ ହେବ ଓ କେବେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ, ସେ ସମ୍ପର୍କରେ ସୂଚନା ଦେଇଛନ୍ତି।ତାଙ୍କ ଘୋଷଣା!-->…
ରାଜ୍ୟ ଉପଭୋକ୍ତା ସଚେତନ ପ୍ରତିଷ୍ଠାନର ଫାଉଣ୍ଡେସନ ଡେ…
ଭୁବନେଶ୍ବର : ରାଜ୍ୟ ଉପଭୋକ୍ତା ସଚେତନ ପ୍ରତିଷ୍ଠାନର ଫାଉଣ୍ଡେସନ ଡେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ଅଧ୍ୟକ୍ଷ ଡଃ ଜଷ୍ଟିସ ଡି ପି ଚୈ।ଧରୀ, ସମ୍ମାନୀତ ଅତିଥି ଭାବେ ଆନ୍ତର୍ଜାତିକ ଉପଭୋକ୍ତା ପଲିସି!-->…