Sign in
Sign in
Recover your password.
A password will be e-mailed to you.
ମାଲ୍ୟବନ୍ତର ତୃତୀୟ ସନ୍ଧ୍ୟାରେ ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କ ଗୀତରେ ନାଚିଲେ ଦର୍ଶକ…
ମାଲକାନଗିରି, ୧୭।୧ : ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ଆଜି ତୃତୀୟ ଦିବସ ଥିବା ବେଳେ ଏହି ତୃତୀୟ ଦିନର ମଜା ନେଇଛନ୍ତି ହଜାର ହଜାର ସଂଖ୍ୟକ ଲୋକେ । ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠିତ ଏହି!-->…
ଜଙ୍ଗଲରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଦାରି ଗ୍ରାମର ତଳପଟି ସାହି ନିକଟସ୍ଥ ଜଙ୍ଗଲରୁ ବୃଦ୍ଧ ଗଳିତ ଶବ ଉଦ୍ଧାର କରାଯାଇଛି l ଗ୍ରାମ ରଖିଙ୍କ ସୂଚନା ଅନୁଯାୟୀ ଖଜୁରୀପଡ଼ା ଥାନା ପୋଲିସ ଏବ୍ଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଶବ ଯାଞ୍ଚ କରିବା ସହିତ ଶବ ଉଦ୍ଧାର!-->…
ଫଲଗୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ: ସମ୍ବର୍ଦ୍ଧିତ ହେବେ ତିନି ବରିଷ୍ଠ ସାହିତ୍ୟିକ
ବ୍ରହ୍ମପୁର : ପୁରାତନ ସାହିତ୍ୟ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦର ୩୯ ତମ ବାର୍ଷିକ ଉତ୍ସବ ଆଗାମୀ ୨୯ ତାରିଖ ରବିବାର ଦିନ ପାଳନ ହେବ। ସମ୍ବର୍ଦ୍ଧିତ ହେବେ ତିନି ଜଣ ବର୍ଷିୟାନ ସାହିତ୍ୟିକ। ସ୍ତମ୍ଭକାର ସାହିତ୍ୟିକ ଡ ନିଖିଳାନନ୍ଦ ପାଣିଗ୍ରାହୀ ଗବେଷକ ଡ ଭରତ ପଣ୍ଡା ଏବଂବରିଷ୍ଠ କବି!-->!-->!-->…
ରାଉରକେଲାରେ ‘ସରସ ମେଳା’ର ତୃତୀୟ ଦିନ: ରାଜସ୍ଥାନର ଭବାଇ, ଗଞ୍ଜାମର ଯୋଡ଼ି ଶଙ୍ଖ ଓ ରଣପା ନୃତ୍ୟରେ ଦର୍ଶକ…
ରାଉରକେଲା : ହକି ବିଶ୍ୱକପ୍ ଅବସରରେ ରାଉରକେଲା ସହରରେ ଆୟୋଜନ କରାଯାଇଛି ‘ସରସ ମେଳା’। ରବିବାରଠାରୁ ଭଞ୍ଜ ଭବନ ପଡ଼ିଆଠାରେ ଚାଲିଥିବା ଏହି ମେଳା ମଙ୍ଗଳବାର ତୃତୀୟ ଦିନରେ ପହଞ୍ଚିଛି। ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ!-->…
ସୁନ୍ଦରଗଡ଼ ସହର ପରିକ୍ରମା କଲା ହକି ବିଶ୍ୱକପ୍ ଟ୍ରଫି…
ଓଡ଼ିଶୀ, ଆଦିବାସୀ ଲୋକନୃତ୍ୟ, ବେଲୁନ୍ ସୋ’ ଏବଂ ୱାଟର କ୍ୟାନନ ସାଲ୍ୟୁଟ ପାଲଟିଲା ଆକର୍ଷଣ
ଟାଙ୍ଗରପାଲି ବ୍ଲକରେ ବିଶ୍ୱକପ୍ ଟ୍ରଫିକୁ ନେଇ ଜନସାଧାରଣଙ୍କ ଭିତରେ ଉତ୍ସାହ
ସୁନ୍ଦରଗଡ଼ : ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ବିଶ୍ୱକପ୍ ଟ୍ରଫି ଟୁରକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି।!-->!-->!-->!-->!-->…
ଚୋରୀ ବ୍ୟାଟେରୀ ଉଦ୍ଧାର, ୩ ଚୋର ଗିରଫ…
ହିଞ୍ଜିଳିକାଟୁ ୧୭।୧ : ହିଞ୍ଜିଳି ଥାନା ପୌରପାଳିକା ଅନ୍ତର୍ଗତ ନୁଆଗଡ ଗ୍ରାମ ଏକ ଟ୍ରାକ୍ଟଟର ମାଲିକଙ୍କ ଗୋଟିଏ ବ୍ୟାଟେରୀ ଚୋରୀ ହୋଇଥିବା ଅଭିଯୋଗ କ୍ରମେ ହିଞ୍ଜିଳି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୈଳାସ ଚନ୍ଦ୍ର ସାହୁ ଙ୍କ କବାଡି ଖାନାରୁ ଚୋରୀ!-->…
ବନପାଳ ରଶ୍ମିତା ବକ୍ସିଙ୍କ ଅଧ୍ୟକ୍ଷତାରେ ସଚେତନତା ବୈଠକ ଅନୁଷ୍ଠିତ…
ଫୁଲବାଣୀ : ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା, ନଚେତ ଶୁଦ୍ଧ ଅମ୍ଳଜାନ ଅଭାବ ସହ ଅଙ୍ଗାରକାମ୍ଳ ବୃଦ୍ଧି ପାଇବ ତା ସହିତ ଅନିୟମିତ ଜଳବାୟୁ ପରିବର୍ତ୍ତନ ଯାହାକି ଆମକୁ ଆଗକୁ ପ୍ରଳୟର ସାମନା କରିବାକୁ ପଡିବ l ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ସେ ଦିଗରେ!-->…
ଦୀର୍ଘ ୫ଦିନ ଧରି ବିଏସଏନଏଲ ସେବା ପାଇବାରୁ ବଞ୍ଚିତ ବ୍ରାହ୍ମଣୀଗାଁ ଅଞ୍ଚଳର ୧୬ ହଜାର ଲୋକ
ଦାରିଙ୍ଗବାଡ଼ି, ତା ୧୭/୦୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ଦୁଃଖ ସାଜିଛି ରହିଥିବା ଏକ ମାତ୍ର ବିଏସଏନଏଲ ନେଟ ୱର୍କ ସେବା। ଏଠାରେ ବିକଳ୍ପ ଭାବେ ଅନ୍ୟ କୌଣସି ନେଟୱାର୍କ ସେବା ନାହିଁ। ଆଜ ଯାଏ ବିଭାଗ ପକ୍ଷରୁ ବିଏସଏନଏଲ ଫୋର ଜି ସେବା!-->…
ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ କନ୍ଧମାଳର ଅପୂର୍ବା ଆର୍ଯ୍ୟାଙ୍କ ସ୍ଵର୍ଣ୍ଣ ପଦକ ହାସଲ…
ଫୁଲବାଣୀ : ଚଳିତ ମାସ ଜାନୁଆରୀ ୧୪ ଓ ୧୫ ତାରିଖରେ ରାଣୀସତୀ ଭବନ ହଲଠାରେ ଓଡିଶା ଟାଇକୋଣ୍ଡ ଆସୋସିଏଶନ ଓ ପୁରୀ ଟାଇକୋଣ୍ଡ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୩୪ ତମ ସିନିଅର କିରୋଗୀ ଏବଂ ପୁମସି ପ୍ରତିଯୋଗିତା ଓ ୩୫ ତମ କିରୋଗୀ ଏବଂ ପୁମସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତି!-->…
ଅସହାୟ ଅବସ୍ଥାରେ ରଶ୍ମିତାଙ୍କ ପରିବାର…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନ ପଲାବୃଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ରାଡ଼ିମୁଣ୍ଡା ଗ୍ରାମ ଡମପିଡ଼ିଆ ସାହିର ରଶ୍ମିତା ଦିଗାଲ। ୪ବର୍ଷ ପୂର୍ବରୁ ସ୍ବାମୀ ରାଜୁ ଦିଗାଲଙ୍କ ହୃଦଘାତରେ ହଠାତ ଦେହାନ୍ତ ହୋଇଥିଲା। ରାଜୁର ରୋଜଗାରରେ ପରିବାରର ଚାଲୁଥିଲା।କିନ୍ତୁ ରାଜୁର!-->…