ସାଉଥ୍‌ ପଏଣ୍ଟ ହସ୍ପିଟାଲ୍‌ରେ ବୁଲିଲା ବୁଲ୍‌ ଡୋଜର…

କଟକ : ସାଉଥ୍‌ ପଏଣ୍ଟ ହସ୍ପିଟାଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଚାଲିଲା ବୁଲ୍‌ ଡୋଜର। ହସ୍ପିଟାଲ୍‌ ଜବରଦଖଲ କରିଥିବା ଜମିରୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ(ସିଏମ୍‌ସି)। ଏଥିସହ ସରକାରୀ ଜମି ଉପରେ ହସ୍ପିଟାଲ୍‌ ନିର୍ମାଣ କରିଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ଓ ଅକ୍ସିଜେନ୍‌

ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା ୧୭ କେଜି ସୁନା…

ଭୁବନେଶ୍ୱର: ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା ୧୭ କେଜି ସୁନା ଓ ନଗଦ କୋଟିଏ ୫୭ ଲକ୍ଷ ଟଙ୍କା। ଏହାଛଡ଼ା ଆହୁରି ଅମାପ ସମ୍ପତ୍ତି ମିଳିଛି। ଆୟବହିର୍ଭୂତ ଠୁଳ ଅଭିଯୋଗରେ ଚଢ଼ଉ ବେଳେ ସିବିଆଇକୁ ଏ ସବୁ ସମ୍ପତ୍ତି ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ପୂର୍ବତନ

ଆରଏସଏସ ଅଫିସକୁ କେବେ ହେଲେ ଯିବିନି, ମୁଣ୍ଡ କାଟିବାକୁ ପଡ଼ିବ: ରାହୁଲ ଗାନ୍ଧି…

ହୋସିଆରପୁର: ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି ଆଜି ସଂଘ ପରିବାର ନେତୃତ୍ୱାଧୀନ ବିଜେପିକୁ କଡ଼ା ଜବାବ ଦେଇଛନ୍ତି। ଏମିତି କୌଣସି ଶକ୍ତି ବା ପରିସ୍ଥିତି ତାଙ୍କୁ କେବେ ହେଲେ ଆରଏସଏସ୍‌ ସହ ଆଖିରେ ଆଖି ମିଶାଇବାକୁ ବାଧ୍ୟ କରିପାରିବ ନାହିଁ। ଆରଏସଏସ ଅଫିସରେ ପାଦ ରଖିବା

ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କର ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ୍…

କଟକ: କଟକ ମଧୁପାଟଣା ବ୍ରିଜ୍ ଉପରୁ ପିଲାକୁ ଧରି ମା’ର ଆତ୍ମହତ୍ୟା ଉଦ୍ୟମ। କୌଶଳ କରି ମହିଳାଙ୍କୁ ଉଦ୍ଧାର କଲେ ଟ୍ରାଫିକ କର୍ମଚାରୀ। ଟ୍ରାଫିକ୍‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚି ଯାଇଛି ଦୁଇଟି ଜୀବନ। ଆଜି ମଧ୍ୟାହ୍ନ ସମୟରେ ଘଟିଛି ଏହି ଘଟଣା। ଉଦ୍ଧାର ମହିଳାଙ୍କ ଘର କଟକ

ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଲଢ଼ିବ ୨୦୨୪ ନିର୍ବାଚନ, ବଢ଼ିଲା କାର୍ଯ୍ୟକାଳ…

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ନେତା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ବସିଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ୨୦୨୪ ମସିହା ଜୁନ୍ ମାସ ଯାଏ ନଡ୍ଡାଙ୍କ ବିଜେପିର ଅଧ୍ୟକ୍ଷ

ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ ବଢ଼ିଲା।  ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଛି ଶକ୍ତ ଝଟକା। ହାଇକୋର୍ଟରୁ ତାଙ୍କୁ ଆଗୁଆ ଜାମିନ ମିଳି ନାହିଁ। ଫଳରେ ସମନ

କୋରାପୁଟ: କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଶିବଲିଙ୍ଗପୁରମ ଠାରେ ଲାଇନ୍‌ଚ୍ୟୁତ…

କୋରାପୁଟ: ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି। ବିଶାଖାପାଟଣାରୁ କୋରାପୁଟ ଆସୁଥିବା ବେଳେ କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି। ଶିବଲିଙ୍ଗପୁରମ୍ ନିକଟରେ ଟ୍ରେନ୍‌ଟିର ୬ନମ୍ବର ବଗିର ୨ଟି ଚକା ଟ୍ରାକ୍‌ରୁ ବାହାରି ଯାଇଥିଲା। ହେଲେ

ସ୍ତ୍ରୀର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ…

ଭଦ୍ରକ: ପାରିବାରିକ ବିବାଦ ପାଇଁ ସ୍ତ୍ରୀ ର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ । ଗୁରୁତର ଅବସ୍ଥାରେ ରେ ସ୍ତ୍ରୀ କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱାମୀ ଥାନାରେ ଅଟକ ଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା

ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣା; ସିଏମ୍‌ସି ମେୟର ଓ କମିଶନରଙ୍କୁ ଘେରିଲେ ଲୋକେ…

କଟକ: ‘ମୁକୁଳା ଡ୍ରେନରେ ପଡ଼ି ଆମ ପୁଅର ଜୀବନ ଯାଇଛି। ଆମକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଉ। ତା’ସହିତ ଏହି ଘଟଣା ପାଇଁ ଜେଇଙ୍କୁ ବଦଳି କରାଯାଉ। ତାଙ୍କର ଦାୟିତ୍ୱହୀନତା ଯୋଗୁ ଆମ ପୁଅର ଜୀବନ ଗଲା।’  ଆଜି ଏପରି ଦାବି କରି ସିଏମ୍‌ସି ମେୟର ସୁବାଷ ସିଂ ଓ କମିଶନର ନିଖିଲ ପବନ

ଆମ ମେଡିକାଲ ଆମକୁ ଫେରାଇ ଦିଅ…

କେନ୍ଦ୍ରାପଡ଼ା: ‘ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ କିମି ଦୂରକୁ ଉଠାଇ ନେଲେ। ଫଳରେ ଏହା ଉପରେ ନିର୍ଭରଶୀଳ ଥିବା ପ୍ରାୟ ଦେଢ଼ ଲକ୍ଷ ଲୋକ  ପ୍ରଭାବିତ ହେଉଛନ୍ତି। ସ୍ୱାସ୍ଥ୍ୟସେବା ପାଇବାକୁ ଖୁବ୍‌ ହୀନସ୍ତା ହେଉଛନ୍ତି। ତେଣୁ ତୁରନ୍ତ ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁରୁଣା ସ୍ଥାନକୁ