Sign in
Sign in
Recover your password.
A password will be e-mailed to you.
ବଡ଼ ଭଉଣୀଙ୍କୁ ଶିଳ୍ପୀଙ୍କ ଶେଷ ମେସେଜ- ଯେଉଁଠି ରହିବି ପୁଅ ସହ ରହିବି…
କଟକ: ସାବତ ପୁଅକୁ ବହୁତ ଭଲ ପାଉଥିଲେ ଶିଳ୍ପୀ ଖୁଣ୍ଟିଆ। ତାକୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିବାକୁ ପ୍ରସ୍ତୁତ ନ ଥିଲେ। ସାବତ ପୁଅକୁ ସ୍ୱାମୀ ଓ ଶାଶୂ ଘର ଲୋକେ ନେଇଯିବାକୁ ବାରମ୍ବାର ଧମକ ଦେଉଥିବା ବେଳେ ଏହାକୁ ବରଦାସ୍ତ କରୁ ନଥିଲେ ଶିଳ୍ପୀ। ସେ ଯେଉଁଠି ରହିବେ, ପୁଅ ବି ସେଇଠି ରହିବ!-->…
ପୋଖରୀ ହୁଡ଼ାରୁ ଶିଶୁକନ୍ୟା ଉଦ୍ଧାର…
ମୋହନା: କେତେବେଳେ ଡାକ୍ତରଖାନା ପଛପଟୁ ତ କେତେବେଳେ ରାସ୍ତାକଡ଼ରୁ ଉଦ୍ଧାର ହେଉଛନ୍ତି ନବଜାତ ଶିଶୁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗାଁର ଏକ ପୋଖରୀ ହୁଡ଼ାରୁ!-->…
ସାବତ ପୁଅର ତଣ୍ଟି କାଟି ଶିଳ୍ପୀଙ୍କ ଆତ୍ମହତ୍ୟା ଘଟଣା, ବନ୍ଧା ହେଲେ ସ୍ୱାମୀ…
କଟକ : ଗତକାଲି କଟକରେ ଦେଖିବାକୁ ମିଳିଥିଲା ପାରିବାରିକ କଳହର ଉଗ୍ରରୂପ । ହିତାହିତ ଜ୍ଞାନ ଭୁଲି ୨ ବର୍ଷର ସାବତ ପୁଅର ତଣ୍ଟି କାଟିବା ସହ ଜଣେ ମହିଳା ଝୁଲି ପଡ଼ିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ମଧୁପାଟଣା ଥାନା ପୁଲିସ୍!-->…
ଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ, ୫ସ୍ଥାନରେ ଚଢ଼ାଉ…
ନୂଆପଡ଼ା: ସକାଳୁ ସକାଳୁ ବିଡିଓ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ନାରାୟଣଙ୍କର ବଲାଙ୍ଗିରରେ ଥିବା ପୈତୃକ ଘର, ନିଜ ଘର ଓ ସମ୍ପର୍କୀୟ ଘର ଚଢ଼ାଉ କରାଯାଇଛି। ସେହିପରି!-->…
‘ଉପଯୁକ୍ତ କ୍ଷତିପୂରଣ ଦିଅ, ନଚେତ ଇଚ୍ଛା ମୃତ୍ୟୁ ଦିଅ’
ଯାଜପୁର: ‘ଉନ୍ନୟନମୂଳକ କାମ ପାଇଁ ମୁଁ ମୋ ଜାଗା ଓ ଘର ଦେବାକୁ ରାଜି। ହେଲେ ମୋତେ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ। ମୋ ଜାଗାରେ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ମୋତେ ବି ସେହିପରି ଜାଗା ମିଳୁ। ହେଲେ ପ୍ରଶାସନ, ମ୍ୟୁନିସିପାଲିଟି ମୋ ଦାବି ନ ଶୁଣି ମୋତେ ନିର୍ଯାତନା ଦେଉଛନ୍ତି। ଜାଗା!-->…
ଡିବିରିରୁ ନିଆଁ ଲାଗି ଜଣେ ମୃତ, ୩ ଗୁରୁତର…
ଭଞ୍ଜନଗର: ଡିବିରି ଫାଟିଯିବାରୁ ନିଆଁ ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଏହି ଘଟଣା ଘଟିଛି।
ମୃତାହତମାନେ ଗୋଟିଏ ପରିବାରର। ମୃତକଙ୍କ ନାଁ ଅଞ୍ଜଳି ନାଇକ। ତାଙ୍କୁ ମାତ୍ର ୪ ବର୍ଷ!-->!-->!-->…
ଖେଳୁ ଖେଳୁ ୩ ନାବାଳକଙ୍କ ଉପରେ ଖସି ପଡ଼ିଲା ଲୁହା ଗ୍ରୀଲ୍…
ରାୟଗଡ଼ା: ଲୁହା ଗ୍ରୀଲ ଧରି ଖେଳୁ ଖେଳୁ ହଠାତ୍ ଗଳି ପଡ଼ିଲା ଗ୍ରୀଲ୍ । ଫଳରେ ତା’ ତଳେ ଚାପି ହୋଇ ୩ ନାବାଳକ ଗୁରୁତର ହୋଇ ପଡ଼ିଛନ୍ତି। ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଝିଗିଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଘଟିଛି। ଗୁରୁତର ଆହତମାନେ ହେଲେ ବାପୁନୁ ପିଡିକାକା!-->…
ଲାଲ ବାହାଦୁର ଶାସ୍ତ୍ରୀ ଯୁବ ଏବଂ କ୍ରୀଡ଼ା କ୍ଲବ ଆନୁକୂଲ୍ୟରେ ବିଜୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…
ଚିତ୍ରକୋଣ୍ଡା:-(୧୭/୦୧) ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ଲାଲ ବାହାଦୁର ଶାସ୍ତ୍ରୀ ୟୁଥ ଏଣ୍ଡ ସ୍ପୋର୍ଟ କ୍ଲବ ଆନୁକୂଲ୍ୟରେ ବିଜୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି l ଉକ୍ତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି!-->…
ପଞ୍ଚାୟତ ପରିସରରୁ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଚୋରି…
ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ କାର୍ଯ୍ୟାଳୟ ସହ ଏକ ଲୁଗା ଦୋକାନ ଓ ଜନସେବା କେନ୍ଦ୍ର ରୁ ଗୋଟିଏ ରାତି ରେ ଲକ୍ଷାଧିକ ଟଙ୍କା ଲୁଗା , କମ୍ପ୍ୟୁଟର ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇ ଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ରାତିରେ ଦୃବୃତ୍ତ!-->…
ଆସନ୍ତା କାଲି ବ୍ରହ୍ମପୁର ଠାରେ ପହଞ୍ଚିବ ‘ଉଠଜାଗ ଆମୃତ ମହୋତ୍ସବ ଯାତ୍ରା’
ବ୍ରହ୍ମପୁର : ବିବେକାନନ୍ଦ କେନ୍ଦ୍ର କନ୍ୟା କୁମାରୀ ଓଡ଼ିଶା ପ୍ରାନ୍ତ ତରଫରୁ ଆୟୋଜିତ ଉଠ ଜାଗ ଆମୃତ ମହୋତ୍ସବ ଯାତ୍ରା ଆସନ୍ତା କାଲି ବ୍ରହ୍ମପୁର ଠାରେ ପହଞ୍ଚିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଏହି ଯାତ୍ରାକୁ ବ୍ରହ୍ମପୁର ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରି ପକ୍ଷରୁ!-->…