ଜି ଟ୍ୱେଣ୍ଟିସମ୍ମିଳନୀରେ ଭାରତକୁ ସଭାପତି ଭାବେ ଘୋଷଣା କରାଯିବାକୁ ସ୍ୱାଗତ…

ବ୍ରହ୍ମପୁର : ଜି ଟ୍ୱେଣ୍ଟିସମ୍ମିଳନୀରେ ଭାରତକୁ ସଭାପତି ଭାବେ ଘୋଷଣା କରାଯାଇଥିବା ନେଇ ଆଜି ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗାନ୍ଧୀ ନଗର ଛକଠାରେ ଏହାକୁ ସ୍ୱାଗତ ଉତ୍ସବ ପାଳନ କରାଯାଇଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନ ଗର୍ଭା ସରସ୍ୱତୀ ଦେବୀ ଙ୍କ ତତ୍ୱବାଧାନରେ

ରାଜ୍ୟସ୍ତରୀୟ ଟାଏକୁଣ୍ଡ ପ୍ରତିଯୋଗିତାରେ କୃତି ପ୍ରୀତିଯୋଗୀଙ୍କୁ ସମ୍ବର୍ଦ୍ଧନା…

ବ୍ରହ୍ମପୁର : କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଟାଏକୁଣ୍ଡ ପ୍ରତିଯୋଗିତାରେ ବ୍ରହ୍ମପୁର ଟାଏକୁଣ୍ଡ ଏକାଡେମୀ ର ୪୮ଜଣ କୃତି ପ୍ରୀତିଯୋଗୀ ଙ୍କୁ ରେଳ ଷ୍ଟେସନ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଚଳିତ ମାସ ଜାନୁଆରୀ ୧୩ତାରିଖରୁ ୧୫

ଉତ୍କଳ ମହିଳା ସମିତିର ଜିଲ୍ଲା ପରିଷଦ ବୈଠକ ପାର୍କ ସାହି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ…

ବ୍ରହ୍ମପୁର : ଉତ୍କଳ ମହିଳା ସମିତିର ଜିଲ୍ଲା ପରିଷଦ ବୈଠକ ପାର୍କ ସାହି କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।-ଜୋତ୍ସା ରାଣୀ ମହାରଣା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଉପ ସଭାନେତ୍ରୀ ଏନ. ଭାନୁମତି ରେଡି, ସାଧାରଣ ସମ୍ପାଦକ ଚିନ୍ମୟି ସାହାଣୀ ଯୋଗ ଦେଇ ରାଜ୍ୟରେ ବଢୁଥିବା

ବାଲିଗୁଡାରେ ସମାଜ ସେବୀ ଦେବାଶିଷଙ୍କୁ ସମ୍ବର୍ଦ୍ଧନା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ବାଲିଗୁଡା ବ୍ଲକ ରେ ଜିଲ୍ଲା ଉପସଭାପତି ପ୍ରିୟାଂଶୁ ପଟ୍ଟନାୟକଙ୍କ ଦ୍ୱାରା (ଆର.ଏନ ଇନ୍ଷ୍ଟିଟ୍ୟୁସନ ) ଏବଂ (ଶ୍ରେୟନ ସେକେଣ୍ଡରୀ ସ୍କୁଲ ) ଠାରେ "ଛାତ୍ର କଲ୍ୟାଣ ମୂଳଦୁଆ" ତରଫରୁ ଛାତ୍ର କଲ୍ୟାଣ ମୂଳଦୁଆର ସଭାପତି ସମାଜସେବୀ ଦେବାଶିଷ ସାହାଣୀଙ୍କୁ

ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ଵାସ୍ଥ୍ଯ କୁ ସୁଦୃଢ଼ ପାଇଁ ଶପଥ ପାଠ…

ପଡିଆ, ୧୬/୦୧ ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ସଦର ମହକୁମା ରେ କାଲଦାପଲ୍ଲୀ, ମାଟେରୁ ଓ ପଡିଆ ଅଞ୍ଚଳର ଆଶା, ଅଙ୍ଗନୱାଡି ଓ ସ୍ଥାନୀୟ ମହିଳାଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇଟିସି ମିଶନ ସୁନେହରାକଲ ସହଯୋଗରେ ମମତା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସଂଗଠନ ପକ୍ଷ୍ୟରୁ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ୨୫୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସ୍ଥାନଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ମାଲକାନଗିରିର କାଲିମେଳା,

ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ନ ପାଇଲେ ନବୀନ ନିବାସ ଘେରାଉ ହେବ: ବିଜେପି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଲେ ପରିସ୍ଥିତି ଭୟଙ୍କର ହେବ। ନବୀନ ନିବାସ ଘେରାଉ ହେବ। ଏଭଳି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ। ୨୦୧୮-୧୯ରେ ଯେଉଁ ତାଲିକା

ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ…

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ। ବସ୍‌ ଧର୍ମଘଟକୁ ସ୍ଥଗିତ ରଖିଲା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ୧୦ ଦଫା ଦାବି ପୂରଣ ନେଇ ଜାନୁଆରୀ ୧୭ ତାରିଖରେ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟର ଡାକରା ଦେଇଥିଲା ସଂଘ। ଦାବି ପୂରଣ ନେଇ ରାଜ୍ୟ ଘରୋଇ

ଆସନ୍ତା ୧୯ରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣ…

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଆରମ୍ଭ ହେବ କରୋନା ଟିକାକରଣ। ଆସନ୍ତା ୧୯ରୁ ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଏହି ଟିକାକରଣ କରାଯିବ। ଏନେଇ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଜଳବାୟୁ ପରିବର୍ତ୍ତନର ସାଂଘାତିକ ସ୍ଥିତି: ୧.୧ ଡିଗ୍ରୀ ସେଲସିୟସ ଗରମ ହେଲାଣି ପୃଥିବୀ…

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ପୃଥିବୀ ଉପରେ ପଡ଼ିବାରେ ଲାଗିଲାଣି। ୧୯୦୦ ମସିହା ପରଠାରୁ ପୃଥିବୀର ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ବଢ଼ିଲାଣି। ଏହା ବର୍ତ୍ତମାନ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ନାସାରେ ଥିବା ବୈଜ୍ଞାନିମାନେ ବର୍ତ୍ତମାନ ସ୍ଥିତିକୁ ତର୍ଜମା କରି