Sign in
Sign in
Recover your password.
A password will be e-mailed to you.
ଚିତ୍ରକୋଣ୍ଡା ବ୍ଲକରେ ୨୬ ଗୋଟି ଅଭିଯୋଗର ହେଲା ଜନଶୁଣାଣି
ଚିତ୍ରକୋଣ୍ଡା(୨୭/୦୬) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସଭାଗୃହ ଠାରେ ମାଲକାନଗିରି ପିଡି-ଡିଆରଡିଏ ତଥା ମାଲକାନଗିରି ଜିଲା ଭାରପ୍ରାପ୍ତ ଜିଲାପାଳ ବାଳମୁକୁନ୍ଦ ଭୁଁୟା ଙ୍କ ଅଧକ୍ଷତାରେ ଜିଲ୍ଲାର ତଥା ବ୍ଲକ ର 37 ଜଣ ବିଭାଗୀୟ ଅଧିକାରୀ ଯଥା - ଚିତ୍ରକୋଣ୍ଡା ବିଡିଓ ରଘୁନାଥ!-->…
ଡେଙ୍ଗୁ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ
ଚିତ୍ରକୋଣ୍ଡା(୨୭/୦୬) : ଚିତ୍ରକୋଣ୍ଡା ରେ ଡେଙ୍ଗୁର ମାତ୍ରାଧିକ ପରିମାଣରେ ବଢ଼ିଚାଲିଥିବା ବେଳେ ଡେଙ୍ଗୁ କୁ ରୋକିବାକୁ ଜିଲା ତଥା ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆର ପ୍ରତୀକ ପ୍ରିୟଦର୍ଶୀ ଏବଂ ଚିତ୍ରକୋଣ୍ଡା ଉପଖଣ୍ଡ!-->…
ବାଲିମେଳା ନଗରର ପ୍ରଥମ କୋଭିଡ ମୃତ୍ୟୁକୁ ପୂରିବ ୨ବର୍ଷ, ସହାୟତା ରାଶିରୁ ବଞ୍ଚିତ ହିତାଧିକାରୀଙ୍କ ପରିବାର
ବାଲିମେଳା (୨୭/୦୬) : କୋରୋନା ମହାମାରୀର ଅଭିଶାପରେ ଯେତେବେଳେ ଅଭିଶପ୍ତ ଥିଲା ସମ୍ପୂର୍ଣ୍ଣ ଦେଶ,ପ୍ରତି ମୁହୂର୍ତ୍ତରେ ବଞ୍ଚିବାକୁ ଚେଷ୍ଟା କରୁଥିଲେ ହଜାର ହଜାର ରୋଗୀ ସେଭଳି ଏକ ଘଡିସନ୍ଧୀ ମୁହୂର୍ତ୍ତରେ କାଳର କରାଳ ଦୃଶ୍ୟ ସହ ଯୁଝି ଯୁଝି ଶେଷରେ ହାରି ଯାଇଥିଲେ ଦାଉଦ୍ ଖରା । ୭୩ ବର୍ଷୀୟ!-->…
ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଦ୍ୟୁତ ଦେୟ !
ମାଲକାନଗିରି (୨୭।୬) : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ଗ୍ରାମ ପଞ୍ଚାୟତ ସଦର ପୋଟ୍ରେଲ ଗ୍ରାମର ଗଙ୍ଗା ମାଢି ପୂର୍ବରୁ ସରକାରଙ୍କ ବିପିଏଲ ଯୋଜନାରେ ନିଜଘର ପାଇଁ ବିଦ୍ୟୁତ ସଂଯୋଗ ଆଣିଥିଲେ । ସେହି ସମୟରେ ବିଦ୍ୟୁତ ଦେୟ ଦେବାକୁ ପଡୁ ନଥିବା କାରଣରୁ ଦେୟ ବାନ୍ଧିବାକୁ!-->…
ଲୋକଙ୍କ ଉଦ୍ୟମରେ ବାଉଁଶ ନଳାରେ ଗାଁକୁ ଆସିଲା ଝରଣାପାଣି
ଦାରିଙ୍ଗବାଡ଼ି(୨୭/୬) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ ବହୁ ଯୋଜନା ସହିତ ବହୁ ବ୍ୟୟ ଅଟକଳ କରିଛନ୍ତି। ହେଲେ ଆଜିବି ଅନେକ ଉପାନ୍ତ ଅଞ୍ଚଳ ରହିଛି, ସେହି ଅଞ୍ଚଳ ବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ ହୋଇ ରହିଛି। ଯାହାକି କନ୍ଧମାଳ ଜିଲ୍ଲା!-->!-->!-->…
ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ଦାରିଙ୍ଗବାଡି ଗସ୍ତ
ଦାରିଙ୍ଗବାଡ଼ି(୨୭/୬) : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରମ ଯାଦବଙ୍କ ଗୋଟିଏ ଦିନିଆ ଦାରିଙ୍ଗବାଡ଼ି ଗସ୍ତରେ ଆସି ଫେରିଛନ୍ତି । ଏହି ଗସ୍ତରେ ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ, ବାଲିଗୁଡ଼ା ଉପ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ବନବିଭାଗ ଏସିଏଫ!-->…
ଅଗ୍ନିପଥ ଯୋଜନା ପ୍ରତ୍ୟାହାର ନେଇ ଛତ୍ରପୁର କଂଗ୍ରେସର ସତ୍ୟାଗ୍ରହ
ଛତ୍ରପୁର : କେନ୍ଦ୍ର ବିଜେପି ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ନିଖିଳ ଉତ୍କଳ ଭାରତ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ଡାକରାରେ ,ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସାମ୍ନାରେ ସତ୍ଯାଗ୍ରହ ଆନ୍ଦୋଳନ!-->…
୫-ଟି ଦକ୍ଷତା ବିକାଶ ଓ ଡିଜିଟାଲ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୨ଟି ସ୍ଥାନରେ ପଞ୍ଚଦିବସୀୟ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ଦକ୍ଷତା ଓ ଡିଜିଟାଲ ବିକାଶ ପ୍ରଶିକ୍ଷଣ ଶିବିରରେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ!-->…
ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ
ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଘୋଷିତ ଅଗ୍ନିପଥ ଯୋଜନାକୁ ବିରୋଧ କରି ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାର ସମସ୍ତ ବିଧାନସଭାରେ ସତ୍ୟାଗ୍ରହ କରାଯାଇଛି।ଆଜି ଫୁଲବାଣୀ ବିଧାନସଭାର ଜିଲ୍ଲପାଳ କାର୍ଯ୍ୟାଳୟ ସମୁଖରେ ସକାଳ ୧୦ ଟାରୁ ଦିବା ୧ଘଣ୍ଟା ପ୍ରଯ୍ୟନ୍ତ ସତ୍ୟାଗ୍ରହ କରାଯାଇଥିଲା!-->…
ଭାରତୀୟ ଜନ ସଂଘର ପୂର୍ବତନ ସଭାପତି ନନ୍ଦକିଶୋର ସାହୁଙ୍କ ପରଲୋକ
ବ୍ରହ୍ମପୁର : ଭାରତୀୟ ଜନ ସଂଘ ଓ ବିଜେପି ର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାହୁ ୭୮ ବର୍ଷ ବୟସରେ ଆଜି ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି । ସ୍ୱର୍ଗତ ସାହୁ ଜଣେ ମିଷ୍ଠଭାସୀ, ପରୋପକାରୀ,!-->…