ମକର ଯାତ୍ରାରେ ସିଂହନାଥ ପୀଠରେ ଦଳାଚକଟା ଘଟଣା, ସମ୍ପନ୍ନ ହେଲା ମୃତ ଅଞ୍ଜନାଙ୍କ ଶେଷକୃତ୍ୟ…

ବାଙ୍କୀ: ସ୍ତବ୍ଧ ପରିବେଶ। କାହା ପାଟିରୁ ଶବ୍ଦ ଟିକେ ବାହାରୁନି। କଣ କହିବେ କିଛି ଭାବିପରୁନାହାନ୍ତି। ସତେ ଯେମିତି କି ସତକୁ କିଏ ସ୍ବିକାର କରିବାକୁ ରାଜି ନୁହଁନ୍ତି। ଗତ ଶନିବାର ମକର ସଂକ୍ରାନ୍ତି ପାଇଁ ଚାରିଆଡ ଥିଲା ଚଳଚଞ୍ଚଳ। ହେଲେ ଏତିକି ବେଳେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ର

ଧାନ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ…

ନୟାଗଡ଼: ଧାନ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ । ନୟାଗଡ଼ ଓଡ଼ଗାଁ ରାଇସ ମିଲ୍‌ରେ ଅଘଟଣ । ଧାନ ବସ୍ତା ଉପରେ ଲୁହା ବିମ୍‌ ଖସିପଡିଥିଲା । ରାଇସ୍‌ ମିଲ୍‌ ଭିତରେ ଷ୍ଟକ ଦେଖୁଥିବାବେଳେ ଧାନ ବସ୍ତା ୨ ଶ୍ରମିକଙ୍କ ଉପରେ ଖସି ପଡିଥିଲା । ଧାନ ବସ୍ତା ତଳେ ସେମାନେ ଚାପି

ଗ୍ରାହକଙ୍କୁ ଚା’ ଦେଉଥିଲା ଵେଳେ ଟଳିପଡିଲେ ଦୋକାନୀ…

ସୋର : ମୃତ୍ୟୁ ଏପରି ଆସେ । ଗ୍ରାହକଙ୍କୁ ଚା’ ଦେଉଥିଲା ଵେଳେ ଟଳିପଡିଲେ ଦୋକାନୀ । ଏମିତି ଏକ ଦୁଃଖଦ ଖବର ମିଳିଛି ସୋର ଜିଲ୍ଳାରେ । ସୋରୋ ଖଇରା ଥାନା ନନ୍ଦୁର ମୁନି ପଡିଆ ନିକଟରେ ଚା’ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ଦୋକାନୀ ଦାମୋଦର ସାହୁ । ତେବେ ଆଜି ଚା’ ଗ୍ରାହକଙ୍କୁ

ଫିରିଙ୍ଗିଆ:କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଫିରିଙ୍ଗିଆ,୧୬/୦୧ : ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ

୧୩୨/୩୩କେଭି ଗ୍ରୀଡ଼ ସବଷ୍ଟେସନ ଲୋକାର୍ପଣ…

ହିଂଜିଳିକାଟୁ : ହିଂଜିଳିକାଟୁ ନିକଟ ସୋମପୁର ଠାରେ ପ୍ରାୟ ୪୫.୨୨କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୩୨/୩୩କେଭି ଗ୍ରୀଡ଼ ସବଷ୍ଟେସନକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏଥି ନିମନ୍ତେ ନୂତନ ଗ୍ରୀଡ଼ ସବଷ୍ଟେସନ ପରିସରରେ ଆୟୋଜିତ

ଚାପିଦେଲା ବାଲି ବୋଝେଇ ଟ୍ରକ, ଘର ଆଗରେ ୬ବର୍ଷର ବାଳକ ମୃତ…

ହିଞ୍ଜିଳିକାଟୁ ୧୬ ।୧ : ମୃତ୍ୟୁ ଏମିତି ବି ଆସେ କିଏ ଜାଣିଥିଲା । ବାଲି ଵୋଝେଇ ଟ୍ରକ ତଳେ ଚାପି ହୋଇ ଶିଶୁ ମୃତ । ଏଭଳି ଦୁର୍ଘଟଣା ଘଟିଛି ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶିକିରି ଗ୍ରାମ ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥର ହିଞ୍ଜିଳି ପାରି ସାହିରେ । ସୋମବାର ସକାଳୁ ସକାଳୁ ସ୍କୁଲ

ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ବୈଠକ…

ହିଂଜିଳିକାଟୁ : ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ (ବିଜୁ ଶ୍ରମିକ ସାମ୍ମୁଖ୍ୟ ଓଡ଼ିଶା ଦ୍ୱାରା ଅନୁବନ୍ଧିତ) ହିଂଜିଳିକାଟୁ ଡ଼ିଭିଜନର ବାର୍ଷିକ ବୈଠକ ଓ ନିର୍ବାଚନ କାର୍ଯ୍ୟକ୍ରମ ହିଂଜିଳିକାଟୁ ପୌରାଂଚଳ ଅନ୍ତର୍ଗତ ନୂଆଁଗଡ଼ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି

ପଞ୍ଚାୟତସ୍ତରୀୟ କିଶୋରୀ ବାଳିକା ସଚେତନତା କାର୍ଯ୍ୟକ୍ରମ…

ଦାରିଙ୍ଗବାଡ଼ି (୧୬/୦୧) : କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ କୁମ୍ଭାରିଗାଁ ଓ କାଟିଙ୍ଗା ପଞ୍ଚାୟତକୁ ନେଇ ଆମ ଗାଁ ସ୍ୱେଚ୍ଛ ସେବୀ ଅନୁଷ୍ଠାନ ତରଫରୁ ପଞ୍ଚାୟତ ସ୍ଥରୀୟ କିଶୋରୀ ବାଳିକା ସଚେତନ କର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କାଟିଙ୍ଗିଆ ସ୍ଥିତ ରାଜସ୍ବ

ଅତିଥି ଶିକ୍ଷକ ନାଁରେ କ୍ରୀତଦାସ ଭଳି ସର୍ତ୍ତ ଓ ନିୟମାବଳୀକୁ ବିରୋଧ କରି OJTAA ତରଫରୁ ପ୍ରେସ ବିଜ୍ଞପ୍ତି…

ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚୀତ ଜାତି ଓ ଜନଜାତିଙ୍କ ବିକାଶକୁ ନେଇ ମାଳମାଳ ଯୋଜନା କରୁଥିବା ବେଳେ ଶିକ୍ଷା ଭଳି ଏକ ମୌଳିକ ଆବଶ୍ୟକତା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଓଡିଶାରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଆନୁକୁଲ୍ୟରେ ପ୍ରାଥମିକ ଠାରୁ

ସଡ଼କ ଦୁର୍ଘଟଣା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ବି ଏସ୍ ଏଫ ର ୧୪୨ ବାଟାଲିଆନ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ପି ଭି ୨୧ ଗ୍ରାମରେ ଘଟିଛି ସଡ଼କ ଦୁର୍ଘଟଣା । ସୂଚନା ମୁତାବକ ୧୫ ଜାନୁଆରୀ ରାତ୍ର ୯:୩୦ ମିନିଟ ରେ କାଲିମେଳା ଓ ଭେଜିଙ୍ଗିୱାଡା ଲିଙ୍କ ରୋଡ଼ ମଧ୍ୟରେ ରହିଥିବା ଏମ୍ ପି ଭି ୨୧ ଗ୍ରାମର ବିଏସଏଫ କ୍ୟାମ୍ପ ସାମନାରେ ଏକ