ହକି ବିଶ୍ବକପ୍‌: ଭାରତ-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର, ମ୍ୟାଚ୍‌ ଡ୍ର

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଦଶମ ମ୍ୟାଚରେ ଆୟୋଜକ ଭାରତକୁ ଇଂଲଣ୍ଡ କଡା ମୁକାବିଲା କରିଛି। ଉଭୟ ଟିମ୍‌ ଚଳିତ ଟୁର୍ଣ୍ଣାମେଣ୍ଟରେ ନିଜ ନିଜର ଦ୍ବିତୀୟ ମ୍ୟାଚରେ

ସୁବାର୍ଚ୍ଚନ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ: ସମସ୍ତ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ରେଙ୍ଗାଲି: ପୁଲିସର ତଦନ୍ତ ପରେ ଉନ୍ମୋଚନ ହେଲା ସୁବର୍ଚ୍ଚନ ଭୁଏ ହତ୍ୟା ରହସ୍ୟ । ସାମାନ୍ୟ ଘର ଡିହ ପାଇଁ ମଣିଷ କିପରି ପଶୁ ପାଲଟି ଏମିତି ହତ୍ୟାକାଣ୍ଡ ଘଟାଏ ତାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଅତାବିରା ସ୍ଥିତ କାଣ୍ଡପାଲି ଗ୍ରାମରେ । ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ହତ୍ୟା

ଅନୁଗୋଳ ଏନଏଚ୍ -୫୩ର ହେବ ସମ୍ପ୍ରସାରଣ: ଦୁଇ ଲେନ୍ କରିବା ପାଇଁ ୧୭୪ କୋଟି ମଞ୍ଜୁର

ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତାକାଲିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର କରାଯିବ। ଯେଉଁ ଗାଡ଼ିଗୁଡ଼ିକର ନମ୍ବରର ଶେଷ ସଂଖ୍ୟା ୧ରୁ ୬ ଥିବ ସେହି ଗାଡ଼ିଗୁଡ଼ିକ ଚେକିଂ ପରିସରକୁ ଆସିବ। ତେବେ ଚେକିଂର ପ୍ରଥମ ସପ୍ତାହରେ ନିୟମ ଖିଲାପକାରୀଙ୍କୁ କେବଳ ଚେତାବନୀ ଦେଇ ଛାଡ଼ି

ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି : ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ ଗାଁର ଆଶିଷ ପରିଛା । ଗତ କିଛି ଦିନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

ସୋନପୁର: ମକରମେଳା ଦେଖି ଫେରୁଥିବା ବେଳେ ସାମ୍ନାସାମ୍ନି ଧକ୍କା ହେଲା ଦୁଇ ବାଇକ୍‌। ଏହି ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଂଟାମାଳ ରାସ୍ତାର ଧାନଖଣ୍ଡି ଛକରେ ଏହି ଦୁର୍ଘଟଣା ଘଟିଛି।

ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ମାମଲା: ଓସିଏ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ଦୋଷ ଦେଲା ବିଜେପି

ଭୁବନେଶ୍ୱର: କେମିତି ହେଲା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ? ଏହି ସନ୍ଦେହଜନକ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି। ଆଜି ଦଳିୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓସିଏ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ବାଣ ଛାଡ଼ିଛନ୍ତି ବିଜେପି ମହିଳା ମୋର୍ଚ୍ଚାର

ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସପ୍ତମ ଦିବସରେ ରୟାଲ କ୍ରିକେଟ କ୍ଳବ ହିଞ୍ଜିଳିକାଟୁ ବିଜୟୀ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ସପ୍ତମ ଦିଵସରେ ପାଇନିୟର କ୍ରିକେଟ କ୍ଳବ ଵେଗୁନିଆପଡା ସହ ରୟାଲ କ୍ରିକେଟ କ୍ଳବ ହିଞ୍ଜିଳିକାଟୁ ମଧ୍ୟରେ ଖେଳ ଅନୁଷ୍ଠିତ

ଆସନ୍ତା ୧୬ରୁ ଲାଗିବ ଆବାସ ଯୋଗ୍ୟ ହିତାଧିକାରୀଙ୍କ ତାଲିକା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ହକଦାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ ଆସନ୍ତା ୧୬ ତାରିଖରୁ । ଏହାସହ ଫୋନି ବାତ୍ୟା ପୀଡ଼ିତଙ୍କ ମଧ୍ୟରୁ ଆବାସ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ମଧ୍ୟ ଜାରି କରାଯିବ । ଆସନ୍ତା ୧୬ରୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା