ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା, ୨ଜଣ ଆହତ

ପୁରୀ: ଗତକାଲି ବଡମ୍ବା ଗୋପୀନାଥପୁର ଟି-ବ୍ରିଜରେ ଦଳଚକଟା ଘଟଣାକୁ ୨୪ ଘଣ୍ଟା ନପୁରୁଣରୁ ଶ୍ରୀମନ୍ଦିରରେ ପୁଣି ଠେଲାପେଲା । ମହାପ୍ରଭୁଙ୍କ ଦର୍ଶନ ବେଳେ ବାହାରକାଠ ନିକଟରେ ଠେଲାପେଲା ହୋଇଥିବା ସୂଚନା ମିଳିଛି। ଯେଉଁଥିରେ ୨ ଜଣ ଭକ୍ତ ଆହତ ହୋଇଛନ୍ତି । ଖବର ଅନୁଯାୟୀ,

ଟି ସେତୁରେ ଦଳାଚକଟା ଘଟଣା : ୪ ଗୁରୁତରଙ୍କ ଏସିବିରେ ଚିକିତ୍ସା ଜାରି

କଟକ : ଟି ସେତୁରେ ଦଳାଚକଟା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି । ୪ ଗୁରୁତର ଭାବେ ଆହତ ହୋଇ ଥିବାବେଳେ ସେମାନଙ୍କ ମଧ୍ୟରେ ୩ ଶିଶୁ କଟକ ବଡ଼ ମେଡ଼ିକାଲରେ ଅଛନ୍ତି। ଗତ କାଲି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଓ କଟକ

ଟି-ବ୍ରିଜ ଅଘଟଣ ପରେ ସିଂହନାଥ ପୀଠରେ ମକର ମେଳା ବନ୍ଦ, ୧୪୪ ଧାରା ଜାରି…

ନରସିଂହପୁର: ବଡ଼ମ୍ବା ସିଂହନାଥ ଟି-ସେତୁରେ ଦଳାଚକଟା ଘଟଣା ପରେ ପୀଠରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ମକରଯାତ୍ରା ବନ୍ଦ କରାଯାଇଛି । ଏଥିସହ ସିଂହନାଥ ପୀଠକୁ ସଂଲଗ୍ନ କରୁଥିବା ଟି-ବ୍ରିଜ୍‌, ଅସ୍ଥାୟୀ ରାସ୍ତା ଓ ପାରିପାର୍ଶ୍ୱିକ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । କିନ୍ତୁ ଏହି ସମୟରେ

ହକି ବିଶ୍ବକପ: ବିଜୟର ସ୍ବାଦ ଚାଖିଲା ସ୍ପେନ୍‌, ୫-୧ରେ ୱେଲ୍ସକୁ ହରାଇଲା

ରାଉରକେଲା: ପୁରୁଷ ହକି ବିଶ୍ବକପ-୨୦୨୩ରେ ସ୍ପେନ ପ୍ରଥମ ଥର ପାଇଁ ବିଜୟର ସ୍ବାଦ ଚାଖିଛି । ଅପରପକ୍ଷେ ୱେଲ୍ସ ପ୍ରଥମ ମ୍ୟାଚ୍‌ ଭଳି ନିଜର ଦ୍ବିତୀୟ ମ୍ୟାଚରେ ମଧ୍ୟ ପରାଜୟର ଶିକାର ହୋଇଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମ୍ୟାଚରେ ସ୍ପେନ୍‌ ୫-୧

ନୂଆ ଆତଙ୍କବାଦୀ ସଂଗଠନ ସ୍ଥିତି ଜାହିର ପାଇଁ କରୁଛନ୍ତି ଟାର୍ଗେଟ କିଲିଂ…

ବେଙ୍ଗାଲୁରୁ: ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ‘ସେନା ଦିବସ ପରେଡ୍‌’ ଆଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍‌ ଗ୍ରାଉଣ୍ଡ୍‌ରେ ପାଳନ କରାଯାଇଛି | ଏହି ଅବସରରେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଭାଗ ନେଇଥିଲେ। ଯବାନଙ୍କୁ ସମ୍ବୋଧିତ କରି

ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସେନା ଦିବସ ପରେଡ୍‌; ପ୍ରଧାନମନ୍ତ୍ରୀ କହିଲେ, ଯବାନମାନେ ଦେଶକୁ ସୁରକ୍ଷିତ ରଖିଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ‘ସେନା ଦିବସ ପରେଡ୍‌’ ଆଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍‌ ଗ୍ରାଉଣ୍ଡ୍‌ରେ ପାଳନ କରାଯାଉଛି।୧୯୪୯ରେ ସେନା ଦିବସ ପରେଡ୍‌ ଆରମ୍ଭ ହେବାଠାରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ପରମ୍ପରା ଭଙ୍ଗ କରି

ଭର୍ଚୁଆଲ୍‌ରେ ସିକନ୍ଦରାବାଦ-ବିଶାଖାପାଟଣା ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ପୋଙ୍ଗଲ୍‌ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ମଧ୍ୟରେ ‘ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’ ଚଳାଚଳର ଶୁଭାରମ୍ଭ କରିଛନ୍ତି।ଆଜି ଏଇ ଉତ୍ସବମୟ ବାତାବରଣରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ

‘ମିସ୍‌ ୟୁନିଭର୍ସ ୨୦୨୨’ ବିଜୟିନୀ ହେଲେ ଆମେରିକାର ଆର୍‌’ବନି ଗେବ୍ରିଏଲ୍…

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଆର୍‌’ବନି ଗେବ୍ରିଏଲ୍ ଆଜି ସକାଳେ ‘ମିସ୍‌ ୟୁନିଭର୍ସ ୨୦୨୨’ ମୁକୁଟ ବିଜୟିନୀ ହୋଇଛନ୍ତି।ଆମେରିକାର ନିୟୁ ଅର୍ଲିନ୍‌ସ୍‌ସ୍ଥିତ ‘ଆର୍ଣ୍ଣେଷ୍ଟ୍‌ ଏନ୍‌. ମୋରିଆଲ୍‌ କନ୍‌ଭେନ୍‌ସନ୍‌ ହଲ୍‌’ରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାର ୭୧ତମ

ଗର୍ଭବତୀ ମହିଳାଙ୍କୁ ଏୟାରଲିଫ୍ଟ କଲେ ସେନାର ଯବାନ…

ଶ୍ରୀନଗର: ପ୍ରସବ ବେଦନାରେ ପୀଡ଼ିତ ଜଣେ ମହିଳାଙ୍କୁ ଏୟାରଲିଫ୍ଟ କଲେ ସେନାର ଯବାନ। ଜମ୍ମୁ କଶ୍ମୀରର ତଙ୍ଗଧାର ଅଂଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ କୁପଓ୍ୱାଡାକୁ ଏୟାରଲିଫ୍ଟ କରାଯାଇଥିଲା ମହିଳା ଜଣଙ୍କର ପ୍ରବଳ ରକ୍ତସ୍ରାବ କାରଣରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା ତାଙ୍କୁ ତୁରନ୍ତ

ହଂସରାଜ କଲେଜ ପିଲାଙ୍କୁ ଆମିଷ ମନା…

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ପାଇଁ ଲାଗୁ ହୋଇଥିବା ନିୟମ ସମ୍ପର୍କରେ ଅବଗତ କରାଇଛନ୍ତି। ହଂସରାଜ କଲେଜର କ୍ୟାଣ୍ଟିନ କିମ୍ବା ହଷ୍ଟେଲରେ ପିଲାମାନେ ନନ୍‌ ଭେଜ ବା ଆମିଷ ଖାଇବାକୁ ପାଇବେ ନାହିଁ। ମହାମାରୀ କରୋନା ପୂର୍ବରୁ ଏଠାରେ ଉଭୟ ଭେଜ ଓ