Sign in
Sign in
Recover your password.
A password will be e-mailed to you.
ପରିଚୟ ମିଳିଲା: ଜେଲ ଭିତରୁ ଥାଇ ଗଡ଼କରୀଙ୍କୁ କୁଖ୍ୟାତ ଗ୍ୟାଙ୍କଷ୍ଟରଙ୍କ ହତ୍ୟା ଧମକ…
ନାଗପୁର: ଜେଲ ଭିତରେ ଥାଇ ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା ଧମକ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ପରିଚୟ ପାଇଛି ପୁଲିସ। କର୍ଣ୍ଣାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା!-->…
ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ…
ନୂଆଦିଲ୍ଲୀ: ରାଜଧାନୀର ଦିଲ୍ଲୀରେ ହାଡ଼ଭଂଗା ଶୀତ। ଗତକାଲି ଶନିବାର ତୁଳନାରେ ଦିଲ୍ଲୀରେ ଆଜି ପ୍ରବଳ ଶୀତ ଅନୁଭୂତ ହୋଇଥିଲା। ଆସନ୍ତା ସପ୍ତାହରେ ତାପମାତ୍ରା ପ୍ରାୟ ମାଇନସ୍ ୪ ଡିଗ୍ରୀ ଯାଏଁ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀ ସହ ଆଖପାଖ ଅଂଚଳରେ ଏଭଳି ଶୀତ ଅନୁଭୂତ!-->…
୨୪ରେ ଏକାକି ଲଢ଼ିବ ବିଏସପି: ମାୟାବତୀ…
ନୂଆଦିଲ୍ଲୀ: ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଏସପି କାହା ସହ ମେଣ୍ଟ କରିବନି। ବରଂ ଏକାକି ଲଢ଼ିବ। ଆଜି ଜନ୍ମ ଦିନ ଅବସରରେ ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀ ଏହା କହିଛନ୍ତି। ଏହି ଅବସରରେ ମାୟାବତୀ ରାଜନୈତିକ ଦଳଗୁଡ଼ିକୁ କଡ଼ା ଆହ୍ୱାନ କରିଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ!-->…
ଜଳିଗଲା ବିମାନ, ସମସ୍ତ ୭୨ ଜଣ ମୃତ…
କାଠମାଣ୍ଡୁ: ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯାତ୍ରୀବାହୀ ବିମାନଟି ଆଖିପିଛୁଳାକେ ହୁତୁହୁତୁ ହୋଇ ଜଳିଯାଇଛି। ବିମାନରେ ମୋଟ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଏଯାଏ ୩୨ ଜଣଙ୍କ!-->…
ଅଲୋଡ଼ା ହେଲେ ଶିକ୍ଷିତ ପୁଅ ଝିଅ ଶେଷକୃତ୍ୟ ସଂପନ୍ନ କଲା ଟିମ ହ୍ୟୁମାନିଟି କନ୍ଧମାଳ…
ଛୁଟୁଛି ପ୍ରଶଂସା ର ସୁଅ....
ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଟିମ୍ ହ୍ୟୁମାନିଟି କନ୍ଧମାଳ ସମଗ୍ର ଜିଲ୍ଲା ସମେତ ରାଜ୍ୟରେ ବେଶ ପ୍ରଶଂସିତ ହୋଇଛି l ଯାହାର କେହି ନାହିଁ ଭୟ କରିବାର ଆଦୌ ନାହିଁ ଗୋଟିଏ କଲରେ ଅବିଳମ୍ବେ ପହଞ୍ଚୁଛି l ସେ କରୋନା ରୋଗୀର ଶବ କିମ୍ବା ଅନାଥ ଓ ବିଧବା!-->!-->!-->…
୬ ମାସ ହେଲା ମିଳୁନାହିଁ ଭତ୍ତା,ଖଟିଆରେ ପଡ଼ିରହିଛି ବୃଦ୍ଧା…
ସରକାରୀ ଯୋଜନା ଏଠି ଧର୍ମକୁ ଆଖିଠାର...
ଦୁର୍ନୀତି ଓ ଅପାରଗତାକୁ ଲୁଚାଇବା ପାଇଁ ବ୍ରହ୍ମପୁର ମହୋତ୍ସବ ଏକ ବାହାନା…
ଶ୍ରୀ ପୀତବାସ ପଣ୍ଡା ପିସିସି ସଭ୍ୟ, ବ୍ରହ୍ମପୁର, ଗଞ୍ଜାମ...
ସିଳ୍କସିଟି ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ନିତି ମୋହନଙ୍କ ଗୀତରେ ଝୁମିଲେ ଦର୍ଶକ…
ହଜାର ହଜାର ଦର୍ଶକଙ୍କୁ ସଙ୍ଗୀତର ତାଳେ ତାଳେ ନଚାଇଲେ ନିତି ମୋହନ...
ହିଞ୍ଜିଳି ନିର୍ବାଚନ ମଣ୍ଡଳି ପ୍ରଶାସନ ଓ ସାମ୍ବାଦିକ କ୍ରିକେଟ ମ୍ୟାଚ : ପ୍ରଶାସନ ଦଳ ବିଜୟୀ…
ହିଞ୍ଜିଳିକାଟୁ (୧୪।୧): ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଶନିବାର ହିଞ୍ଜିଳିନିର୍ବାଚନ ମଣ୍ଡଳି ସାମ୍ବାଦିକ ଏକାଦଶ ଓ ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ପୋଲିସ!-->!-->!-->…
କଚେରୀ ପଡିଆରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
ବୌଦ୍ଧ (୧୪/୦୧) : ବୌଦ୍ଧ କଚେରୀ ପଡିଆରେ ଜିଲ୍ଲାପ୍ରଶାସ ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ମୋହତ୍ସବ ଓ ପଲିଶ୍ରୀ ମେଳା, ବାଣିଜ୍ୟ ମେଳା କାର୍ଯ୍ୟକ୍ରମ ର ତୃତୀୟ ଦିବସରେ ଆଜିସକାଳୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା!-->…