Sign in
Sign in
Recover your password.
A password will be e-mailed to you.
ଅଟ୍ରିରେ ପ୍ରସିଦ୍ଧ ମକର ମେଳା ଆରମ୍ଭ…
ଖୋର୍ଦ୍ଧା : ଆଜି ମକର ସଂକ୍ରାନ୍ତିରେ ବେଗୁନିଆ ଅଟ୍ରିରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା । ପ୍ରସିଦ୍ଧ ଶୈବପୀଠ ବାବା ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଭୋର ୩ଟାରୁ ମନ୍ଦିର ପହୁଡ ଖୋଲା ଯାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ହଟ୍ଟକେଶ୍ୱର!-->…
ସାନ ଭଉଣୀ ସାମ୍ନାରୁ ବଡ଼ ଭଉଣୀଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ…
ରାୟଗଡ଼ା: ସାନ ଭଉଣୀ ଆଖି ଆଗରୁ ବଡ଼ ଭଉଣୀଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ। ଏପରି ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ବାପା ପେଶାରେ ଜଣେ ଡ୍ରାଇଭର। ସବୁଦିନ ପରି ଗତ ୧୧ ତାରିଖରେ ଗାଡ଼ି ଲାଇବା ପାଇଁ!-->!-->!-->…
୨୪ ନିର୍ବାଚନରେ ୫୦ ସିଟରେ ହାରିପାରେ ବିଜେପି : ଥରୁର
କୋଝିକୋଡ : ୨୦୧୯ ତୁଳନାରେ ୨୦୨୪ରେ ବଡ ଜିତ୍ ହାସଲ କରିବାକୁ ଅଣ୍ଟା ଭିଡିଛି ବିଜେପି। ହାତରେ ପୁଳା ପୁଳା ଯୋଜନା , କେନ୍ଦ୍ର ସରକାରଙ୍କ ମାଳ ମାଳ ଉପଲବ୍ଧି। ହେଲେ ବିଜେପିର ଏହି ବିଜୟ ଆଶା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଖାଲି ପ୍ରଶ୍ନ ଉଠାଇନାହାଁନ୍ତି ବରଂ ଦଳ!-->…
ରାବ୍ରି ଦେବୀଙ୍କ ବାସଭବନ ସମ୍ମୁଖରେ ବିବାଦୀୟ ପୋଷ୍ଟର, ମୋଦି ‘ରାବଣ’, ନୀତୀଶ ‘ରାମ’…
ପାଟନା: ପାଟନାର ଆରଜେଡି ନେତ୍ରୀ ରାବ୍ରି ଦେବୀଙ୍କ ବାସଭବନ ସମ୍ମୁଖରେ ଲଗାଯାଇଥିବା ପୋଷ୍ଟରକୁ ନେଇ ବିବାଦ ଉପୁଜିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ ଦର୍ଶାଯାଇଥିବା ବେଳେ ନୀତୀଶ କୁମାରଙ୍କୁ ରାମ ଦର୍ଶାଯାଇଛି। ଆଗାମୀ ୨୦୨୪ ପାଇଁ ନିର୍ବାଚନ ପାଣିପାଗ ଏବେଠାରୁ!-->…
କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧମକ…
ନାଗପୁର: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧମକ। ଶନିବାର ମନ୍ତ୍ରୀ ୨ଟି ଧମକ ପାଇଥିବା ନାଗପୁର ପୁଲିସ କହିଛି। ନୀତିନ ଗଡ଼କରୀଙ୍କ ଅଫିସକୁ ଏହି ଧମକ ଆସିଛି। ପ୍ରଥମେ ୧୧ଟା ୩୦ ଏବଂ ଅନ୍ୟ ୧୧ଟା ୪୦ରେ ଦୁଇଟି ଧମକପୂର୍ଣ୍ଣ କଲ ଆସିଛି। ତେବେ ଏହି କଲରେ କଣ ସବୁ ଧମକ!-->…
ଗୋପିନାଥପୁର ଟି-ବ୍ରିଜ୍ରେ ଦଳାଚକଟା: ଜଣେ ମୃତ, ୨୦ ଗୁରୁତର…
ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜ୍ରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୪ ମହିଳା ଓ ୩ ଶିଶୁ ଅଛନ୍ତି। ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡ଼ମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ!-->…
ଅପହରଣର ୭ ଦିନ ପରେ ଆପେ ମୁକୁଳିଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ…
କୋରାପୁଟ //ଲମତାପୁଟ: ଅପହରଣ ୭ ଦିନ ପରେ ମୁକୁଳିଲେ ରାୟଗଡା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗଙ୍କ ପୁଅ ଆଶୁତୋଷ। ଅପହରଣକାରୀଙ୍କ କବଳରୁ ସେ ନିଜେ ମୁକୁଳି ଆସିଛନ୍ତି। ମୁକୁଳିବା ପରେ ସେ କହିଛନ୍ତି, ରାଜନୈତିକ ଶତ୍ରୁତାରୁ ଅପହରଣ କରାଯାଇଥିଲା। ତେବେ କିଏ ଅପହରଣ!-->…
ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀ ମୃତ..!
ଆଠଗଡ଼: ଆଖୁ ଖାଇବାକୁ ଆସି ବିଦ୍ୟୁତ୍ ତାର ଜାଲ ଭିତରେ ଫସିଲା ଗଜରାଜ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦନ୍ତାର ମୃତ୍ୟୁ ହୋଇଛି। ଆଜି କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ସଂଖପୋଇ ଜୋଙ୍ଗଲ ନିକଟ ସାଉରିଆ ଗାଁ ନିକଟରୁ ଏହି ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବିଦ୍ୟୁତ୍!-->…
କଂଗ୍ରେସ ଏମପିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ: ଆଜି ସକାଳେ ପଞ୍ଜାବର ଫିଲୌର୍ଠାରେ ଭାରତ ଯୋଡ଼ୋ ଯାତ୍ରା ବେଳେ କଂଗ୍ରେସର ଜଳନ୍ଧରର କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ମୃତ୍ୟୁ ଘଟିଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ!-->…
ଟ୍ରେଲର ପଛରେ ପିଟି ହେଲା କାର୍, ୨ ମୃତ…
ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ପଛରେ ଏକ କାର୍ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।
ମୃତକ ଦ୍ୱୟ ହେଲେ ବିଶ୍ୱଜିତ୍ ମାଇଟି!-->!-->!-->…