Sign in
Sign in
Recover your password.
A password will be e-mailed to you.
ଆଜି ମହାପ୍ରଭୁଙ୍କ ମକର ନୀତି…
ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି। ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ। ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଅଧିବାସରେ ରଖାଯାଇଥିବା ଭୋଗକୁ ଭୋଗମଣ୍ଡପରୁ ନେଇ!-->…
ଜି. ଉଦୟଗିରି ଉପନିର୍ବାଚନରେ ସ୍ଥିତି ବଜାୟ ରଖିଲା ବିଜେଡି…
ଫୁଲବାଣୀ //ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ବର ୱାର୍ଡରେ ଚାଲିଥିବା ଉପନିର୍ବାଚନରେ ବିଜେଡି ତାର ସ୍ଥିତି ବଜାୟ ରଖିଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ ଉକ୍ତ ନିର୍ବାଚନରେ, ବିଜେଡିରୁ ସିଦ୍ଧେଶ୍ୱରି ନାୟକ!-->…
ଲେଖକସାମ୍ମୁଖ୍ୟର ମକର ମିଳନ ଓ ଦ୍ୱିବାର୍ଷିକ ନିର୍ବାଚନ
ଫୁଲବାଣୀ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ତରଫରୁ ଭାଷା ସାହିତ୍ୟର ପୁରୋଧା, ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମକର ମିଳନ କାର୍ଯ୍ୟକ୍ରମରେ!-->…
ଅଗ୍ନିପଥ ଯୋଜନା – ଯୁବ ପିଢିଙ୍କ ପାଇଁ ନୂତନ ମାର୍ଗ…
ଛତ୍ରପୁର (୧୪.୦୧) : ନୂତନ ବର୍ଷ ଭାରତୀୟ ସେନା ପାଇଁ ଏକ ନୂତନ ଯୁଗ ଆରମ୍ଭ କରିଛି ।ଯେଉଁଥିରେ ‘ଅଗ୍ନିପଥ ଯୋଜନା’ ଏହାର କାର୍ଯ୍ୟକାରିତା ପର୍ଯ୍ୟାୟରେ ପ୍ରବେଶ କରିଛି। ଦେଶର ଅନେକ ଅନ୍ୟ ସୈନିକ ପ୍ରଶିକ୍ଷଣ କେନ୍ଦ୍ର ସହିତ ଗୋପାଳପୁରର ସେନା ବାୟୁ ପ୍ରତିରକ୍ଷା କେନ୍ଦ୍ରରେ ୦୨ ଜାନୁୟାରୀ!-->…
ମକର ସଂକ୍ରାନ୍ତି ପାଇଁ ଝିଞ୍ଜିରିଗୁଡା ମା ଭୈରବୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼…
ଦାରିଙ୍ଗବାଡି (୧୪/୦୧) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ଝିଞ୍ଜିରିଗୁଡା ଗ୍ରାମ ସ୍ଥିତ ମା ଭୈରଭିଙ୍କ ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। କନ୍ଧମାଳ ଜିଲା ସମେତ ସୀମାନ୍ତବର୍ତ୍ତି ଗଜପତି, ଗଂଜାମ,ରାୟଗଡା ଜିଲାର ଶ୍ରଦ୍ଧାଳୁଙ୍କ ଭିଡ଼!-->…
ବ୍ରହ୍ମପୁର ପଟ୍ଟା ରିକ୍ସା ଚାଳକ ସଙ୍ଗର ବାର୍ଷିକ ଉତ୍ସବ ପାଳିତ…
ବ୍ରହ୍ମପୁର -- ଆଜି ବ୍ରହ୍ମପୁର ପଟ୍ଟା ରିକ୍ସା ଚାଳକ ସଂଘର 32ତମ ବାର୍ଷିକ ଉତ୍ସବ ସୁକୁଣ୍ଡା ନରସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଗତ ବର୍ଷ ମଧ୍ୟରେ ମୃତ ରିକ୍ସା ଚାଳକ ଙ୍କ ପାଇଁ ପ୍ରଥମେ ନିରବ ପ୍ରାଥନା କରାଯାଇଥିଲା l ଏହା ପରେ ସଂଗଠନ ପାଇଁ ସ୍ଥାୟୀ ଅଫିସ ଗୃହ ଯୋଗାଇବା,!-->…
ତ୍ରିଦେବ ନଗର ବସ୍ତିର ମାଁ ବ୍ରାହ୍ମଣୀ ଦେବିଙ୍କ ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ପୁଜାର୍ଚ୍ଚନା ଅନୁଷ୍ଠିତ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୌରପରିଷଦ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିରେ, ମକର ସଂକ୍ରାନ୍ତି ଉପଲକ୍ଷେ ମାଁ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ତ୍ରିଦେବ ନଗର ବସ୍ତିର ଶୃଙ୍ଖଳିତ ପରିବାର ସଦସ୍ୟ ଙ୍କୁ ନେଇ!-->!-->!-->…
ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଛାତ୍ରୀ ମୃତ୍ୟୁକୁ ନେଇ ହେବାକୁ ଥିବା ଆନ୍ଦୋଳନ ସ୍ତଗିତ ରହିଲା…
ଦାରିଙ୍ଗବାଡି, ୧୪/ ୦୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ଉଲ୍ଲିପଦର ବାଳିକା ଉଚ୍ଚବିଦ୍ୟାଳୟର ୧୦ମ ଶ୍ରେଣୀରେ ପଢ଼ୁଥିବା ସୁନେଲି ମାଝୀଙ୍କ ଗତ ୧୧ ତାରିଖରେ ହୋଇ ଥିବା ମୃତ୍ୟୁ ଘଟଣାରେ ଜନ ଆନ୍ଦୋଳନ ତେଜିଥିଲା । ଅଞ୍ଚଳ ବାସୀଙ୍କ ଦାବୀ ଥିଲା!-->!-->!-->…
ବି.ଆର୍.ଆମ୍ବେଦକର ଜାତୀୟ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି : ୧୪/୦୧ ଦାରିଙ୍ଗବାଡ଼ି ବି.ଆର୍.ଆମ୍ବେଦକର ଜାତୀୟ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମରକ୍ଷା କୋଶଳ ତାଲିମା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ.ପ୍ରତାପ କୁମାର ବେହେରା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ସଂଯୋଜିକା ଶ୍ରୀମତୀ ସସ୍ମିତା ସାମନ୍ତଙ୍କ ସହିତ!-->!-->!-->…