Sign in
Sign in
Recover your password.
A password will be e-mailed to you.
ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ : ସୋରିଷ ଚାଷ କରି ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ…
ସୁନ୍ଦରଗଡ଼ : ୧୪ ଜାନୁଆରି ୨୦୨୩: ସୋରିଷ ହେଉଛି ଏକ ଅର୍ଥକାରୀ ତୈଳବୀଜ ଫସଲ। ରାଜ୍ୟ ସରକାରଙ୍କ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଅଧୀନରେ ସୋରିଷ ଚାଷକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ୭ଟି ବ୍ଲକରେ ଏହି ଚାଷ କରି!-->!-->!-->…
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘପକ୍ଷରୁ ମକର ମିଳନ ଉତ୍ସବ ଆୟୋଜିତ…
ମାଲକାନଗିରି: ସଦର ଲାଠିଆଗୁଡା ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ମାଲକାନଗିରି ନଗରର ବନ୍ଦେ ମାତରଂ ବ୍ୟବସାୟ ଯୁକ୍ତ ଶାଖା ତରଫରୁ ଆଜି ମକର ମିଳନ ଉତ୍ସବ ପାଳନ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ରାମ ରାୟ ଭତରା (କୃଷକ) ଲାଠୀଆଗୁଡ଼ା ଓ ମୁଖ୍ୟ ବକ୍ତା ଶ୍ରୀ ମହେଶ୍ୱର!-->!-->!-->…
ଓଡିଶୀ ଓ ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ମଞ୍ଚ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୩ ଅବସରରେ ନଟରାଜ କଳା ମନ୍ଦିର ଦ୍ଵାରା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା l ଜିଲ୍ଲାର ୧୨ ଟି ବ୍ଲକରୁ ଆସିଥିବା ଖେଳାଳି ମାନଙ୍କ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ କରୋନେସନ ପଡିଆ ଠାରେ ଆୟୋଜିତ ସାଂସ୍କୃତିକ!-->!-->!-->…
ରାୟଗଡ଼ାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ…
ରାୟଗଡ : ରାୟଗଡ ସ୍ଵାମୀ ବିବେକାନନ୍ଦ ସେବା ସମିତି ଏବଂ ସ୍ଵାମୀ ବିବେକାନନ୍ଦ ୱାକର୍ସ କ୍ଳବ୍ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯୁବ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ରିଂଗ ରୋଡ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ!-->…
ଫୁଲବାଣୀ ପରିବହନ ବିଭାଗ ପକ୍ଷରୁ ସଚେତନତା ଓ ରାଲି…
ଫୁଲବାଣୀ :- ଜାତୀୟ ସଡକ ସୁରକ୍ଷା ସପ୍ତାହ ଅବସରରେ କନ୍ଧମାଳ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଫୁଲବାଣୀ ଠାରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ରାଲିକୁ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଆନୁଷ୍ଠାନିକ ଭାବେ ସବୁଜପତକା ଦେଖାଇ ଉଦ୍ଘାଟନ କରିଥିଲେ!-->…
ମାଲ୍ୟବନ୍ତ ମହୋତ୍ସବ ନେଇ ପ୍ରାକ୍ ପ୍ରସ୍ତୁତି ବୈଠକ…
ମାଲକାନଗିରି : ମାଲ୍ୟବନ୍ତ ମହୋତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଅଛି। ଏ ନେଇ ଆଜି ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା!-->…
ଓଡ଼ିଶୀ ସଙ୍ଗୀତରେ ଶାସ୍ତ୍ରୀୟ ମୌଳିକତା ଉପରେ ଜାତୀୟ ଆଲୋଚନାଚକ୍ର…
ଆସନ୍ତା ଶିକ୍ଷା ବର୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଖୋଲିବ ‘ପର୍ଫର୍ମିଂ ଆର୍ଟ’: କୁଳପତିଭୁବନେଶ୍ୱର : ପ୍ରାଚୀନ କାଳରୁ ପ୍ରଥମେ ସଂସ୍କୃତରେ ହିଁ ସଙ୍ଗୀତ ରଚନା, ଗାନ ଓ ପରିବେଷଣ କରାଯାଉଥିଲା। ଚାପଯୁକ୍ତ ଜୀବନକୁ ମୁକ୍ତ କରିଥାଏ ସଙ୍ଗୀତ। ସଙ୍ଗୀତ ଜୀବନରେ ଆନନ୍ଦ ଭରିଦେଇଥାଏ। ବୌଦ୍ଧିକ!-->…
ସରିଲା ବିଶ୍ଵକପର ପ୍ରଥମ ମ୍ୟାଚ୍: ୧-୦ରେ ଜିତିଲା ଆର୍ଜେଣ୍ଟିନା…
ଭୁବନେଶ୍ୱର: ଶେଷ ହୋଇଛି ବିଶ୍ଵକପର ପ୍ରଥମ ମ୍ୟାଚ୍। ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ ମୁହାଁମୁହିଁ ହୋଇଥିଲେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ରେ ଜିତିଛି। ଉଭୟ ଦଳ ମଧ୍ୟରେ କଡା ଟକର ହେଇଥିଲେ!-->…
ହିଞ୍ଜିଳିକାଟୁ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ୧୨୩ତମ ଜୟନ୍ତୀ…
ହିଞ୍ଜିଳିକାଟୁ : ଖଲିକୋଟ ରାଜା ବଂଶ ର ସୁଯୋଗ୍ୟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତଯ ଜନ୍ମ ଜୟନ୍ତୀ ଉତ୍ସବ ଶୁକ୍ରବାର ହିଞ୍ଜିଳିକାଟୁ କଲେଜ ରାମଚନ୍ଦ୍ର ଶତବାର୍ଷିକୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜନୀତି ବିଭାଗ ପ୍ରଫେସର ଡ଼ଃ!-->!-->!-->…
ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍…
ଛତ୍ରପୁର : ଛତ୍ରପୁର ଥାନା ପୋଲିସ୍ ପକ୍ଷରୁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗ କରାଯାଇ ମଦ୍ୟପାନ କରି ଗାଡି ଚାଳନା କରୁଥିବା ୬ ଟି ଗାଡିକୁ ଜବତ କରାଯିବା ସହିତ ଗାଡି ଚାଳକମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜାମ ଏସପି ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର!-->…