ପିଓକେକୁ ଭାରତରେ ମିଶାଇଦିଅ, ଗିଲଗିଟ ବାଲ୍ଟିସ୍ତାନରୁ ଉଠିଲା ଦାବି…

ଲାହୋର: ପାକିସ୍ତାନର ସମସ୍ୟା କମିବାର ନାମ ନେଉନାହିଁ। ଅର୍ଥିକ ଅବସ୍ଥା, ବନ୍ୟା ଓ ଖାଦ୍ୟ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ସାମ୍ନାରେ ଏବେ ଏକ ନୂତନ ସମସ୍ୟା ଉପୁଜିଛି। କହିବାକୁ ଗଲେ ପାକିସ୍ତାନ ଏବେ ସବୁ ଦିଗରୁ ଅସୁବିଧାରେ ପଡିଯାଇଛି | ବାସ୍ତବରେ ପାକିସ୍ତାନ ଅଧିକୃତ କାଶ୍ମୀରର

ସାଇବାବାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୧୦ ଭକ୍ତଙ୍କ ଜୀବନ…

ମୁମ୍ବାଇ: ମହାରାଷ୍ଟ୍ରର ନାଶିକ-ଶିରିଡ଼ି ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ୩୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତମାନେ

ମହିଳା କ୍ରିକେଟର ମୃତ୍ୟ ଘଟଣା : ପୋଷ୍ଟମର୍ଟମ ପରେ ରାଜଶ୍ରୀଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର…

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ କଟକ ବଡ଼ଡାକ୍ତରଖାନାରେ ପହଂଚିଛି। କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନା ପୁଲିସ ଆଜି ସନ୍ଧ୍ୟାରେ ରାଜଶ୍ରୀଙ୍କ ମୃତଦେହ ନେଇ ବଡ଼ଡାକ୍ତରଖାନାକୁ ନେଇ ଆସିଛି। ଏଠାରେ ରାଜଶ୍ରୀଙ୍କ ମୃତଦେହ‌ ପୋଷ୍ଟମର୍ଟମ ହୋଇଛି।

ମୋଦିଙ୍କ ରୂପରେ ପୁନର୍ଜନ୍ମ ନେଇଛନ୍ତି ସ୍ୱାମୀ ବିବେକାନନ୍ଦ; ବିଜେପି ସାଂସଦଙ୍କ ବୟାନକୁ ନେଇ ବିବାଦ…

କୋଲକାତା: ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରି ବିବାଦରେ ଫସିଛନ୍ତି ବିଜେପିର ପଶ୍ଚିମବଙ୍ଗ ସାଂସଦ ସୌମିତ୍ର ଖାନ। ସ୍ୱାମୀ ବିବେକାନନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୂପରେ ପୁନର୍ଜନ୍ମ ନେଇଛନ୍ତି ବୋଲି ସେ କହିଛନ୍ତି।ସ୍ୱାମୀ

ଧାନମଣ୍ଡିରେ ପଶି ସେଲସ୍‌ମ୍ୟାନ୍‌ଙ୍କୁ ହତ୍ୟା କଲେ ନକ୍ସଲ…

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଧାନମଣ୍ଡି ଭିତରେ ପଶି ତିନି ଜଣ ନକ୍ସଲ ଅତି ନିର୍ମମ ଭାବେ ଜଣେ ମଣ୍ଡିରେ ପଶି ସେଲସ୍‌ମ୍ୟାନ୍‌ଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ଆଜି ସକାଳେ ବିଜାପୁର ଜିଲ୍ଲାର ଉସୁର ଗ୍ରାମରେ ମଣ୍ଡି ଚାଲିଥିଲା। ମଣ୍ଡିରେ ଚାଷୀ ସମେତ ଲ୍ୟାମ୍ପସ

୧ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ, ୬ ଏପ୍ରିଲ ଯାଏ ଚାଲିବ ଅଧିବେଶନ…

ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶ। ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।ବଜେଟ ଅଧିବେଶର ସମୟ ୬୬ ଦିନ

ଭିନ୍ନ ମୋଡ଼, ଅଭିଯୁକ୍ତ କହିଲେ ମୁଁ ନୁହେଁ, ମହିଳା ଜଣକ ନିଜ ସିଟ୍‌ରେ କରିଛନ୍ତି ପରିସ୍ରା…!

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧାଙ୍କ ଉପରକୁ ପରିସ୍ରା କରିବା ମାମଲାରେ ଆସିଛି ଭିନ୍ନମୋଡ଼। ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ଶଙ୍କର ମିଶ୍ରା ନାମକ ଜଣେ ଯୁବକ ପରିସ୍ରା କରିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ବେଶ ହଇଚଇ ହୋଇଥିଲା। କିନ୍ତୁ ଏବେ ମାମଲା ଭିନ୍ନ ମୋଡ଼ ନେଇଛି।

ଜୀବନ ହାରିଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ, ଆଇଏନଏଲଡି ରାଜ୍ୟ ମୁଖ୍ୟଙ୍କ ନାଁରେ ମାମଲା…

ରୋହତକ: ହରିଆଣାର ଝାଜରରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ମନଙ୍ଗେ ରାମ ରାଠୀଙ୍କ ପୁଅ ଜଗଦୀଶ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିବାକୁ ଜଗଦୀଶଙ୍କୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଇଏନଏଲଡିର ରାଜ୍ୟ ମୁଖ୍ୟ ନାଫେ ସିଂହ ରାଠୀ ଓ ଅନ୍ୟ ୫ ଜଣଙ୍କ ନାଁରେ ପୁଲିସ୍‌

ଆପ୍‌ ନେତାଙ୍କ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ ଆଣିଲା ମହାଠକ ସୁକେଶ…

ନୂଆଦିଲ୍ଲୀ: ଜେଲରେ ଜୀବନ କାଟୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥିରେ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସରକାରକୁ ଟାର୍ଗେଟ କରିଛି। ସେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଜେଲରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ

ବେକରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା…

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପାଲିଗୁଡା ଠାରେ ଜନୈକ ଯୁବକ ଏକ ତେନ୍ତୁଳି ଗଛରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ କୃପା ମୁଦୁଲି (୨୫)। ସୂଚନା ଅନୁଯାୟୀ, ବୈପାରିଗୁଡା ଥାନା ଅନ୍ତର୍ଗତ ବନୁଆଗୁଡା ଗ୍ରାମର ଗରା