Sign in
Sign in
Recover your password.
A password will be e-mailed to you.
ଗଞ୍ଜେଇ ଖୋଜୁଖୋଜୁ ବସ୍ରୁ ଯାତ୍ରୀଙ୍କ ନିକଟରୁ ମିଳିଲା ୪ ପେଟି ଟଙ୍କା…
କଟକ: ବିପୁଳ ପରିମାଣରେ ଟଙ୍କା ଜବତ। ବସ୍ରୁ ଜଣେ ଯାତ୍ରୀଙ୍କ ନିକଟରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଚଢ଼ାଉ ବେଳେ ୪ଟି ପ୍ୟାକେଟ ବାହାରିଥିଲା । ଗଞ୍ଜେଇ ଓ ଡ୍ରଗ୍ସ କାରବାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ। ଏଥିରେ ଜଣେ ଅଟକ ହୋଇଛି। କୋଲକାତା ଯାଉଥିବା ଘରୋଇ ବସ୍ରୁ ବିପୁଳ ଟଙ୍କା ଜବତ!-->…
ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ…
ପୁରୀ :ଶନିବାର ଶ୍ରୀମନ୍ଦିରରେ ପାଳିତ ହେବ ମକର ସଂକ୍ରାନ୍ତି ନୀତି। ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ ଆଜି ମହାପ୍ରଭୁଙ୍କୁ ନବାଙ୍କ ବେଶରେ ସଜ୍ଜିତ କରାଯିବା ସହ ନବାଙ୍କ ବେଢା ନୀତି ଅନୁଷ୍ଠିତ ହେବ। ପୁଷ୍ପ ଅଳଙ୍କାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଭୂଷଣ କରାଯିବ। ଏହା!-->…
ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ହକି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ…
ରାଉରକେଲା : ଆଜିଠୁ ହକି ବିଶ୍ୱକପ୍ ମହାସମର । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ। ସ୍ପେନ ସହ ରହିଛି ପ୍ରଥମ ମୁକାବିଲା। ଭାରତ ହକି ବିଶ୍ୱକପ୍ ଚାମ୍ପିଅନ ହେବାର ସୁଯୋଗ ରହିଛି। ଏହା କହିଛନ୍ତି ଅଧିନାୟକ ହରମନପ୍ରିତ ସିଂ। ଆଜି ସଂଧ୍ୟା!-->…
ଆନ୍ଦୋଳନ କରି ଜେଲ୍ ଗଲେ ଗର୍ଭବତୀ, ବେଲ୍ରେ ବାହାରି ଆଖି ବୁଜିଲେ…
ରାୟଗଡ଼ା: ଶ୍ରମିକ ନିଯୁକ୍ତି ଦାବିରେ ପ୍ଲାଣ୍ଟ ବିରୋଧରେ ଆନ୍ଦୋଳନ କରି ଜେଲ ଯାଇଥିଲେ। ଜେଲ୍ରେ ୧୫ ଦିନ ରହିବା ପରେ ବେଲ୍ରେ ବାହାରିଥିଲେ ଗର୍ଭବତୀ। ହେଲେ ବେଲ୍ରେ ବାହାରିବା ପର ଦିନ ପ୍ରସବ ହେବା ସହ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହାକୁ କେନ୍ଦ୍ର!-->…
ସ୍ଵାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ ପାଳିତ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ବାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଶିଶୁ ବିଦ୍ୟାମନ୍ଦିର ଏକ ସାଂସ୍କୃତିକ ଏବଂ ପରମ୍ପରା ଗତ!-->!-->!-->…
ଆମଝରି ଗ୍ରାମର ୧୬ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ବୌଦ୍ଧ ପୋଲିସ…
ବୌଦ୍ଧ : ବୌଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହlଇ ମିନା ଙ୍କ ନିର୍ଦେଶ କ୍ରମେ ବୌଦ୍ଧ ଆଦର୍ଶ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ ଜାରି ରହିଛି l ଆଜି ଏହିକାଯ୍ୟକ୍ରମରେ ବୌଦ୍ଧ ଥାନା ବଘୀଆ ପଡା ଫାଣ୍ଡି ଅନ୍ତର୍ଗତ!-->!-->!-->…
ରାଷ୍ଟ୍ରୀୟ ଯୁବ ଦିବସ ପାଳିତ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଲାବୃଡି ପଞ୍ଚାୟତର ଖେଳପଡିଆ ଠାରେ ରାଷ୍ଟ୍ରୀୟ ଯୁବ ଦିବସ ତଥା ବିଶ୍ୱରେ ଭାରତୀୟ ସଂସ୍କୃତି ପ୍ରତିଷ୍ଠା କରିଥିବା ମହାନ ଆଧ୍ୟାତ୍ମିକ ଗୁରୁ, ସାମାଜ ସଂସ୍କାରକ ଏବଂ ଯୁବକମାନଙ୍କ ପ୍ରେରଣା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ବିଜେପି!-->…
ବସଷ୍ଟାଣ୍ଡ ଠାରେ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ରେ ଅଂଶଗ୍ରହଣ ପାଇଁ ଯାଉଥିବା ଶିଶୁ ପ୍ରତିଯୋଗିତା ଙ୍କୁ…
ବୌଦ୍ଧ : ବୌଦ୍ଧ ଜିଲ୍ଲା ବସଷ୍ଟାଣ୍ଡ ଠାରେ ଜାତୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ ପାଇଁ ଯାଉଥିବା ଶିଶୁ ତୀରନ୍ଦାଜି ଙ୍କୁ ସମ୍ବର୍ଦ୍ଧନା l ଆନ୍ଧ୍ର ପ୍ରଦେଶ ବିଜୟବେଡା ଠାରେ ଜାନୁୟାରୀ 14ଓ 15 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ତୀରନ୍ଦାଜ ଚମ୍ପିୟାନ ସିଟରେ ଭଗନେବାକୁ ବୌଦ୍ଧର!-->!-->!-->…
ବାଉଁଶନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ ଡାକ୍ତର ଓ କର୍ମଚାରି ଙ୍କ ଦରମା ବନ୍ଦ ନିର୍ଦେଶ ଦେଲେ…
ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ ଚିକିତ୍ସା ଅବହେଳା ଯୋଗୁ ବାଉଁଶନି ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସୂଚନା ଅନୁସାରେ ବାଉଁଶନି ଡାକ୍ତରଖାନା ରସ୍ୱାସ୍ଥ୍ୟ ସେବା ରେ!-->!-->!-->…
ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ହଷ୍ଟେଲର୧୦ମ ଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ସନ୍ଦେହ…!
ପରିବାର ପକ୍ଷରୁ ହତ୍ୟା ଅଭିଯୋଗ଼ ନେଇ ଥାନାରେ ଲିଖିତ ଅଭିଯୋଗ
ଦାରିଙ୍ଗବାଡ଼ି,୧୨/୦୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢ଼ୁ ଥିବା ସୁନେଲି ମାଝିଙ୍କର ମୃତ୍ୟକୁ ନେଇଁ!-->!-->!-->…