Sign in
Sign in
Recover your password.
A password will be e-mailed to you.
କୋଲକାତାରୁ ଭୁବନେଶ୍ଵର ଆସି ମରାମତି ହେବ ଡାକୋଟା ବିମାନ…
ଭୁବନେଶ୍ବର: ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତା ବିମାନବନ୍ଦରରୁ ଭୁବନେଶ୍ଵର ଆଣିବା ଲାଗି ଏକ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି। ଏହି ଏଜେନ୍ସି ଡାକୋଟା ବିମାନକୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ (ଡିସମେଣ୍ଟେଲ୍) କରି ସଡ଼କ ପଥରେ ଏହାକୁ ଭୁବନେଶ୍ଵର ଆଣିବ। ଭୁବନେଶ୍ଵର ବିମାନବନ୍ଦର!-->…
ଟିକସକୁ ନେଇ ବିବାଦ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ଅନୁଷ୍କା ଶର୍ମା…
ନୂଆଦିଲ୍ଲୀ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ବର୍ଦ୍ଧିତ ଟିକସ ନୋଟିସ ବିରୋଧରେ ବମ୍ବେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୧୨-୧୩ ଏବଂ ୨୦୧୩-୧୪ ବର୍ଷ ପାଇଁ ସେଲ୍ସ ଟ୍ୟାକ୍ସ (ବିକ୍ରୟ କର)ର ଡେପୁଟି କମିଶନରଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଦୁଇଟି ନୋଟିସକୁ ଚ୍ୟାଲେଞ୍ଜ କରି ଅଭିନେତ୍ରୀ!-->…
ହକି ବିଶ୍ବକପ୍ ପାଇଁ ଭୁବନେଶ୍ୱର ଜଗିବେ ୮୦ ପ୍ଲାଟୁନ ଫୋର୍ସ, ୪୦୦ରୁ ଊର୍ଦ୍ଧ୍ବ ଅଧିକାରୀ…
ଭୁବନେଶ୍ବର: ରାତି ପାହିଲେ ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯିବ। ବିଶ୍ବକପରେ ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପ୍ରସ୍ତୁତ ରହିଛି। ଭୁବନେଶ୍ୱରରେ ୮୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୪୦୦ରୁ ଊର୍ଦ୍ଧ୍ବ ଅଧିକାରୀ ମୁତୟନ ହେବେ। ଶେଷ ପର୍ଯ୍ୟାୟରେ!-->…
ଫେକ୍ ନ୍ୟୁଜ ପ୍ରସାର କରୁଥିବା ୬ଟି ୟୁଟ୍ୟୁବ୍ ଚାନେଲ ବିରୋଧରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର…
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ୬ଟି ୟୁଟ୍ୟୁବ୍ ଚ୍ୟାନେଲର ପର୍ଦ୍ଦାଫାଶ୍ କରିଛି, ଯେଉଁଗୁଡିକ ଭାରତରେ ମିଥ୍ୟାତଥ୍ୟ ପ୍ରଚାର କରୁଥିଲେ । ଏହି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରିତ ମିଥ୍ୟା ଖବରକୁ ପ୍ରତିହତ କରିବା ପାଇଁ ଫ୍ୟାକ୍ଟ ଚେକ ୟୁନିଟ୍!-->…
ହକି ବିଶ୍ବକପ୍ ପାଇଁ ଭୁବନେଶ୍ବରରୁ ରାଉରକେଲା ଗଡ଼ିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍…
ଭୁବନେଶ୍ବର: ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ ପୁରୁଷ ହକି ବିଶ୍ୱକପ ୨୦୨୩ ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକିପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍!-->…
ତ୍ରିରଙ୍ଗାକୁ ଅସମ୍ମାନ କରି ପିଇଓ ଗିରଫ…
କୋଣାର୍କ : ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପ୍ରଶାନ୍ତ କୁମାର ସ୍ୱାଇଁ।
ସେ ଜାତୀୟ ପତାକାରେ ଅଫିସ୍ର ଟେବୁଲ, ଚୌକି ସହିତ ମୋବାଇଲ ପୋଛି ଥିଲେ। ଏପରିକି ଅଫିସ୍ କାନ୍ଥରେ ଲାଗିଥିବା!-->!-->!-->…
ଏଲଏସିରେ ବଢୁଛନ୍ତି ଚୀନ ସେନା, ଆମେ ସତର୍କ : ସେନାଧ୍ୟକ୍ଷ…
ନୂଆଦିଲ୍ଲୀ : ପ୍ରକୃ ନିୟନ୍ତ୍ରଣ ରେଖା ବା ଏଲଏସି ସେପଟେ ପୁଣି ସୈନ୍ୟ ସଂଖ୍ୟା ବଢାଇବା ଆରମ୍ଭ କରିଛି ଚୀନର ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏ । କିନ୍ତୁ ସବୁ ସ୍ଥିତିର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି ବୋଲି ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ।
!-->!-->!-->…
ରାଉରକେଲାରେ ହକି ବିଶ୍ୱକପ ଟ୍ରଫିକୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ
ରାଉରକେଲା: ଆସନ୍ତାକାଲି (ଶୁକ୍ରବାର ) ହେବାକୁ ଯାଉଛି ହକି ବିଶ୍ବକପ୍ର ପ୍ରଥମ ମ୍ୟାଚ୍। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ସହରରେ ପହଞ୍ଚିଛି ହକି ବିଶ୍ବକପ୍ ଟ୍ରଫି।
ସକାଳ ସାଢ଼େ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିଥିଲା। ପରେ ବେଦବ୍ୟାସ ଆଶ୍ରମ,!-->!-->!-->…
କ୍ୟାନସରମୁକ୍ତ ହେଲେ ଆମେରିକାର ଫାଷ୍ଟ ଲେଡି…
ୱାଶିଂଟନ: କ୍ୟାନସରମୁକ୍ତ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଫାଷ୍ଟ ଲେଡି। ଗତକାଲି ୱାଶିଂଟନର ୱାଲ୍ଟର ରିଡ ମିଲିଟାରୀ ହସ୍ପିଟାଲରେ ତାଙ୍କ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି।ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ପତ୍ନୀ ତଥା ଦେଶର ଫାଷ୍ଟ ଲେଡି ଜିଲ ବାଇଡେନ ତ୍ୱଚା!-->…
ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ନୟାଗଡ଼ର କେଉଁ ରାଜନେତା ଫସିଥିଲେ…?
ଭୁବନେଶ୍ବର: ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ କେନ୍ୟୁଜ୍ ହାତରେ EXCLUSIVE ତଥ୍ୟ । ୪ ଅଭିଯୁକ୍ତଙ୍କ କ’ଣ ଥିଲା ଭୂମିକା? ଏନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି । ୪ ଅଭିଯୁକ୍ତ ହେଲେ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ, ସହଯୋଗୀ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳି ବେହେରା । ପୂରା ଘଟଣାରେ କାହାର!-->…