Sign in
Sign in
Recover your password.
A password will be e-mailed to you.
୧୨ ଦିନ ମଧ୍ୟରେ ଯୋଶୀ ମଠ ୫.୪ ସେମି ଦବିଛି…
ନୂଆଦିଲ୍ଲୀ: ମାଟି ଦବୁଥିବାରୁ ଉତ୍ତରାଖଣ୍ଡରେ ଯୋଶୀ ମଠର ଅବସ୍ଥା ଟଳମଳ ଥିବା ବେଳେ ଏବ ସାଟେଲାଇଟ୍ ମାଧ୍ୟମରେ ଆସିଥିବା ତଥ୍ୟ ଅଧିକ ସାଂଘାତିକ୍। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜୋଷୀ ମଠ ଏହା ସଂଲଗ୍ନ ଅଞ୍ଚଳ ସ୍ଥାୟିତ୍ୱ ଉପରେ ଭୟଙ୍କର ସଙ୍କଟ!-->…
ଆଗାମୀ ୨ ଦିନ ରାଜ୍ୟରେ ପଡ଼ିବ ଘନ କୁହୁଡ଼ି : ୟେଲୋଓ୍ଵାର୍ଣ୍ଣିଂ ଜାରି…
ଭୁବନେଶ୍ୱର: ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି କାରଣରୁ ଆଗାମୀ ୩ଦିନ ରାଜ୍ୟର ଉପକୂଳରୁ ନେଇ ଉପାନ୍ତ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଘନକୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ବୋଲି ଆଜି (ଶୁକ୍ରବାର) ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି!-->…
ଓଭରବ୍ରିଜ୍ରୁ ଖସିପଡ଼ିଲେ ଛାତ୍ର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…
ସମ୍ବଲପୁର: ଆଜି ଅପରାହ୍ଣରେ ସମ୍ବଲପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲକ୍ଷ୍ମୀ ଟକିଜ ଫ୍ଲାଇଓଭର ଉପରୁ ପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ହେଲେ କ୍ଲିଫଡ କୁଜୁର।
!-->!-->…
ଫେବ୍ରୁଆରିରେ ଓଡ଼ିଶା ଆସିବେ ମିଲ୍ଲିକାର୍ଜୁନ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧି…
କଟକ: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଆସିବେ। ଶ୍ରୀ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧି ଆସନ୍ତା ଫେବ୍ରୁଆରିରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ହାଥ ସେ ହାଥ ଯୋଡ଼ୋ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଆଇସିସି ଅଧ୍ୟକ୍ଷ!-->…
ବହି କିଣିବାକୁ ଯାଇ ଦୁଷ୍କର୍ମର ଶିକାର ହେଲେ ୨ ନାବାଳିକା…
ଫୁଲବାଣୀ: ବହି କିଣିବାକୁ ସାଙ୍ଗ ହୋଇ ଘର ପାଖ ବଜାରକୁ ଯାଇଥିଲେ ୨ ନାବାଳିକା । କିଛି ସମୟରେ ଘରକୁ ଫେରିଥାନ୍ତେ। ମାତ୍ର ତା’ ପୂର୍ବରୁ ୨ ଯୌନ ପିପାସୁଙ୍କ ହାବୁଡ଼ରେ ପଡ଼ିଗଲେ। ସେମାନେ ଉଭୟଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଗାଡ଼ି ଯୋଗେ ନେଇ ଏକ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ!-->…
ଫେବୃୟାରୀ ୧୫ରୁ ଆରମ୍ଭ ହେବ ଆଦିବାସୀ ମେଳା…
ଭୁବନେଶ୍ୱର: ତୋଗଲକୀ ଶାସନରେ ସୁଲତାନ ମହମ୍ମଦ ବିନ୍ ତୋଗଲକ ଯେଭଳି ନିଜର ରାଜଧାନୀକୁ ଦିଲ୍ଲୀରୁ ଦୌଲତାବାଦ ସ୍ଥାନାନ୍ତର କରି ପୁଣି ଦିଲ୍ଲୀକୁ ଫେରିଥିଲେ ଠିକ୍ ସେଭଳି ଅବସ୍ଥା ଏବେ ଓଡ଼ିଶା ସରକାରଙ୍କର । ବହୁ ବାଦବିବାଦ ଓ ବିରୋଧ ସତ୍ତ୍ୱେ ୨୦୧୮ ମସିହାରେ ବାର୍ଷିକ ଆଦିବାସୀ ମେଳାର ସ୍ଥାନକୁ!-->…
ବୃଦ୍ଧ ବାପାର ମୃତ୍ୟୁ ପରେ ବି ପାଖ ମାଡିଲେନି ପୁଅ ଓ ଝିଅ…
ଫୁଲବାଣୀ: ରାସ୍ତା ପାର୍ଶ୍ୱରେ ନିଃସହାୟ ଭାବେ ପଡିରହିଛି ୯୦ ବର୍ଷିୟ ବୃଦ୍ଧ ନିମାଇ ଚରଣ ସାହୁଙ୍କ ମୃତଦେହ । ନିମାଇଙ୍କର ଦୁଇ ପୁଅ ଓ ଗୋଟେ ଝିଅ। କେତେ କଷ୍ଟ ଯନ୍ତ୍ରଣା ସହି ଏମାନଙ୍କୁ ବଡ କରିଥିଲେ ନିମାଇ। ହେଲେ ଏଇ ଦୁଇ ପୁଅ ଓ ଝିଅର ହୃଦୟ ଏତେ କୋଠର ଯେ, ବାପାର ମୃତ୍ୟୁ!-->…
୧୭ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା..!
ଭୁବନେଶ୍ୱର: ଆସୁଛି ପଶ୍ଚିମା ଝଡ଼ । ଆସନ୍ତା ୧୭ ତାରିଖ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା!-->…
ପ୍ରଫେସର୍ ବିଭୂତି ଭୂଷଣ ବିଶ୍ୱାଳ OUTRର ନୂଆ କୁଳପତି ନିଯୁକ୍ତ…
ଭୁବନେଶ୍ୱର: ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ହେଲେ OUTR କୁଳପତି । ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ୪ ବର୍ଷ ଲାଗି ନିଯୁକ୍ତି ଦେଇଛନ୍ତି। ୪ ବର୍ଷ ପାଇଁ ସେ OUTR କୁଳପତି ଭାବେ ଦାୟିତ୍ୱରେ ରହିବେ । ଏବେ ସେ ଆଇଆଇଟି ମେଘାଳୟ ନିର୍ଦ୍ଦେଶକ ଅଛନ୍ତି ।
ତାଙ୍କର!-->!-->!-->…
ମହିଳା କ୍ରିକେଟର ନିଖୋଜ ମାମଲା : ଜଙ୍ଗଲରୁ ମିଳିଲା ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ…
କଟକ: ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମିଳିଲା ମୃତଦେହ। ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହାପରେ ଜଙ୍ଗଲ ଭିତରୁ ତାଙ୍କ ଝୁଲନ୍ତା!-->…