ଜିପିଏସ ଓ ଡିଜିପିଏସ ମାଧ୍ୟମରେ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରାଯିବ…

ଛତ୍ରପୁର : ସୁପ୍ରମିକୋର୍ଟ ଗାଇଡ ଲାଇନ ଅନୁସାରେ ଏଣିକି ଜଙ୍ଗଲ ଜମିର ନିର୍ଦ୍ଦାରଣ ହେବ । ଏନେଇ ଶୁକ୍ରବାର ଜିଲା ପରିଷଦ ରୁଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗକୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲାର ବ୍ରହ୍ମପୁର ଜଙ୍ଗଲ ବିଭାଗ, ଘୁମୁସର ଉତର

ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ ଉତ୍ସବ ପାଳିତ…

ବ୍ରହ୍ମପୁର : ଆଧୁନିକ ଓଡିଶାର ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ସହ ଅତିଥିମାନେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ

ହକି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ

ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ସ୍କ୍ରାର୍ଫରେ ନିର୍ମିତ ବିଶ୍ୱକପ୍ ହକି ଲଗୋ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ୪୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ହକି କପ୍ ଲଗୋକୁ ଉନ୍ମୋଚିତ କରିଥିଲେ

ଆଞ୍ଚଳିକ କୃଷି ମହୋତ୍ସବ ଏବଂ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା…

ବ୍ରହ୍ମପୁର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରେ ଉଦ୍‌ଘାଟିତ ହେଲା ଆଚଂଳିକ କୃଷି ମହୋତ୍ସବ ଏବଂ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ।ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ

ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ସତୀଗୁଡା ଜଳଭଣ୍ଡାରରେ ଚିତାକର୍ଷକ ନୌକା ପ୍ରତିଯୋଗିତା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରତିବର୍ଷ ବଳି ଚଳିତ ବର୍ଷ ସତିଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବି ମାନଙ୍କୁ ନେଇ ନୌକା ଚାଳନା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାକୁ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ୱାହୀ ଅଧିକାରୀ

ଜାତୀୟ ଯୁବ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ଏଜେ ଓ ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ଫୁଲବାଣୀ ମ୍ୟୁନିସିପାଲଟିର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ

ଜିଲ୍ଳାସ୍ତରୀୟ ସ୍ୱାବଲମ୍ବୀ ସାଥି କାର୍ଯ୍ୟକ୍ରମ ଉଦଘାଟିତ

ମାଲକାନଗିରି : ମାଲକାନଗିରି ବ୍ଲକର ତଣ୍ଡlପାଲି ଗ୍ରାମ ପଂଚାୟତ ସଭାଗୃହରେ ଜିଲ୍ଳାସ୍ତରୀୟ ସ୍ୱାବଲମ୍ବନ ସାଥି କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି | ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ଜୀବିକା ମିଶନ ର ଜିଲ୍ଳା ନିର୍ବାହୀ ଅଧିକାରୀ ଶ୍ରୀ

ଜୋଶୀମଠରେ ଘର ହରାଉଥିବା ଲୋକଙ୍କୁ ମାସିକ ୫ ହଜାର ଲେଖାଏ ଭଡ଼ା ସହ ୬ ମାସ ପର୍ଯ୍ୟନ୍ତ ପାୱାର୍‌ ବିଲ୍‌ ଛାଡ଼ ଘୋଷଣା କଲେ…

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ଓ ଆଖପାଖ ଅଞ୍ଚଳରେ ମାଟି ଦବିବା ସହ ଘରମାନଙ୍କରେ ଫାଟ ଦେଖାଯିବା ଘଟଣା ବାସିନ୍ଦାଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏନେଇ ପ୍ରଶାସନ ତା’ର ତତ୍ପରତା ପ୍ରକାଶ କରିଥିବା ବେଳେ ଶୁକ୍ରବାର ଉତ୍ତରାଖଣ୍ଡର ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।ସରକାର

ଆମେରିକାରେ ଫ୍ଲାଇଟ୍ ଅଚଳାବସ୍ଥା ପଛରେ ବଡ଼ ଷଡ଼ଯନ୍ତ୍ର – କିଛି ଲୋକ କମ୍ପ୍ୟୁଟର ଫାଇଲ କରପ୍ଟ କରିଥିଲେ…

ନ୍ୟୁୟର୍କ : କମ୍ପ୍ୟୁଟର ସିଷ୍ଟମରେ ତ୍ରୁଟି ଯୋଗୁଁ ଆମେରିକାର ବିମାନ ଚଳାଚଳ କ୍ଷେତ୍ରରେ ହୋଇଥିବା ଅଚଳାବସ୍ଥା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ସଂଦେହ ବଢିବାରେ ଲାଗିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ କମ୍ପ୍ୟୁଟର ସିଷ୍ଟମରେ ହୋଇଥିବା ଅଚଳାବସ୍ଥା କିଛି ବ୍ୟକ୍ତିଙ୍କ ଯୋଗୁଁ ହୋଇଛି,

ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ରାତିରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୧ ପୁଲିସ କର୍ମଚାରୀ ନିଲମ୍ବିତ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ରାତିରେ ଘଟିଥିବା ହୃଦୟ ବିଦାରକ ଘଟଣାରେ ଅବହେଳା ଲାଗି ଦିଲ୍ଲୀ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦିଲ୍ଲୀର କାଞ୍ଝାୱାଲାରେ କାରରେ ବସିଥିବା କିଛି ଯୁବକ ଏକ ସ୍କୁଟିକୁ ଧକ୍କା ଦେବା ସହ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୧୨