ରାଜଶ୍ରୀଙ୍କ ସ୍କୁଟି ଡିକିରୁ ମିଳିଲା ଚିଠି, ଲେଖା ଅଛି ୨ ଜଣଙ୍କ ନାଁ…!

କଟକ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ରହସ୍ୟ ଘେରରେ ଥିବା ବେଳେ ତାଙ୍କ ସ୍କୁଟି ଡିକିରୁ ଏକ ଚିଠି ମିଳିଛି। ଏହି ଚିଠିରେ ତାଙ୍କ ମୃତ୍ୟୁ ପାଇଁ ୨ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି। ଜଣେ କୋଚ୍‌ଙ୍କ ସହ ଓସିଏର ଜଣେ ପୂର୍ବତନ ସଦସ୍ୟ ଦାୟୀ ବୋଲି ଦର୍ଶାଯାଇଛି। ତେବେ ଏହି ଚିଠିଟି

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ସିବିଆଇ ରେଡ୍‌…

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଅଫିସରେ ସିବିଆଇ ଆଜି ରେଡ୍‌ କରିଛି। ଆପ୍‌ ନେତା ନିଜେ ସିସୋଦିଆ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଆଇ ଆଜି ପୁଣି ରେ ମୋ ଅଫିସ୍‌ରେ ରେଡ୍ କରିଛି। ମୁଁ ସେମାନଙ୍କୁ ସ୍ୱାଗତ କରୁଛି। ସେମାନେ ମୋ ଘର ମଧ୍ୟ ଖାନତଲାସି

ଘନ କୁହୁଡ଼ି ଯୋଗୁ ଚିଲିକାରେ ଫସିଲା ୪ ଡଙ୍ଗା

କୃଷ୍ଣପ୍ରସାଦ: ଘନ କୁହୁଡ଼ିରେ ଆଚ୍ଛାଦିତ ଚିଲିକାର ଅଥଳ ଜଳରାଶିରେ ଫସିଲା ୪ ଡଙ୍ଗା । ଫଳରେ ମା’ କାଳିଜାଇଙ୍କ ଦର୍ଶନ କରିବାକୁ ଯାଇ ମଝି ଚିଲିକାରେ ହଟହଟା ହେଲେ ଯାତ୍ରୀ। ଘନ କୁହୁଡ଼ି ଯୋଗୁ ଆଜି ସକାଳେ ଚିଲିକାରେ ୪ଟି ଡଙ୍ଗା ଫସି ଯାଇଥିବା ବେଳେ ଗୋଟିଏ କୂଳକୁ ଫେରିଥିବା ଜଣାଯାଇଛି।

ନାତୁଣୀ ସହିତ ଜୋରଜବରଦସ୍ତି କରୁଥିଲା ସମ୍ପର୍କୀୟ ଅଜା, ଆଈ କରୁଥିଲା ଭିଡିଓ ସୁଟିଂ…

କରଞ୍ଜିଆ: ମା’ ଛେଉଣ୍ଡ ନାବାଳିକା ନାତୁଣୀ ଉପରେ ଲୋଲୁପ ଦୃଷ୍ଟି ପକାଇଲେ ସମ୍ପର୍କୀୟ ଅଜା । ପାଠ ପଢ଼ାଇବା ବାହାନାରେ  ନାତୁଣୀ ସହ ଜୋର ଜବରଦସ୍ତ କଲେ ଶିକ୍ଷକତା କରୁଥିବା ଅଜା ।  ଆଉ ଏହାର ଭିଡିଓ ଉତ୍ତୋଳନ କଲେ ତାଙ୍କ ପତ୍ନୀ। ହେଲେ ଭିଡିଓଟି ନିଜ ମୋବାଇଲରୁ ସ୍ୱାମୀଙ୍କ ମୋବାଇଲକୁ ପଠାଉ

ପାକିସ୍ତାନରେ ଶ୍ରୀଲଙ୍କା ପରିସ୍ଥିତି, ଖାଦ୍ୟ ପାଇଁ ହାହାକାର ପରିସ୍ଥିତି… !

ଇସଲାମାବାଦ: ପାକିସ୍ତାନରେ ଶ୍ରୀଲଙ୍କା ପରିସ୍ଥିତି। ଘୋର ଆର୍ଥିକ ଅନଟନ ଅବସ୍ଥା ଦେଇ ଗତି କରୁଛି ପାକିସ୍ତାନରେ। ଦେଶରେ ଖାଦ୍ୟ ସଙ୍କଟର ବିକଳ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଖାଇବା ପାଇଁ ହାହାର ପରିସ୍ଥିତିରେ ପହଞ୍ଚିଲେଣି। ଲୋକଙ୍କୁ ଖାଇବା ପାଇଁ ମିଳୁନାହିଁ । ରୁଟି ପାଇଁ ଲୋକଙ୍କ

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ୍, ଜଣେ ମୃତ…

କଣ୍ଟାବାଞ୍ଜି : ପୁଅର ନିର୍ବନ୍ଧ ସାରି ଝିଅ ଘରୁ ହସଖୁସିରେ ପିକ୍‌ଅପ୍‌ ଭ୍ୟାନରେ ଘରକୁ ଫେରୁଥିଲେ ପରିବାର ଲୋକେ। ହେଲେ ସେମାନଙ୍କ ସେହି ଖୁସି ବେଶି ସମୟ ରହି ନଥିଲା। ବାଟରେ ପିକ୍ଅପ୍‌ ଭ୍ୟାନ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ କ୍ଲିନଚିଟ୍‌ ପରେ ବି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ…

ମାଲକାନଗିରି: ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାକୁ ୩ ବର୍ଷ ପୂରି ସାରିଥିଲେ ବି ଏହି ମାମଲା ଶେଷ ହେବା ନାଁ ଧରନି। ଏହି ଘଟଣାରେ ତତ୍‌କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସମ୍ପୃକ୍ତ ଥିବା ପରିବାର ଲୋକେ ଅଭିଯୋଗ କରି ଆସୁଥିବା ବେଳେ

ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ : ଅଭିଯୁକ୍ତ ଫେରାର…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଝରିଆପଦା ରେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ କୋଟଗଡ ଝରିଆପଦା ସାହିରେ ରହୁଥିବା ଗେଟାବାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପଦ୍ମଚରଣ ରଥ ନିଜ ଗୃହ ସମ୍ମୁଖରେ

ଫ୍ଲାଏ ଓଭରରୁ ଖସି ଆଖି ବୁଜିଲେ ଛାତ୍ର…

ସମ୍ବଲପୁର: ଗତକାଲି ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟରେ ଫ୍ଲାଏ ଓଭରରୁ ତଳକୁ ଖସି ଗୁରୁତର ହୋଇଥିବା ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ କ୍ଲିଫର୍ଡ କୁଜୁର । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସକାଳେ ସେଠାରେ

ଅର୍ଥାଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରମାକାନ୍ତ…

ଫୁଲବାଣୀ : ଅର୍ଥାଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ ଅଧିନସ୍ଥ ପସରା ପଂଚାୟତର ବରଡ଼ିକିଆ ଗ୍ରାମର ରମାକାନ୍ତ କହଁର l ତାଙ୍କ ସ୍ତ୍ରୀ ଗାୟତ୍ରୀଙ୍କ କହିବା ନୁସାରେ ରମାକାନ୍ତ ଭୁବନେଶ୍ୱରରେ ଏକ ଘରୋଇ ବରଫ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ