Sign in
Sign in
Recover your password.
A password will be e-mailed to you.
ରାମମନ୍ଦିର ପରିସରରେ ରାମଲୀଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ…
ବୌଦ୍ଧ (୧୪/୦୧) : ଆଜି ମକର ସଂକ୍ରାନ୍ତି ଶୁଭ ଅବସରରେ ଚଳିତବର୍ଷ ବୌଦ୍ଧ ରାମନୀଳା ମନ୍ଦିର ପରିସରରେ ରାମନୀଳା ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରସ୍ତୁତି ବୈଠକରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି!-->…
ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ତଦାରଖ ଓ ସମୀକ୍ଷା…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଉଲକେଲାରୁ କେନ୍ଦୁଝର ଆସିବା ରାସ୍ତାରେ ରାଜମୁଣ୍ତରୁ ରିମିଳି ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର କ୍ଷେତ୍ରୀୟ ପରିଦର୍ଶନ!-->…
ହକି ବିଶ୍ବକପ୍ : କଳିଙ୍ଗରେ କମାଲ କଲା ଜର୍ମାନି, ୩-୦ରେ ଜାପାନକୁ ହରାଇଲା..
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ-୨୦୨୩ର ଅଷ୍ଟମ ମ୍ୟାଚ୍ରେ ଜର୍ମାନି କମାଲ କରିଛି। ଜାପାନ ବିପକ୍ଷରେ ଜର୍ମାନି ୩-୦ ଗୋଲ୍ରେ ବିଜୟୀ ହୋଇଛି। ଜର୍ମାନି ୩୫, ୪୦ ଓ ୪୮ ମିନିଟରେ ଜାପାନକୁ ଗୋଲ ଦେଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି।କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ!-->…
ବଡମ୍ବା ଦଳ ଚକଟାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ : ମୃତକଙ୍କ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା…
କଟକ : ଆଜି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟା ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି. ଏବଂ ଶୋକ!-->…
ଯୋଶୀମଠ ପ୍ରସଙ୍ଗରେ ଭ୍ରମ ସୃଷ୍ଟି କରୁଛନ୍ତି ସରକାରୀ ସଂସ୍ଥା : ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବୟାନବାଜି ଉପରେ ଲାଗିଲା…
ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୋଟିଏ ଦିନ ପୂର୍ବରୁ ରିପୋର୍ଟ କରିଥିଲା ଯେ ଉତ୍ତରାଖଣ୍ଡର ଯୋଶୀମଠ ମାତ୍ର ୧୨ ଦିନ ମଧ୍ୟରେ ୫.୪ ସେମି ଦବିଯାଇଛି । ଏହା ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସରକାରୀ ବିଭାଗଗୁଡ଼ିକ ଉପରେ କେତେକ କଟକଣା ଜାରି!-->…
ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରି ଗିରଫ ହେଲେ ଶିବସେନା ନେତା…
ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରି ଗିରଫ ହୋଇଛନ୍ତି ଶିବସେନା ନେତା | ବାସ୍ତବରେ ମୁମ୍ବାଇରେ ଶିବସେନା ନେତା ଓ ତାଙ୍କ ସମର୍ଥକମାନେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରିଥିଲେ। ଶୁକ୍ରବାର ଚେମ୍ବୁର ଅଞ୍ଚଳରେ ଜନ୍ମଦିନ ପାଳନ କରିଥିବାବେଳେ ଏବେ!-->…
ମକର ସଂକ୍ରାନ୍ତି: ଗଙ୍ଗା ସାଗରରେ ବୁଡ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ…
କୋଲକାତା: ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି ବୋଲି ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କୁହାଯାଇଛି।କିମ୍ବଦନ୍ତୀ ଅନୁସାରେ କପିଳ ମୁନିଙ୍କ ଅଭିଶାପ ଯୋଗୁଁ ସାଗର ରାଜାଙ୍କ ୬୦ହଜାର ପୁତ୍ର ମୃତ୍ୟୁ ବରଣ!-->…
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଜବତ ନରକଙ୍କାଳକୁ ନେଇ ବଢୁଛି ରହସ୍ୟ
ବାଙ୍କୀ: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଜବତ ନରକଙ୍କାଳକୁ ନେଇ ରହସ୍ୟ ବଢୁଛି । କାହାର ଏହି କଙ୍କାଳ ? କେବେଠାରୁ ସେଠାରେ ପଡ଼ିଥିଲା ? ମୃତଦେହକୁ କେହି ଆଗରୁ କେମିତି ଦେଖି ପାରିଲେ ନାହିଁ ? ନରକଙ୍କାଳ ମିଳିବା ପରେ ତନାଘନା ତଦନ୍ତ କରୁଛି ବାଙ୍କି ଥାନା ପୋଲିସ । କଙ୍କାଳ ଓ ଖପୁରୀ ଗତ!-->…
କୁଆଖାଇ ନଦୀ ପଠାରୁ ଅଜଣା ମୃତଦେହ ଉଦ୍ଧାର…
ଭୁବନେଶ୍ୱର: କୁଆଖାଇ ନଦୀ ପଠାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ମଞ୍ଚେଶ୍ବର ଥାନା ବରିମୁଣ୍ଡ ନିକଟ କୁଆଖାଇରୁ ମିଳିଲା ଯୁବକଙ୍କ ମୃତଦେହ । ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହର ପରିଚୟ ମିଳିନି ।
!-->!-->!-->…
ଦୋହଲିଲା ଧର୍ମଶାଳା, ଲୋକେ ଭୟଭୀତ…
ଡେରାଡୁନ: ଦୋହଲିଲା ଧର୍ମଶାଳା। ହିମାଚଳ ପ୍ରଦେଶର ଧର୍ମଶାଳା ନିକଟରେ ଆଜି ସକାଳୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଗୋଟିଏ ପଟେ ଯୋଶୀମଠ ଧସୁଥିବା ବେଳେ ଆଉ ଗୋଟିଏ ପଟେ ଧର୍ମଶାଳାରେ ଆସିଥିବା ଭୂମିକମ୍ପ ଲୋକଙ୍କୁ ଭୟଭୀତ କରାଇଛି। ଆଜି ସକାଳ ୫.୧୭ରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି ।!-->…