Sign in
Sign in
Recover your password.
A password will be e-mailed to you.
ଚାଷୀଙ୍କୁ କେନ୍ଦ୍ର ସରକାରର ପ୍ରତାରଣା ବିରୁଦ୍ଧରେ ଜିଲ୍ଲାବ୍ୟାପି ପ୍ରତିବାଦ ଆନ୍ଦୋଳନର ନିଷ୍ପତ୍ତି
ବ୍ରହ୍ମପୁର : ଦେଶବାସୀଙ୍କୁ ବିଶ୍ୱାସ ଘାତକତା ଓ ଚାଷୀମାନଙ୍କୁ ମୋଦି ସରକାରର ପ୍ରତାରଣା ବିରୁଦ୍ଧରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଏକ ନେତୃସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ସୂଚନା ଯୋଗ୍ୟ ଯେ,ଦେଶର କୃଷି!-->…
“ମାଲ୍ୟାବନ୍ତ ୨୦୨୨” ର ମହକରେ ଝୁମିଲେ ମାଲକାନଗିରିବାସୀ
ମାଲକାନଗିରି : ମାଲକାନଗିରି ପ୍ରତିବର୍ଷ ଭଳି ଜିଲ୍ଲାର ଗଣପର୍ବ ୨୦୨୨ ମାଲ୍ୟବନ୍ତ ମହୋତ୍ସବ ର ଆଜି ଶୁଭାରମ୍ଭ ହୋଇଛି । ସକାଳ ୯ ଘଟିକା ସମୟରେ ଜଗନ୍ନାଥଙ୍କ ପାଖରେ ଜିଲ୍ଲାପାଳ ବିଶାଲ ସିଂ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନେଇ କଳସ ସୋଭାଯାତ୍ରାକୁ ଉଦଘାଟିତ କରିଥିଲେ । ଏହି ଅବସରର ରାଜ୍ୟ!-->…
ନିଯୁକ୍ତି ନାଁରେ ଠକେଇ କରୁଥିବା ମାଷ୍ଟର ମାଇଣ୍ଡ ଆଇଟି ଇଞ୍ଜିନିୟର ଗିରଫ
ଭୁବନେଶ୍ବର: ନିଯୁକ୍ତି ନାଁରେ ଠକେଇ କରୁଥିବା ରାକେଟର ମାଷ୍ଟରମାଇଣ୍ଡ ଗିରଫ। ଅଭିଯୁକ୍ତ ଅର୍ପିତ ପଞ୍ଚଲକୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ପେଶାରେ ଆଇଟି ଇଞ୍ଜିନିୟର ଥିବା ଅର୍ପିତ ଭାରତର ସବୁଠାରୁ ବଡ଼!-->…
ଫୁଲବାଣୀ ବିଧାୟକଙ୍କୁ ବିଭିନ୍ନ ସମସ୍ୟା ନେଇ ଭେଟିଲେ ବସ୍ତି ବାସିନ୍ଦା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୈାରପରିଷଦ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତା ବସ୍ତିର ବିଭିନ୍ନ ସମସ୍ୟା ନେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମହୋଦୟ ଙ୍କୁ ଲିଖିତ ଅଭିଯୋଗ ଓ ଅବଗତ କରାଇଛନ୍ତି । କନ୍ଧମାଳ ଜିଲ୍ଲା!-->!-->!-->…
ସିଲକ୍ ସିଟି ଫେଷ୍ଟ ନା ଶାସକ ଦଳର ମହୋତ୍ସବ ?
ବ୍ରହ୍ମପୁର : କଳା ଓ ସଂସ୍କୃତିର ଜିଲ୍ଲା ଗଞ୍ଜାମ । ସ୍ଥାନୀୟ କଳାକାରଙ୍କୁ ମଂଚ଼ରେ ସୁଯୋଗ ଦେବା ସହ ଜିଲ୍ଲାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିବା ପାଇଁ ବିଭିନ୍ନ ମହୋତ୍ସବର ଆବଶ୍ୟକତା ରହିଛି । କେବଳ କଳାକାରଙ୍କୁ ନୁହେଁ ବରଂ ଜନସାଧାରଣଙ୍କ ମନୋରଞ୍ଜନ ସକାଶେ ମଧ୍ୟ!-->…
ଜମିବାଡିକୁ କେନ୍ଦ୍ର କରି ଫୁଟିଲା ଗୁଳି: ଘରେ ପଶି ମାରପିଟ୍ କଲେ ଦୁର୍ବୃତ୍ତ
ବଲାଙ୍ଗିର : ଜମିବାଡିକୁ କେନ୍ଦ୍ର କରି ଫୁଟିଲା ଗୁଳି । ବଲାଙ୍ଗିର ସଦର ଥାନା ସଦାଇପାଲି ଗାଁରେ ଜମିବାଡି ଘଟଣାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଲମ୍ବୋଦର ସାଏଙ୍କ ଘରେ ପଶି ଜମି ମାଫିଆ ମାରପିଟ୍ କରିବା ସହ ଗୁଳିମାଡ କରିଥିବା ସୂଚନା ମିଳିଛି ।
କାହା ଦେହରେ ଗୁଳି ବାଜିନାହିଁ।!-->!-->!-->…
ବଚସାକୁ ନେଇ ହୋଟେଲ କର୍ମଚାରୀଙ୍କୁ ଗୁଳିମାଡ଼
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳା ଅଞ୍ଚଳରେ ଥିବା ଓଁକାର ହଟେଲ ହୋଟେଲ କର୍ମଚାରୀକୁ ଗୁଳିମାଡ଼। ବିଳମ୍ବିତ ରାତିରେ ଦୁର୍ବୃତ୍ତ ଓ ତାଙ୍କ ଚାରିଜଣ ସାଥି ପୁରୀରୁ ଫେରିବା ସମୟରେ ହୋଟେଲ ମଧ୍ୟରେ ଖାଇବା ପରେ ପେମେଂଟ ଦେବା ସମୟରେ ଦୁର୍ବୃତ୍ତ ଓ କର୍ମଚାରୀ!-->…
ଧୁମଧାମରେ ପାଳିତ ହେଲା ମକର ସଂକ୍ରାନ୍ତି ପର୍ବ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ମଠ ମନ୍ଦିର ଓ ଦେବା ଳ ୟା ମାନଙ୍କରେ ମକର ସଂକ୍ରାନ୍ତି ଧୂମଧାମ ରେ ପାଳିତ ହୋଇଛି । ଚଳିତ ବର୍ଷ ମନ୍ଦିର ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଲୁ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ!-->…
ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ…
ରାଜନଗର : ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା । କୁମ୍ଭୀର ଗଣନା ପାଇଁ ଗତ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ଆଜି ସକାଳ ୭ଟା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି।!-->…
ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର
ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବିଧାୟକଙ୍କ ଗାଡିକୁ ପଛ ପଟୁ ପିଟିଥିବା ବାଇକ ଚାଳକ ଗୁରୁତର ଭାବେ ଆହତ। ଏଭଳି ଘଟଣା ଘଟିଛି ଗତକାଲି ରାତିରେ ୧୬ନଂ ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ।
ସୂଚନା ମୁତାବକ ଗତକାଲି ରାତିରେ!-->!-->!-->…