Sign in
Sign in
Recover your password.
A password will be e-mailed to you.
କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଷ୍ଟ୍ରବେରୀ ଚାଷ ପରିଦର୍ଶନ…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ର କୁଟି ବାରି ଗାଁ ରେ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ଵାରା ନୂତନ ଭାବରେ କରାଯାଇଥିବା ଷ୍ଟ୍ରବେରି ଚାଷ କୁ କନ୍ଧମାଳ ଜିଲ୍ଲା ପାଳ ଆଶିଷ ଇଶ୍ଵର ପାଟିଲ ପରିଦର୍ଶନ କରିଛନ୍ତି l ଏହି ଚାଷ ଫିରିଙ୍ଗିଆ ବ୍ଲକ ରେ ପ୍ରଥମ ହୋଇଥିବା!-->…
ଦୁଇ ବରାହ ଶିକାରୀ ଗିରଫ
ଫୁଲବାଣୀ : ଦୁଇ ବାରହା ଶିକାରୀ ଗିରଫ । କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜରେ ଦନ୍ତା ହାତୀ ମୃତ୍ୟୁ ଘଟଣା ନେଇ ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ । ଦୁଇ ଶିକାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ଗଙ୍ଗାଧର ବିଶୋଇ, ରାଇକିଆ!-->…
ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଢ଼ିଙ୍କିଆ ଚାରିଦେଶ ସଂହତି ଦିବସ ପାଳନ…
ବ୍ରହ୍ମପୁର : ଗତ ଜାନୁଆରୀ ୧୪, ୨୦୨୨ରେ ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆରେ ସ୍ଥାନୀୟ ଜନସାଧାରଣ ନିଜର ଜୀବନ- ଜିବିକା ତଥା ଭିଟାମାଟି ର ସୁରକ୍ଷା ପାଇଁ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ନିଜ ନିଜର ପାନ ବରଜକୁ ଯାଉଥିବାବେଳେ ଓଡ଼ିଶା ପୋଲିସ୍!-->…
ସଡ଼କ ସୁରକ୍ଷା ଜୀବନ ସୁରକ୍ଷା ସଚେତନା କାର୍ଯ୍ୟକ୍ରମ
ଉମରକୋଟ : ଆଜି ନବରଙ୍ଗପୁର ପୋଲିସ ସୌଜନ୍ୟରେ ରାଇଘର ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା, ଏସଆଇ ମନୋରଞ୍ଜନ ବେହେରା ଓ ଏସ ଆଇ ବୀନ୍ଦ୍ର କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ବିଏସ ଯବାନ ଓ ରାଇଘର ପେଣ୍ଡ୍ରାଣୀ କଲେଜର ଛାତ୍ରଛାତ୍ରୀ ମାନେ ''ସଡ଼କ ସୁରକ୍ଷା ଜୀବନ ସୁରକ୍ଷା''!-->…
ଫିରିଙ୍ଗିଆର ବହୁ ଚର୍ଚ୍ଚିତ ନାବାଳିକା ଅପହରଣ ମାମଲା : ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ଆକାଶ ଦିଗାଲ ଗିରଫ…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଘଟିଥିବା ବହୁ ଚର୍ଚିତ ଦୁଇ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଫିରିଙ୍ଗିଆ ପୋଲିସ କୁ ମିଳିଛି ବଡ଼ ସଫଳତା । ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ଆକାଶ ଦିଗାଲ ଗିରଫ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କାଳିଆ ଓରଫ ଆକାଶ!-->…
ବିଶ୍ୱକର୍ମା ସମାଜର ବନ୍ଧୁ ମିଳନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଶ୍ୱକର୍ମା ସମାଜର ବନ୍ଧୁ ମିଳନ ସ୍ଥାନୀୟ ବୃଦ୍ଧାଶ୍ରମ ନିକଟ ଶାଳବନ ସାଲୁଁକି ନଦୀ କୁଳରେ ଅନୁଷ୍ଠିତ ହୋଇଯାଇଛି l ଫୁଲବାଣୀ ପୌର ପରିଷଦ ଅଧୀନ ରେ ବାସ କରୁଥିବା ପ୍ରାୟ ୬୦ ଘର ବିଶ୍ୱକର୍ମା ପରିବାର ର ୧୩୬ ଜଣ ଛୋଟ ବଡ଼ ଭାଇ ଭଉଣୀ ଯୋଗଦେଇଥିଲେ l!-->…
ଗ୍ରୀଡ ସବସେଷ୍ଟନ ଉଦଘାଟନ ପୂର୍ବରୁ ବିବାଦ”ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ ବିଦ୍ୟୁତ ବିଭାଗ…
ମାଲକାନଗିରି ୧୬/୧ ମାଲକାନଗିରି ଜିଲ୍ଲା କାଲିମେଳା ର ଗ୍ରୀଡ ସବସେଷ୍ଟନ ଆଜି ଉଦଘାଟନ ହେଉଥିବା ବେଳେ ଗ୍ରୀଡ ସବସେଷ୍ଟନ ହୋଇଥିବା ଜଗାରେ କେତେକ ଲୋକଙ୍କ ଜଙ୍ଗଲ ଜମି ମାଲିକାନାରେ ଥିଲା ଏବଂ ଜମିର ସ୍ୱତ୍ୱ ମଧ୍ୟ ସେମାନେ ଭରିଥିବା କହିଛନ୍ତି । ବର୍ତ୍ତମାନ ସେହି ଜମିରେ ଗ୍ରୀଡ ସବଷ୍ଟେସନ!-->!-->!-->…
ସରକାରୀ ଯୋଜନା ଏଠି ଧର୍ମକୁ ଆଖି ଠାର : ଭଙ୍ଗା ଦଦରା ଘରେ ବିତୁଛି ଜୀବନ…
ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୁରୁପଡା ଗାଁ ର ବନିତା ଦିଗାଲ ଦିର୍ଘ ବର୍ଷ ରୁ ଭଙ୍ଗା ଦଦରା ଘର ହିଁ ଭରଷା । ସ୍ବାମୀ ରାଜେଶ ଦିଗାଲ ଦିନ ମଜୁରିଆ ଯାଇ ପରିବାର ପୋଷଣ କରୁଛନ୍ତି । ପରିବାରରେ ରହୁଛନ୍ତି ପାଞ୍ଚ ଜଣ ସଦସ୍ୟ ଏହି ଝାଟିମାଟି କୁଡ଼ିଆରେ ରହି!-->…
କନ୍ଧମାଳ ଦଳ, ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେବାକୁ ମହୀଶୂର ଅଭିମୁଖେ ଯାତ୍ରା…
ଫୁଲବାଣୀ :- ୧୪ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେବା ନିମନ୍ତେ କନ୍ଧମାଳ ଦଳ, ମହୀଶୂର (କର୍ଣ୍ଣାଟକ) ଅଭିମୁଖେ ଯାତ୍ରା ୧୫/୦୧/୨୦୨୩ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ସି ଆର ପି ଏଫ୍ ବାଲିଗୁଡାର ମିଳିତ ଆନୁକୁଲ୍ୟରେ ଫୁଲବାଣୀ ସହରର ସ୍ଥାନୀୟ ସାମ୍ବାଦିକ ଭବନ!-->!-->!-->…
ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ, ଠକେଇ ଫାସରେ ଗଣମାଧ୍ୟମ ପ୍ରତିନିଧି ସଞ୍ଜିତ୍ ବାରିକ…
କେନ୍ଦୁଝର : ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ, ତାଙ୍କଠାରୁ ୧୯ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଯୋଡ଼ାର ଗଣମାଧ୍ୟମ ପ୍ରତିନିଧି ସଞ୍ଜିତ୍ ବାରିକଙ୍କୁ ଗିରଫ କଲା ଯୋଡ଼ା ଥାନା ପୋଲିସ । ଏହାପରେ ସଞ୍ଜିତଙ୍କୁ ୪୯୮ (କ), ୩୨୩, ୩୧୩,୫୦୬ ଓ!-->!-->!-->…