Sign in
Sign in
Recover your password.
A password will be e-mailed to you.
ହକି ବିଶ୍ବକପ୍: ୨-୧ ଗୋଲ୍ରେ ଜାପାନ୍କୁ ହରାଇଲା କୋରିଆ…
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍ର ଅନ୍ୟ ଏକ ଲିଗ୍ ମ୍ୟାଚ୍ରେ ମଙ୍ଗଳବାର କୋରିଆ ୨-୧ ଗୋଲ୍ରେ ଜାପାନକୁ ହରାଇଛି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଭୟ ଦଳର ଖେଳାଳି ଭଲ ଖେଳିଛନ୍ତି।
ପ୍ରଥମ କ୍ବାର୍ଟରରେ ଉଭୟ କୋରିଆ ଓ ଜାପାନ ଗୋଲ୍ ଦେଇଥିଲେ।!-->!-->!-->…
ମୁଁ ତାଙ୍କୁ ଦେଖା କରି ଆଲିଙ୍ଗନ କରିପାରିବି, କିନ୍ତୁ…; ବରୁଣ କଂଗ୍ରେସରେ ଯୋଗ ଦେବା ପ୍ରଶ୍ନର ଉତ୍ତର ରଖିଲେ ରାହୁଲ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ଦିନ ପଞ୍ଜାବର ହୋଶିଆରପୁରରେ ପହଞ୍ଚିଛି। ଏଠାରେ ପହଞ୍ଚିବା ପରେ ସେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଯେତେବେଳେ ରାହୁଲଙ୍କୁ, ବରୁଣ ଗାନ୍ଧୀ କଂଗ୍ରେସରେ ପ୍ରବେଶ କରିବା ବିଷୟରେ ପ୍ରଶ୍ନ ପଚରାଗଲା,!-->…
କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ…
ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ପୁଣି ଝଟକା ଲାଗିଛି। ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ନାୟକ ନିଜର ଇସ୍ତଫାପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ, ଓଡ଼ିଶା ପାଇଁ!-->…
କ୍ଷମତାକୁ ଆସିଲେ ବର୍ଷକୁ ମହିଳାଙ୍କ ଆକାଉଣ୍ଟକୁ ଯିବ ୨୪ ହଜାର ଟଙ୍କା: ପ୍ରିୟଙ୍କା ଗାନ୍ଧୀ…
ବାଙ୍ଗାଲୋର: ଚଳିତବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ କର୍ଣ୍ଣାଟକରେ ବିଜେପିକୁ ହଟାଇ ପୁଣି କ୍ଷମତାକୁ ଫେରିବାକୁ କଂଗ୍ରେସ ଯୋଜନା ଆରମ୍ଭ କରିଦେଇଛି | ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକରେ କଂଗ୍ରେସ ସପକ୍ଷରେ ଜନମତ ସଂଗ୍ରହ ପାଇଁ କଂଗ୍ରେସର ମହାସଚିବ ପ୍ରିୟଙ୍କା!-->…
ଚୀନ୍ ଭାରତ ସୀମାରେ କରୁଛି ଡ୍ୟାମ୍; ଜଳସଙ୍କଟ ଓ ବନ୍ୟାର ଶିକାର ହେବେ ଅରୁଣାଚଳ, ଆସାମ
ନୂଆଦିଲ୍ଲୀ: ଚୀନ୍ ୟାର୍ଲୁଙ୍ଗ ସାଙ୍ଗପୋ ନଦୀ ଉପରେ ୬୦,୦୦୦ ମେଗାଓ୍ଵାଟ୍ ବିଦ୍ୟୁତ ଉତ୍ପାଦନ ଲାଗି ଏକ ଡ୍ୟାମ୍ ନିର୍ମାଣ କରୁଛି। ଚୀନ୍ର ଏହି ନିର୍ମାଣାଧୀନ ଡ୍ୟାମ୍ ମେଡଗ୍ ସୀମାରେ ଅବସ୍ଥିତ ଯାହା କି ଅରୁଣାଚଳ ପ୍ରଦେଶର ନିକଟବର୍ତ୍ତୀ ବୋଲି ଶକ୍ତି ମନ୍ତ୍ରାଳୟର ସୂତ୍ରରୁ!-->…
ଅବଦୁଲ ରେହମାନ ବିଶ୍ୱ ଆତଙ୍କବାଦୀ ଘୋଷିତ…
ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ପାକିସ୍ତାନୀ ଆତଙ୍କବାଦୀ ହାପିଜ ସଇଦର ଭିଣେଇ ଅବଦୁଲ ରେହମାନ ମକ୍କି ବିଶ୍ୱ ଆତଙ୍କବାଦୀ ଘୋଷିତ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ତାକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି। ମାକ୍କି ହେଉଛନ୍ତି ଲସ୍କର–ଇ–ତୋଇବା ତଥା!-->…
ପାକିସ୍ତାନ ଶିକ୍ଷା ପାଇ ସାରିଛି; ଭାରତ ସହ ଆଲୋଚନା ପାଇଁ ଶରିଫଙ୍କ ପ୍ରସ୍ତାବ…
ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ କରୁଥିବା ପାକିସ୍ତାନ ଏବେ ଭାରତ ସହ ମୁକ୍ତ ଓ ସ୍ୱଚ୍ଛ ଆଲୋଚନା କରିବାକୁ ଚାହୁଁଛି। ପୂର୍ବ ଭୁଲରୁ ପାକିସ୍ତାନ ଉଚିତ ଶିକ୍ଷା ପାଇ ସାରିଛି। ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ପାକିସ୍ତାନ ଆଲୋଚନା!-->…
କ୍ଷମତା ଯୁଦ୍ଧ: ଉପ ରାଜ୍ୟପାଳ କିଏ ବୋଲି ପ୍ରଶ୍ନ କଲେ କେଜ୍ରିୱାଲ…
ନୂଆଦିଲ୍ଲୀ: ଲୋକଙ୍କ ଦ୍ୱାରା ନିର୍ବାଚିତ ଦିଲ୍ଲୀର ଆପ୍ ସରକାର ଓ କେନ୍ଦ୍ର ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବିଭିନ୍ନ କାମରେ ଦିଲ୍ଲୀ ଉପ ରାଜ୍ୟପାଳ ହସ୍ତକ୍ଷେପ କରୁଥିବାରୁ ନିର୍ବାଚିତ ସରକାର ଠିକ୍ ଭାବେ!-->…
ବୟସ୍କ ବ୍ୟକ୍ତିଙ୍କୁ ସ୍କୁଟି ଦ୍ୱାରା ଘୋଷାଡ଼ିଲେ ଯୁବକ, ଭିଡିଓ ଭାଇରାଲ…
ବେଙ୍ଗାଲୁରୁ: ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଭିଡିଓ। ସ୍କୁଟି ଦ୍ୱାରା ଜଣେ ବୟସ୍କ ବ୍ୟକ୍ତିଙ୍କୁ ବେଶ କିଛି ବାଟ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି ଜଣେ ଯୁବକ। କର୍ଣ୍ଣାଟକାର ବେଙ୍ଗାଲୁରୁ ଅନ୍ତର୍ଗତ ମାଗାଡି ରାସ୍ତାରେ ଏପରି ଘଟଣା ଘଟିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।!-->…
DL ପାଇଁ ଆସନ୍ତା ୨୬ରୁ ଅନ୍ଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ…
କଟକ: ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ବାଧ୍ୟତାମୂଳକ ହେବ ଅନ୍ଲାଇନ୍ ଡାକ୍ତରୀ ପ୍ରମାଣପତ୍ର। ୪୦ ବର୍ଷ ବୟସରୁ ଅଧିକ ଆବେଦନକାରୀଙ୍କ ପାଇଁ ଏହି ନିୟମ ଲାଗୁହେବ। ତେବେ ନୂତନ DL ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ। ବର୍ତ୍ତମାନ!-->…