୨୦୧୮ରୁ ୨୦୨୨ ମଧ୍ୟରେ ‘ବିଜେପି’ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ର ୫୭% ହାସଲ କରିଥିବା ବେଳେ କଂଗ୍ରେସ ପାଇଛି ୧୦%…

ନୂଆଦିଲ୍ଲୀ: ମାର୍ଚ ୨୦୧୮ ଏବଂ ୨୦୨୨ ମଧ୍ୟରେ ସମୁଦାୟ ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌ର ଅଧାରୁ ଅଧିକ ‘ବିଜେପି’ ହାସଲ କରିଥିବା କଥା ନିର୍ବାଚନ କମିସନ୍‌ ଡାଟାରୁ ଜଣାପଡ଼ିଛି।‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ ହେଉଛି ଏକ ବିବାଦୀୟ ଅର୍ଥନୈତିକ ମାଧ୍ୟମ ଯାହାଦ୍ବାରା କମ୍ପାନି ସବୁ ନିଜ ନିଜର ପରିଚୟ

ହ୍ୟୁମାନ ସାଗରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ…

କଟକ: ପୁଣି ଥରେ ବିବାଦ ଘେରରେ ଫସିଛନ୍ତି ଓଲିଉଡର ଆଗ ଧାଡ଼ିର ଗାୟକ ହ୍ୟୁମାନ ସାଗର। ଏଥର ହ୍ୟୁମାନ ସାଗରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବେଳେ ଏଥିରେ ଅତିଷ୍ଠ ହୋଇ ତାଙ୍କ ପତ୍ନୀ ମହିଳା ଥାନାର ଦ୍ୱାରସ୍ଥ

ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ

କିବ୍: ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ। ୟୁକ୍ରେନର ରାଜଧାନୀ କିବ୍ ବାହାରେ ଥିବା ଏକ କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ଦୁଇ ଶିଶୁ ଏବଂ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଘଟିଛି।ସ୍ଥାନୀୟ ପୁଲିସର

ହକି ବିଶ୍ୱକପ୍‌ରେ ଟିକେଟ୍‌ କଳାବଜାରୀ, ବନ୍ଧା ହେଲେ ୫ ଜଣ…

ଭୁବନେଶ୍ୱର: ଏବେ ସମଗ୍ର ରାଜ୍ୟରେ ହକି ଫିଭର। ଭାରତ ଖେଳୁଥିବା ମ୍ୟାଚର ଟିକେଟ ପାଇବାକୁ ପ୍ରବଳ ପ୍ରତିଯୋଗିତା । ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ। ଏପରି ସୁଯୋଗରେ ଅନଲାଇନ୍‌ରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେଉଥିବା ୫ ଜଣଙ୍କୁ ବାନ୍ଧିଛି ଶହୀଦ ନଗର ଥାନା ପୁଲିସ୍‌।

ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କଲେ ଖଲିସ୍ତାନୀ, ସପ୍ତାହକ ମଧ୍ୟରେ ୨ୟ ଘଟଣା…

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ କ୍ରମାଗତଭାବେ ହିନ୍ଦୁ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ସୋମବାରଦିନ କାରମ ଡନସଠାରେ ଥିବା ଶିବବିଷ୍ଣ ମନ୍ଦିରରେ ଖଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜା କରିବା ସହ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖିଥିଲେ । ଗତ ଏକ

ତ୍ରିପୁରା : ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ବିଜେପି-କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ

ଅଗରତାଲା : ବୁଧବାରଦିନ ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ତେବେ ତାରିଖ ଘୋଷଣାର ଅଳ୍ପ କିଛି ସମୟ ପରେ ହିଁ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି ।ମିଳିଥିବା ସୂଚନା ଅନୁସାରେ, ବୁଧବାର

ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା । କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ସବୁ ଜିଲ୍ଲାକୁ ଟିକା ଦିଆଯାଇଛି। ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ତୁରନ୍ତ ଆକ୍ସନ ପ୍ଲାନ୍‌ ଲାଗୁ ପାଇଁ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା । ହାତୀଙ୍କୁ ସୁରକ୍ଷା ଦେବା ପାଇ ତୁରନ୍ତ ଆକ୍ସନ ପ୍ଲାନ୍‌ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଏଣ୍ଟ ଟାକ୍ସ ଫୋର୍ସ ପ୍ରସ୍ତୁତ କରିଛି ଏହି ଆକ୍ସନ ପ୍ଲାନ୍‌ । ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍‌ । ଏହି

ଡବ୍ଲ୍ୟୁଏଫଆଇ ସଭାପତି ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ଷ୍ଟାର ରେସଲର ଭିିନେଶ ଫୋଗାଟ

ନୂଆଦିଲ୍ଲୀ: ଷ୍ଟାର ରେସଲର ଭିିନେଶ ଫୋଗାଟ ବୁଧବାର ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣି ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ କରିଛନ୍ତି।ଭିିନେଶ ଫୋଗାଟ ମଧ୍ୟ ଅଭିଯୋଗ କରିଛନ୍ତି

ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ କାହ୍ନା…

ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ତା ନାଁ କାହ୍ନା ଓରଫ୍‌ କୃଷ୍ଣଚନ୍ଦ୍ର ମଲ୍ଲିକ । ଘର କଟକ ଜିଲ୍ଲା ବାଙ୍କିର ପଦନପୁରରେ । ଆଉ ଜଣେ ଅଭିଯୁକ୍ତକୁ ଖୋଜୁଛି ଜିଆରପି । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ