ଥାନାରେ ହାଜର ହେଲେ ହ୍ୟୁମାନ ସାଗର ଓ ପତ୍ନୀ, ସାଂଘାତିକ ଅଭିଯୋଗ କଲେ ଶ୍ୱଶୁର…

କଟକ : ପୁଣି ଥରେ ପଦାରେ ପଡ଼ିଲା ଷ୍ଟାର କଳି। ମୀମାଂସା ପାଇଁ ଉଭୟ ପକ୍ଷ ଥାନାରେ ପହଞ୍ଚିଲେ। ଓଲିଉଡର ଆଗ ଧାଡ଼ିର ସିଙ୍ଗର ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଲାଗିଥିବା କଳହ ଏବେ ଥାନାରେ ପହଞ୍ଚିଛି। ପୁଲିସ୍‌ଠାରୁ ସମନ ପାଇ ମୀମାଂସା ନିମନ୍ତେ ଆଜି କଟକ ମହିଳା ଥାନାରେ ପହଞ୍ଚିଛନ୍ତି

ପାକିସ୍ତାନ ଡ୍ରୋନ୍‌ରୁ ପଞ୍ଜାବରେ ପଡ଼ିଲା ଚାଇନା ନିର୍ମିତ ଅସ୍ତ୍ରଶସ୍ତ୍ର…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଛି ପାକିସ୍ତାନ। ଏଥିପାଇଁ ପାକିସ୍ତାନ ଡ୍ରୋନ ଦ୍ୱାରା ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇଛି। ପ୍ରଥମ ଦଫାରେ ପାକିସ୍ତାନ ଡ୍ରୋନରେ ଆସିଥିବା ଅସ୍ତ୍ରଶସ୍ତ୍ର ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ପକାଇ ଯାଇଛି। ତେବେ

ଇସ୍ତଫା ଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଇସ୍ତଫା ଦେବାକୁ ଘୋଷଣା କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ। ଆସନ୍ତା ମାସରେ ସେ ଇସ୍ତଫା ଦେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ଲେବର୍ ପାର୍ଟିର ସଦସ୍ୟମାନଙ୍କ ବୈଠକରେ ସେ କହିଛନ୍ତି, ମୋର ଇସ୍ତଫା ଦେବା ସମୟ ଆସିଯାଇଛି। ଆଉ ଚାରି ବର୍ଷ

ଗୁଜରାଟ ଦଙ୍ଗାକୁ ନେଇ ମୋଦିଙ୍କ ଉପରେ ବିବିସିର ଡକ୍ୟୁମେଣ୍ଟାରୀ, ଆପତ୍ତି ଉଠାଇଲା କେନ୍ଦ୍ର..

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ଓ ଅନ୍ୟାନ୍ୟ ବିଷୟବସ୍ତୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ତିଆରି କରିଥିବା ଗୋଟିଏ ଡକ୍ୟୁମେଣ୍ଟାରୀକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି କେନ୍ଦ୍ର ସରକାର। ବିବିସିର ଉକ୍ତ ସିରିଜ୍‌କୁ ଅପପ୍ରଚାରର ଗୋଟିଏ ଅଂଶ ଓ ଏହା ଉପରେ ଆଲୋଚନା

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଘୋଷାଡି ନେଲା କାର୍‌…

ନୂଆଦିଲ୍ଲୀ : ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲେୱାଲଙ୍କ ସହ ଦୁର୍ବ୍ୟବହାର। ୧୫ ମିଟର୍ ଯାଏଁ ତାଙ୍କୁ ଘୋଷାଡି ନେଲା କାର୍। ଆଜି ଭୋରୁ ଏମ୍ସ ହସ୍ପିଟାଲର ଗେଟ୍ ନମ୍ବର-୨ର ବିପରୀତ ପାଶ୍ୱର୍ରେ ଏହି ଘଟଣା ଘଟିଥିବା ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଲିଖିତ ଅଭିଯୋଗ କରିଛନ୍ତି।

କିଶୋର କିଶୋରୀ ମେଳା ଅନୁଷ୍ଠିତ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ଠାରେ କିଶୋର କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଶିଶୁବିକାଶ ଯୋଜନା ଆନୁକୁଲ୍ୟରେ ଓ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ହରପ୍ରିୟା ମେହେରଙ୍କ ତ୍ବତ୍ବାବଧାନରେ ୧୫ ବର୍ଷରୁ ୧୯ ବର୍ଷ ର କିଶୋର କିଶୋରୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ

ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁନେଲି ମୃତ୍ୟୁର ୭ଦିନପରେ ଚିନ୍ତାରେ ବାପର ମୃତ୍ୟୁ…

ଦାରିଙ୍ଗବାଡ଼ି, ୧୯/୦୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ଗ୍ରାମ ପଂଚାୟତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଯାହାକି ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଡୁଥିବା ଝିଅ ସୁନେଲି ମାଝୀର ମୃତ୍ୟୁରେ ଭାଙ୍ଗି ପଡି ପ୍ରାୟ ୭ ଦିନ ଭିତରେ ବାପା କୁଟିସା

ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା ଅଭିଯୋଗ : ଦୁଇ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ନୁଆଁଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମର ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଖବର ହସ୍ତଗତ ହୋଇଛି। ବ୍ରହ୍ମପୁର ପୋଲିସ ଥାନା ଅନ୍ତର୍ଗତ କ. ନୁଆଗାଁ ଚୌଧୁରୀ ଟିକରପଡା

ଲଜିଷ୍ଟିକ ଗୋଦାମରୁ ଚୋରି ଘଟଣା : ଚୋରି ସାମଗ୍ରୀ ଉଦ୍ଧାର, ସେଲସ ମ୍ୟାନଙ୍କ ସମେତ ୨ ଗିରଫ…

ବ୍ରହ୍ମପୁର : ଗୋସାଣିନୂଆଗାଁ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଚଳିତ ମାସ ୧୬ ତାରିଖରେ ଖଜୁରିଆ ଜାତୀୟ ରାଜପଥ ସ୍ଥିତ ବଜରଙ୍ଗି କମ୍ପ୍ଲେସ ନିକଟରେ ଥିବା ଏକ ଲଜି​ଷ୍ଟିକ ଗୋଦାମରୁ ୨ ଲକ୍ଷ ୫୦ହଜାର ଟଙ୍କାର ବିଭିନ୍ନ ମୋବାଇଲଚୋରି ଘଟଣାରେ ଆଜି ଗୋସାଣିନୂଆଗାଁ ଥାନା ପୁଲିସ ଦୁଇ

ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ ସହ ମାଡ ଥାନାରେ ଏତଲା

ଫୁଲବାଣୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ହିତାଧିକାରୀଙ୍କ ନା ନଥିବାରୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲମୀ ପଂଚାୟତର ଜଣେ ହିତାଧ୍ୟାକାରୀ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଂଜିତ କହଁରଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଥିଲେ । ପିଇଓ କହଁର ପଂଚାୟତ ରେ ଭତ୍ତା ବାଣ୍ଟୁଥିବା