କୋଣ୍ଡାଦୋରାମାନଙ୍କୁ ତଫସିଲଭୁକ୍ତ ଜନଜାତିରେ ସାମିଲ ପାଇଁ ପ୍ରାରମ୍ଭିକ ତଦନ୍ତ ପ୍ରକିୟାରେ ପଡ଼ିଲା ମୂଳଦୁଆ

ଚିତ୍ରକୋଣ୍ଡା : ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପୂର୍ତ୍ତି ସତ୍ତ୍ଵେ ସୁଦ୍ଧା ଦଶନ୍ଧି ଦଶନ୍ଧି ଧରି ଆଦିବାସୀର ଜୀବନ ଶୈଳୀ , ଜୀବନ ଜୀବିକା ପାଇଁ ସଂଘର୍ଷ ସ୍ଵାଧୀନତା ପୂର୍ବରୁ ଅଦ୍ୟାବଧି ଜାରି ରହିଛି । ଏହି ଧାରାରୁ ବାଦ୍ ପଡ଼ି ନାହାନ୍ତି ଆଦିମ ଅଧିବାସୀ ବହୁଳ ଉପାନ୍ତ ମାଲକାନଗିରି

ଧାନ ଅମଳ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ…

ହିଞ୍ଜିଳିକାଟୁ ୧୯।୧ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୯ କଡ ସାରୁ ଗ୍ରାମ ଛକ ଓ ସମରଝୋଳ ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ପାଖ ଜମିରେ ଗୁରୁବାର ଏକ ଧାନ ଅମଳ ଟ୍ରାକ୍ଟର ଓଲଟି ପଡ଼ିବାରୁ ଏଥିରେ ବସିଥିବା ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣକ ହେଲେ

ଡିଣ୍ଡିରାଗାଁ ଗ୍ରାମ ପଂଚାୟତରେ (ଦ୍ଵିତୀୟ )ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଡିଣ୍ଡିରାଗାଁ ଗ୍ରାମ ପଂଚାୟତ ର ସଭାଗୃହ ରେ ଆଜି ସରପଞ୍ଚ ରଂଜିତା ମଲ୍ଲିକ ଙ୍କ ସଭାପତିତ୍ୱ ରେ ଆଜି ସ୍ୱତନ୍ତ୍ର ଗ୍ରାମସଭା (ଦ୍ଵିତୀୟ )ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝୁଲିଲତା

ଜାତୀୟ ଯୁବସପ୍ତାହ ଉଦଯାପିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ପଞ୍ଚାୟତର ଶ୍ରୀଦେବୀ ହାଇ ସ୍କୁଲ୍ ବିଶିପଡ଼ା ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଯୁବ ସପ୍ତାହ ଉଦଯାପିତ ହୋଇଯାଇ ଅଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ଶ୍ରୀଦେବୀ ହାଇ ସ୍କୁଲର ପ୍ରଧାନ

ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା…

ଛତ୍ରପୁର : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଅହିଂସା ଓ ଭାରତୀୟ ଆଦର୍ଶ, ମଧ୍ୟ ଇରାଜୀ

ଟିପିଏସ୍‌ଓଡ଼ିଏଲ୍‌ରେ କାର୍ଯ୍ୟରତ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଓ ଶୋଷଣ ନେଇ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର : ଟିପିଏସ୍‌ଓଡ଼ିଏଲ୍‌ରେ କାର୍ଯ୍ୟରତ ମହିଳା ଯୌନ ନିର୍ଯ୍ୟାତନା ଓ ଶୋଷଣ ଶୀକାର ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ମହିଳାଙ୍କୁ ସମର୍ଥନ କରି ଓଡ଼ିଶା ରାଜ୍ୟ ଇଲେଟ୍ରିକ୍ ବୋର୍ଡ଼ ଶ୍ରମିକ ମହାସଂଘ ପକ୍ଷରୁ ଆଜି ଟିପିଏସ୍‌ଓଡ଼ିଏଲ୍‌ରେ ମୁଖ୍ୟ କାର୍ଯ୍ୟାଳୟ

ମହିମା ଦିଗଦର୍ଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ..

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଆଙ୍କୁଲି, ମନ୍ଦରଡା ପଞ୍ଚାୟତ ର ଆଦିବାସୀ, ହରିଜନ ଓ ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ମହିମା ଦିଗଦର୍ଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା। ମହିମା ଦିଗଦର୍ଶନ ଚାରିଟେବୁଲ ଟ୍ରଷ୍ଟ ସଭାପତି ସାଧୁ ସୁଦର୍ଶନ ଦାସ ଙ୍କ

ରାଜଶ୍ରୀଙ୍କ ମୃତ୍ୟୁରେ ଓସିଏ ନିରବ…

କଟକ : କ୍ରିକେଟର ହେବାର ସ୍ବପ୍ନ ନେଇ କଟକ ଆସଥିବା ରାଜଶ୍ରୀ ସବୁଦିନ ପାଇଁ ଆଖି ବୁଜିଦେଲେ। ଓସିଏ ଚୟନ କମିଟି ଦ୍ବାରା ନିରାଶ ହୋଇ ଦଳରେ ସ୍ଥାନ ମିଳିନଥିବାରୁ ସେ ଜୀବନ ହାରିଦେଲେ। ସେପଟେ ରାଜଶ୍ରୀଙ୍କ ଆତ୍ମହତ୍ୟାକୁ ପରିବାର ଲୋକ ସହଜରେ ଗ୍ରହଣ କରି ପାରିନାହାନ୍ତି। ସେମାନେ ଏହାକୁ

୩ ଦିନ ଘନ କୁହୁଡ଼ି, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ବୁଧବାର ଦିନ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷ‌ା ହୋଇଛି। ସେହିଭଳି ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ‌ବେଳେ ଖୋର୍ଧାରେ ୭୦ ମିଟର, କଟକରେ ୯୦ ମିଟର, ଅନୁଗୁଳ ଓ ଫୁଲବାଣୀରେ ୧୦୦ ମିଟର

ଚର୍ଚ୍ଚାରେ ଆଦିବାସୀ କଲେଜ ଛାତ୍ର ଆଶିଷ, ୟୁଟ୍ୟୁବ୍‌ରୁ ମାସକୁ ରୋଜଗାର ୫୦ ହଜାର

ବାରିପଦା: ଘରର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ। ଦୁଇ ପୁଅଙ୍କୁ ଅଧିକ ପାଠ ପଠାଇବା ବାପା ମା’ଙ୍କ ପକ୍ଷେ କଷ୍ଟକର ବ୍ୟାପାର ଥିଲା। ତେବେ ଘରର ବଡ଼ପୁଅ ହିସାବରେ ଅଳ୍ପ ବହୁତ ରୋଜଗାର କରିବାକୁ ମନସ୍ଥ କଲେ ଆଶିଷ। ମ୍ୟୁଜିକ୍‌ ଭିଡିଓ ଏଡିଟିଂ ପ୍ରତି ଆଗ୍ରହ ଥିବାରୁ ୟୁଟ୍ୟୁବ୍‌ରୁ ଏହାର