Sign in
Sign in
Recover your password.
A password will be e-mailed to you.
ନେତାଜୀ ସାରସ୍ୱତ ମଞ୍ଚର ସାରସ୍ୱତ ସମାରୋହ
ଏକନିଷ୍ଠ ସାଧନା ଦ୍ୱାରା ଲେଖକୀୟ ସର୍ଜନଶୀଳତା ଶୀର୍ଷକୁ ଛୁଇଁ ପାରିବ : ଉତ୍ତମା ଜେନା
ବ୍ରହ୍ମପୁର : ଦୈବଦତ୍ତ ଐଶୀ ପ୍ରତିଭା ସହିତ ସାଧନାର ସମନ୍ୱୟ ଘଟିଲେ ସାରସ୍ୱତ ସୃଷ୍ଟି ସାର୍ଥକତା ଲାଭ କରେ ଏବଂ ଏକନିଷ୍ଠ ସାଧନା ଦ୍ୱାରା ଲେଖକୀୟ ସର୍ଜନାଶୀଳତା ଶୀର୍ଷକୁ ଛୁଇଁ ପାରିବ ବୋଲି!-->!-->!-->…
ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ୩ୟ କ୍ଵାଟର ଫାଇନାଲରେ ଅମରନାଥ କ୍ରିକେଟ କ୍ଳବ ଆସିକା ବିଜୟୀ…
ହିଞ୍ଜିଳିକାଟୁ, ୨୩।୧ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ୩ୟ କ୍ବାଟର ଫାଇନାଲ ଦିଵସରେ ଡେଲିସିଅସ କ୍ରିକେଟ କ୍ଳବ ଚେରମାରିଆ ସହ ଅମରନାଥ କ୍ରିକେଟ କ୍ଳବ ଆସିକା ମଧ୍ୟରେ ଖେଳ!-->…
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ ଅନୁଷ୍ଠିତ
ଫୁଲବାଣୀ : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫୁଲବାଣୀ ସହରର ସର୍ବ ପୁରାତନ ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଲ୍ଲୋଳିନୀ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ ତମ!-->…
ଦାରିଙ୍ଗବାଡ଼ି ବ୍ଳକ ଶିକ୍ଷକ ସଂଘର ନିର୍ବାଚନ, ନୂତନ କର୍ମକର୍ତ୍ତା ଚୟନ…
ଦାରିଙ୍ଗବାଡ଼ି,୨୩/୦୧ : ଦାରିଙ୍ଗବାଡ଼ି ବ୍ଳକ ଶିକ୍ଷକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କର୍ମ କର୍ତ୍ତା ଚୟନ କରାଯାଇଛି । ବ୍ଳକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିର୍ବାଚନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଜିଲ୍ଲା!-->…
କିଆମୁଣ୍ଡା ଗ୍ରାମରେ ଚର୍ଚ୍ଚ ଉଦ୍ଘାଟନ…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ଠାରେ ଚର୍ଚ୍ଚ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ । ଏହି ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପୂର୍ବତନ ବିଧାୟକ ଦୁଗୁନି କହଁର ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ଚର୍ଚ୍ଚ ର କର୍ମକର୍ତ୍ତା!-->…
ଉଚ୍ଚ କୋଟିର ପ୍ରଦର୍ଶନ ଯୋଗୁ ବିଶ୍ୱବିଦ୍ୟାଳୟ ତଥା ଜାତୀୟସ୍ତରରେ ସମ୍ମାନୀତ
ଫୁଲବାଣୀ : ଜାତୀୟ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ଟାଇକଣ୍ଡ ପ୍ରତିଯୋଗିତା ପଞ୍ଜାବର ଅମୃତସର ଠାରେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେ ଗତ ତାରିଖ 8.01.2023 ଠାରୁ 12.01.2023 ପର୍ଯ୍ୟନ୍ତ ଅନୁଷ୍ଠତ ହୋଇ ଥିଲା l ଏଥିରେ ସମଗ୍ର ଭାରତ ବର୍ଷର ୨୯ ଟି ରାଜ୍ୟର ୧୬୦ ଟି ବିଶ୍ୱ ବିଦ୍ୟାଳୟରୁ ପ୍ରାୟ!-->…
ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ସାରସ୍ୱତ ସମ୍ମାନ
ଫୁଲବାଣୀ : କଟକର ଶ୍ରୀଚନ୍ଦନ ସାହିତ୍ୟ ଓ ସଂସ୍କୃତି ଏକାଡେମୀ, ରାଉରକେଲାର ଅଗ୍ନି ସ୍ପୁଲିଙ୍ଗ ଓଡିଶା ପୂଜ୍ୟ ପୂଜା ପରିଷଦ ଓ ଚିନ୍ମୟୀ ସାରସ୍ୱତ ସାଂସଦ,କଟକର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାହିତ୍ୟ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବରେ କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡ଼ଃ!-->…
ବିଜେପିର ଚେତାବନୀ ପତ୍ରରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ…
ଭୁବନେଶ୍ୱର: ଆବାସ ଯୋଜନା ତାଲିକା ପ୍ରକାଶକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଏମିତି କରୁ ଥିବା କହିଛନ୍ତି ପ୍ରଦୀପ । ତେବେ ଅନିୟମିତତା କଥା କହୁଥିବା ଲୋକେ କେତେ ଅଭିଯୋଗ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି!-->…
ବରମୁଣ୍ଡା ଟର୍ମିନାଲରେ ହୁ ହୁ ହୋଇ ଜଳାଗଲା ବସ୍…
ଭୁବନେଶ୍ବର: ବସରେ ଲାଗିଲା ନିଆଁ । କିଛି ସମୟ ଭିତରେ ହୁ ହୁ ହୋଇ ଜଳାଗଲା ବସ୍ । ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଏହି ଘଟଣା ଘଟିଛି । ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସରେ ନିଆଁ ଲାଗିଥିଲା ।
ଘଟଣାସ୍ଥଳରେ ନିଆଁ ଲିଭା କାମରେ ଲାଗିଥିଲା ଅଗ୍ନିଶମ ବାହିନୀର ୨ଟି ଟିମ୍ । ତେବେ!-->!-->!-->…
୨୦୨୪ରେ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ…
୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ପରେ ଚର୍ଚ୍ଚା ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।ସେ କହିଛନ୍ତି, ଏ ବାବଦରେ ପାର୍ଟିକୁ ଅନୁରୋଧ କରିଛନ୍ତିି ।
ଏବେ ପ୍ରଶ୍ନ!-->!-->!-->…