ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ଅନୁଷ୍ଠିତ…

ପୁରୀ: ମହାପ୍ରଭୁଙ୍କ ‘ରଥଯାତ୍ରା’ର ଆଦ୍ୟପର୍ବ ରଥକାଠ ଅନୁକୂଳ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ଏହି ପରଂପରା ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥକାଠ ଅନୁକୂଳ ହୋଇଛି। ଗୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଛି। ଏହି କାର୍ଯ୍ୟ କରିଛନ୍ତି

କୁନ୍ଦେଇ ଥାନାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର କୁନ୍ଦେଇ ଏକ ଉପାନ୍ତ ଅଞ୍ଚଳ ଭାବରେ ପରିଗଣିତ l ଆଜି କୁନ୍ଦେଇ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସେଠିଙ୍କ ତତ୍ତ୍ବାବଧାନରେ ଓ ପରିଚାଳନାରେ ୭୪ ତମ ସାଧାରଣତନ୍ତ୍ର ଦିବସ ଆଇଆରବି ଯବାନ ଓ କୁନ୍ଦେଇ ଥାନାର ସମସ୍ତ ପଦାଧିକାରୀ

ରାଜ୍ୟର ୩୪ ଜଣଙ୍କୁ ମିଳିଲା ପୋଲିସ ମେଡାଲ…

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ପୋଲିସ କ୍ଷେତ୍ରରେ

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ପ୍ରଥମ, ସମ୍ବର୍ଦ୍ଧିତ ହେଲେ ବୌଦ୍ଧ ଜିଲ୍ଲାପାଳ…

ବୌଦ୍ଧ : ବୌଦ୍ଧ ଜିଲ୍ଲା ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ୨୦୨୩ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବୌଦ୍ଧ ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କୁ ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା। ବୁଧବାର ଭୁବନେଶ୍ୱର

ଚାଷୀଙ୍କୁ ନ୍ୟାୟ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବ୍ରହ୍ମପୁରରେ ଗର୍ଜନ…

କେନ୍ଦ୍ର ସରକାରର ବିଶ୍ୱାସଘାତକତା ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦବ୍ରହ୍ମପୁର : କୃଷକ ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାରଙ୍କ ବିଶ୍ୱାସଘାତକତା ବିରୁଦ୍ଧରେ ଆଜି ଦେଶବ୍ୟାପି ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି l ସଂଯୁକ୍ତ କୃଷକ ମୋର୍ଚ୍ଚାର ଗଞ୍ଜାମ ଜିଲ୍ଲା କମିଟିର ଡାକରାରେ ଆଜି

ଆସନ୍ତା ସପ୍ତାହରେ ଫେରିପାରେ ବର୍ଷା…

ଭୁବନେଶ୍ୱର : ପୁଣି ଲଘୁଚାପ ସମ୍ଭାବନା । ଆସନ୍ତା ସପ୍ତାହରେ ଫେରିପାରେ ବର୍ଷା । ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶୁକ୍ରବାର କିମ୍ବା ସପ୍ତାହ ଶେଷ ଆଡ଼କୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଲଘୁଚାପ କ୍ଷେତ୍ର ଦୁର୍ବଳ ରହିଲେ ମଧ୍ୟ ଏହାର

ଜଙ୍ଗଲରେ ଫୋପଡ଼ା ଯାଉଛି ସର୍ବଶିକ୍ଷା ଅଭିଯାନରେ ବଣ୍ଟା ଯିବାକୁ ଥିବା ଡ୍ରେସ…

କରଞ୍ଜିଆ: କାହାକୁ ମିଳୁନି କିନ୍ତୁ କୋଉଠି ଫୋପାଡା ଯାଉଛି। ଆଜ୍ଞା ଅସହାୟ ପିଲାଙ୍କୁ ଡ୍ରେସ ଖଣ୍ଡେ ମିଳିବା ସାତ ସପନ। କିନ୍ତୁ ସର୍ବଶିକ୍ଷା ଅଭିଯାନରେ ବଣ୍ଡାଯିବାକୁ ଥିବା ଡ୍ରେସ ଜଙ୍ଗଲର ପଡୁଛି। ଏଭଳି ଘଟଣା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ। ପ୍ୟାକେଟ ଖୋଲି ନଥିବା ଏତେ

ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍…

ଆସିକା : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକାର ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ମାମଲାର ବିଚାରଣା କରି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ୧୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଅଭିଯୁକ୍ତ ପ୍ରଭାକର

ଜନପଥରେ ଲାଗିଥିବା ବାଉଁଶ ବାଡ ଭିତରକୁ ପଶିଗଲା ‘ଶ୍ରୀରାଧା ମାଧବ’ ବସ୍…

ଭୁବନେଶ୍ୱର : ମହର୍ଷି କଲେଜ ଛକ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ବସ ଦୁର୍ଘଟଣା। ଜନପଥରେ ଲାଗିଥିବା ବାଉଁଶ ବାଡ ଭିତକୁ ପଶିଗଲା ଘରୋଇ ବସ ଶ୍ରୀରାଧା ମାଧବ। ତେବେ ଦୁର୍ଘଟଣାରେ ବସ୍ ଚାଳକ ଓ ହେଲପର୍ ଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ବସ୍ ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର

ଆତ୍ମସମର୍ପଣ କଲେ ୩ ଜଣ ହାର୍ଡକୋର ମାଓବାଦୀ…

ମାଲକାନଗିରି : ମାଲକାନଗିରିରେ ଭୁଶୁଡୁଛି ଲାଲ ଗଡ଼ । ସଂଗଠନର ହାତ ଛାଡୁଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି ପୁଣି ୩ ଜଣ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କଲେ ୩ ଜଣ ହାର୍ଡକୋର ମାଓବାଦୀ । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ