ଖଣ୍ଡଗିରି ମାଘ ମେଳା ଆରମ୍ଭ…

ଭୁବନେଶ୍ୱର: ଆରମ୍ଭ ହୋଇଛି ଖଣ୍ଡଗିରି ମାଘ ମେଳା । ସକାଳୁ ମା ବାରଭୁଜାଙ୍କ ପୂଜା ଅର୍ଚ୍ଚନା ପରେ ବିଶ୍ୱ ଶାନ୍ତି ଓ ସମାଜ ମଙ୍ଗଳ ପାଇଁ ହିମାଳୟ, କାଶ୍ମୀର, ଗୟା, ଉଜ୍ଜେନ୍‌, ମଧ୍ୟପ୍ରଦେଶ ତଥା ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ କରିବେ । ମାଘ ମେଳା ପାଇଁ ଆସିଥିବା

ନେଦରଲାଣ୍ଡକୁ ହରାଇ ଫାଇନାଲରେ ବେଲଜିୟମ୍‌

ଭୁବନେଶ୍ବର : ପୁରୁଷ ହକି ବିଶ୍ୱକପ୍‌-୨୦୨୩ର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ବେଲଜିୟମ୍‌ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବେଲଜିୟମ୍‌ ୨(୩)-୨(୨) ଗୋଲ୍‌ରେ ନେଦରଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ ବିଗତ ଚାମ୍ପିଅନ୍‌ ବେଲଜିୟମ୍‌ ଫାଇନାଲ ଟିକେଟ ହାତେଇଛି। ବେଲଜିୟମ୍‌

ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ…

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ତ୍ରିବେଣୀଶ୍ୱର,ଐଶାନେଶ୍ୱର ଓ ଦକ୍ଷିଣେଶ୍ୱରଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି। ଭୋର ୪ଟା ୪୦ରେ ବୁଡ଼ ପକାଇବା ପରେ

ଭାରତ ଯୋଡା ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି, ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ…

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା ଏବେ ଜମ୍ମୁକଶ୍ମୀରରେ ପହଞ୍ଚି ସାରିଛି। ତେବେ ଜମ୍ମୁ-କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏହି ଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ଉପଯୁକ୍ତ ସୁରକ୍ଷା

ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ଅଚଳ…

କାଠମାଣ୍ଡୁ : ଆଜି ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣ ହଠାତ ବନ୍ଦ ହୋଇଯାଇଛି। ବିମାନବନ୍ଦର ବ୍ୟବସ୍ଥାରେ କିଛି ଖରାପ କାରଣରୁ ବିମାନ ଚଳାଚଳ ବନ୍ଦ ହୋଇଯାଇ ଥିବା କୁହାଯାଇଛି।ତେବେ ବିମାନବନ୍ଦରରେ ଇମିଗ୍ରେଶନ ସର୍ଭରରେ ତ୍ରୁଟି ଯୋଗୁ ଏଭଳି ହୋଇଥିବା ବିମାନ

‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋଗ ଦେଲେ ମେହବୁବା ମୁଫ୍‌ତି ଓ ଝିଅ ଇଲ୍‌ତିଜା ମୁଫ୍‌ତି…

ନୂଆଦିଲ୍ଲୀ: ଆଜି ‘ପିଡିପି’ ମୁଖ୍ୟ ମେହବୁବା ମୁଫ୍‌ତି ରାହୁଲ୍‌ ଗାନ୍ଧୀ ଓ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ସହିତ ଯୋଗ ଦେବା ପରେ ଜମ୍ମୁ ଓ କଶ୍ମୀରର ଅବନ୍ତୀପୋରାରୁ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ପୁନଃଆରମ୍ଭ ହୋଇଛି।ସୂଚନାଯୋଗ୍ୟ, ନିରାପତ୍ତାରେ ତ୍ରୁଟି ହୋଇଥିବା ଦର୍ଶାଯାଇ

ଆମେରିକା ଓ ୟୁରୋପୀୟ ସଦସ୍ୟଙ୍କଠାରୁ ଭାରତ ଓ ଚୀନ୍‌ ବହୁ କ୍ଷେତ୍ରରେ ଆଗୁଆ: ରୁଷ୍‌

ମାସାୱା: ଆର୍ଥିକ କ୍ଷମତାର ନୂତନ କେନ୍ଦ୍ରଗୁଡ଼ିକର ବିକାଶ ଏବଂ ଆର୍ଥିକ ଓ ରାଜନୈତିକ ପ୍ରଭାବ ବିଷୟରେ ବିସ୍ତୃତ ଭାବେ କହିବା ବେଳେ ଗୁରୁବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି ଯେ, ଉପରୋକ୍ତ ବିଷୟରେ ଚୀନ୍‌ ଓ ଭାରତ ଆମେରିକା ଓ ୟୁରୋପୀୟ ସଦସ୍ୟଙ୍କଠାରୁ

ପାଣି ଓ ରକ୍ତ ଏକାସଙ୍ଗେ ବୋହିପାରିବ ନାହିଁ’ ସିନ୍ଧୁ ନଦୀକୁ ନେଇ ଏଭଳି ସଂକେତ ଦେଇସାରିଥିଲେ ମୋଦୀ…

ନୂଆଦିଲ୍ଲୀ : ଇଣ୍ଡସ ୱାଟର ଟ୍ରିଟି (ଆଇଡବ୍ଲ୍ୟୁଟି) ତଥା ସିନ୍ଧୁ ଜଳ ଚୁକ୍ତିରେ ପରିବର୍ତ୍ତନ ଆଣିବାପାଇଁ ଭାରତ ପାକିସ୍ତାନକୁ ‌ନୋଟିସ୍‌ କରିଛି। ଆଇଡବ୍ଲ୍ୟୁଟିର ଧାରା ଏକ୍ସଆଇଆଇ (୩) ଅନୁଯାୟୀ ସିନ୍ଧୁ ଜଳ ଚୁକ୍ତିର କମିସନରଙ୍କ ଦ୍ବାରା ଭାରତ ଜାନୁଆରି ୨୫ରେ ପାକିସ୍ତାନକୁ ଏହି ନୋଟିସ

‘କଲେଜିୟମର ସୁପାରିସ ଉପରେ ସରକାର ବସିରହିବା ଗଣତନ୍ତ୍ର ପାଇଁ ମାରାତ୍ମକ’: ଆଇନ ମନ୍ତ୍ରୀ ରିଜିଜୁଙ୍କୁ ସମାଲୋଚନା କଲେ…

ମୁମ୍ବାଇ: ଦେଶରେ ବିଚାରପତି ନିଯୁକ୍ତିକୁ ନେଇ ଏବେ ସୁପ୍ରିମ୍‌କୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ‘ଶୀତଳ ଯୁଦ୍ଧ’ ଚାଲିଛି! ଏପରିସ୍ଥିତିରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ରୋହିଣ୍ଟନ୍‌ ଫାଲି ନରିମାନ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ୍‌ ବ୍ୟବସ୍ଥା ବିରୋଧରେ କେନ୍ଦ୍ର ଆଇନ

ବଦଳିଲା ନାଁ: ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ…

ନୂଆଦିଲ୍ଲୀ: ବଦଳିଲା ମୋଗଲ ଗାର୍ଡେନର ନାଁ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ ଆଜି ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହା ‘ଅମୃତ ଉଦ୍ୟାନ’ ଭାବରେ ଜଣାଯିବ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏହାର ସୌନ୍ଦର୍ଯ୍ୟ ପାଇଁ ବହୁତ ପ୍ରସିଦ୍ଧ।ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ