ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୪ ରେ ନୀତିଶ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାକୁ ଥିଲା । ନିକଟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ

ମହାରାଷ୍ଟ୍ରରେ କାର୍-ବସ୍ ଧକ୍କା, ୬ ମୃତ, ଅନେକ ଗୁରୁତର

ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲି ଜିଲ୍ଲା ଚାମୋରଶୀ ରୋଡରେ ଭୟଙ୍କର ଦୁର୍ଘଟଣା । ବିବାହ ସମାରୋହରୁ ଫେରୁଥିବା ବେଳେ କାର୍ ଏବଂ ବସ୍ ଧକ୍କା ହେବା ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟହସପିଟାଲରେ ଭର୍ତ୍ତି କରାଯାଇଛି ।

ଆତଙ୍କୀ ଶବିର ଅହମ୍ମଦ ଲୋନକୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମେଟ୍ରୋ ପୋଷ୍ଟର କେସରେ ଧରାପଡିଥିବା ମଡ୍ୟୁଲର ହ୍ୟାଣ୍ଡେଲ ଲସ୍କର-ଏ-ତୈବାର ଆତଙ୍କୀ ଶବିର ଅହମ୍ମଦ ଲୋନକୁ ଗିରଫ କରିଛି । ଲୋନ ଏହି ମଡ୍ୟୁଲରକୁ ପରିଚାଳନା କରୁଥିଲେ ଏବଂ ମେଟ୍ରୋ ପୋଷ୍ଟର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ

ବନ୍ଧା ହେଲା ବିଭିନ୍ନ ହାଇକୋର୍ଟକୁ ବୋମା ଧମକ ଦେଉଥିବା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟକୁ ଧମକପୂର୍ଣ୍ଣ ମେସେଜ ଅଭିଯୋଗରେ ଜଣେ ଗିରଫ । ମହୀଶୂରରୁ ଶ୍ରୀନିବାସ ଲୁଇସଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ହାଇକୋର୍ଟ ଓ ସରକାରୀ ଅଫିସକୁ ପଠାଉଥିଲେ ଧମକପୂର୍ଣ୍ଣ ମେସେଜ । ୧୦୦୦ରୁ ଅଧିକ ମିଥ୍ୟା ମେସେଜ ପଠାଇବା ଅଭିଯୋଗରେ ଗିରଫ । ଅଭିଯୁକ୍ତଙ୍କୁ

ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ

ବାଲିଗୁଡା : ଆଉ ଦିନକ ପରେ ଆସୁଛି, ୧୩ ଦିନିଆ ଦଣ୍ଡଯାତ୍ରା, ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମା’କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି

ବିଧାୟକ ପଦରୁ ଇସ୍ତଫା ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବିହାର ବିଜେପି ରାଜ୍ୟ ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ ଇସ୍ତଫା ଦେଇଛନ୍ତି । ଆଜି ସଞ୍ଜୟ ସରାଓଗୀ ବିହାର ବିଧାନସଭା ବାଚସ୍ପତି ପ୍ରେମ କୁମାରଙ୍କ ନିକଟରେ ନୀତିନଙ୍କ ଇସ୍ତଫା ଦାଖଲ

ରାଜସୁନାଖଳା ମଣ୍ଡଳ ସଭାପତି ହେଲେ ଜ୍ୟୋତିରଞ୍ଜନ ସାହୁ

ନୟାଗଡ଼ ,୩୦/୩(ନିସର୍ତ୍ତ) : ରାଜ୍ୟ ଭାରତୀୟ ଜନତା ଦଳର ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଓ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ସୁପାରିସକ୍ରମେ ରାଜସୁନାଖଳା ମଣ୍ଡଳ ବିଜେପି ଦଳର ନୂତନ କର୍ମକର୍ତ୍ତା ଗଠନ କରାଯାଇଅଛି ! ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ

କୁଏତରେ ଇରାନର ମିସାଇଲ ମାଡ଼, ଭାରତୀୟ ଶ୍ରମିକ ମୃତ

ନୂଆଦିଲ୍ଲୀ: କୁଏତରେ ଇରାନର ଆକ୍ରମଣ । ଇରାନର ମିସାଇଲ ମାଡ଼ରେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ । ​ ବିଳମ୍ବିତ ରାତିରେ କୁଏତର ଏକ ବିଦ୍ୟୁତ ଉତ୍ପାଦନ ଓ ଜଳ ବିଶୋଧନ କେନ୍ଦ୍ର ଉପରେ ଇରାନ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ସେଠାରେ କାର୍ଯ୍ୟରତ ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ

କଳାକାରମାନଙ୍କ ସଂଘ ମନସ୍କତା ଭିତରେ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସଙ୍ଗୋପିତ : ମହାସଚିବ ରୋଶନ୍

ଧରମପୁର (କନ୍ଧମାଳ) : କଳା ଓ କଳାକାର ହିତୈଷୀ ମହାମଞ୍ଚ "କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ଏକ କଳାକାର ସମାବେଶ ସ୍ଥାନୀୟ ପାଟଖଣ୍ଡା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶକୁ ନିଖିଳ

ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ୧୦ ପ୍ରମୁଖ ବିରୋଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ସରକାରଙ୍କୁ ଘେରିଛନ୍ତି ୧୦ ପ୍ରମୁଖ ବିରୋଧୀଦଳ। ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ବିରୋଧୀ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି, କଂଗ୍ରେସ, ସିପିଆଇଏମ, ସମତାକ୍ରାନ୍ତି ଦଳ ଆଦି ୧୦ଟି