Sign in
Sign in
Recover your password.
A password will be e-mailed to you.
କୁଖ୍ୟାତ ଛିନତାଇ ଚୋର ଶଙ୍କରକୁ ଗିରଫ କଲା କମିଶନରେଟ ପୁଲିସ
ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ଧରା ପଡିଲା କୁଖ୍ୟାତ ଛିନତାଇ ଚୋର ଶଙ୍କର ରେଡ୍ଡୀ । ଶଙ୍କରକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ ।ଭୁବନେଶ୍ୱର ସହରର କୁଖ୍ୟାତ ଛିନତାଇ ଚୋରା ଶଙ୍କର ରେଡ୍ଡୀ ଗିରଫ । ଶଙ୍କର ସହ ତା’ର ସହଯୋଗୀ କୁନାଲ ମଧ୍ୟ ଗିରଫ ହୋଇଛି । ଉଭୟଙ୍କୁ ନୟାପଲ୍ଲୀ ଥାନା!-->…
ସ୍କୁଟିକୁ ଧକ୍କା ଦେଲା ବସ, ଚାଲିଗଲା ଦୁଇ ସହକର୍ମୀଙ୍କ ଜୀବନ
ବ୍ରହ୍ମପୁର : ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ସହକର୍ମୀଙ୍କ ଜୀବନ । ସ୍କୁଟିରେ ବ୍ରହ୍ମପୁର ଆଡକୁ ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ ସମ୍ମୁଖରୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ସହକର୍ମୀଙ୍କ ମୃତ୍ୟୁ ହୋଇଛି ।ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି!-->…
୯୫୨ କୋଟି ବ୍ୟୟରେ ହେବ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର, କମିବ ଟ୍ରାଫିକ ଯନ୍ତ୍ରଣା
ଭୁବନେଶ୍ବର: ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରୁ ହଟିବ ଭିଡ । ଏନେଇ ୯୫୨ କୋଟି ଟଙ୍କାର ଫ୍ଲାଏ ଓଭର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ଜୟଦେବ!-->!-->!-->…
ଦୁର୍ଘଟଣା ରୋକିବାକୁ ‘୪ E’ ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଥମ ଇ – ଏଡୁକେସନ୍ ବା ସଠିକ ସୂଚନା ଓ ସଚେତନତା ସୃଷ୍ଟି । ଦ୍ବିତୀୟ ଇ- ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା । ତୃତୀୟ ଇ-ଇଞ୍ଜିନିୟରିଂ ବା!-->…
ମଞ୍ଚରେ ବାପା ମହମ୍ମଦ ମୋକିମଙ୍କୁ ପ୍ରଶଂସା କଲେ ସୋଫିଆ
ଭୁବନେଶ୍ୱର: ଖୋଲା ମଞ୍ଚରେ ବାପା ମହମ୍ମଦ ମୋକିମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୋଫିଆ ଫିର୍ଦ୍ଦୋସ । ମୋକିମ୍ ଫାଉଣ୍ଡେସନ ଯୁବ ସମାବେଶରେ ପ୍ରଶଂସା ଯୋଗ ଦେଇ ସୋଫିଆ ବାପାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଛନ୍ତି କେହି ତାଙ୍କୁ ଅଟକାଇ ପାରିବେ ନାହିଁ!-->…
ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ଜବତ, ୭ ମତ୍ସ୍ୟଜୀବୀ ଗିରଫ
ମହାକାଳପଡ଼ା : ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ସହ ୭ ମତ୍ସ୍ୟଜୀବୀ ଗିରଫ। କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଅଭୟରଣ୍ୟ ଗଭୀର ସମୁଦ୍ରରେ ଏକ କୁଳିଆ ମୁହାଁଣ ନିଷିଦ୍ଧଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ମାଆ ବlସୁଳେଇ -୨ ନାମକ ବୋଟ ସହ ୭ ଜଣ ମତ୍ସଜୀବୀଙ୍କୁ ଗିରଫ କରିଛି ଶାସନିପେଟା ବନବିଭାଗ!-->…
ଚିକିତ୍ସାରେ ଅବହେଳା ଯୋଗୁଁ ଚାଲିଗଲା ପ୍ରସୂତିଙ୍କ ଜୀବନ; ମେଡିକାଲରେ ଉତ୍ତେଜନା
ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତକ ହେଉଛନ୍ତି ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡ଼ାଙ୍କ ଝିଅ ରୋଜାଲିନ ପରିଡ଼ା । ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ସଦର ମୁଖ୍ୟ ଚିକିତ୍ସାଳୟ ମାତୃ ଓ ଶିଶୁ!-->…
ପୋଲିସ, ଅବକାରୀ ଓ ରାଜସ୍ବ ବିଭାଗ ର ମିଳିତ ଉଦ୍ୟମରେ ୮୬ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
ବାଲିଗୁଡା, ତା, ୧୨/୦୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବିରୋଧରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଟିକାବାଲି ଥାନା ଅଧିକାରିଣୀ ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ,!-->…
ପ୍ରଶ୍ନପତ୍ର ଲିକ ରୋକିବା ପାଇଁ ରାଜ୍ୟର ୨୧୧ ପରୀକ୍ଷା ହବରେ ଲଗାଯିବ AI କ୍ୟାମେରା
ଭୁବନେଶ୍ୱର : ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା ! ଉଭୟ ପରୀକ୍ଷାର୍ଥୀ ଓ ପର୍ଯ୍ୟବେକ୍ଷକ ଉପରେ ନଜର ରଖିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯୁକ୍ତ ଦୁଇ ପରୀକ୍ଷାର ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ ଉତ୍କୃଷ୍ଟ AI!-->…
ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ ଝିଅ
ନବରଙ୍ଗପୁର: ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ । ଶ୍ମଶାନରେ ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ। ନବରଙ୍ଗପୁର ଜିଲ୍ଲାର ବିଜେପି ଦଳର ପ୍ରତିଷ୍ଠାତା ଗଙ୍ଗାଧର ସାମନ୍ତରାୟଙ୍କ ମୃତ୍ୟୁ ପରେ ଝିଅ ସ୍ବାଗତିକା ସାମନ୍ତରାୟ ମୁଖାଗ୍ନି ଦେଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି!-->…