ଆମେରିକାର F-୧୬ ଯୁଦ୍ଧ ବିମାନକୁ ଖସାଇଲା ଇରାନ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଇରାନ ବଡ଼ ଦାବି କରିଛି । ଆମେରିକାର ସାମରିକ ଘାଟି ଏବଂ ସେମାନଙ୍କର ସାମରିକ ଘାଟି ଏବଂ ଫାଇଟର ଜେଟ୍ F-୧୬ ଲଢୁଆ ବିମାନକୁ ଟାର୍ଗେଟ୍ କରିଥିବା ଦାବି କରିଛି । ଏହା ଏକ F-16 ଲଢ଼ୁଆ ବିମାନ ଏବଂ ଏକ ଆମେରିକୀୟ MQ-9

ମନ୍ଦିର ଛାତ ଭୁଶୁଡି ଭକ୍ତ ମୃତ

ତାମିଲନାଡୁ : ତାମିଲନାଡୁର ତିରୁଚିରାପାଲ୍ଲିର ସମାୟପୁରମ୍ ମାରିଆମ୍ମାନ ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମନ୍ଦିର ଛାତର ଏକ ଅଂଶ ଭୁଶୁଡି ପଡ଼ି ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଏହି ଘଟଣା ସନ୍ନାଥୀ ଷ୍ଟ୍ରିଟ୍ ମଣ୍ଡପରେ ଘଟିଥିବା ଜଣାପଡିଛି ।

ସୁନ୍ଦରଗଡ଼ରେ ଚିତି ସାପ କାମୁଡ଼ାରେ ଛତିଶଗଡ଼ର ଶ୍ରମିକଙ୍କ ମୃତ୍ୟୁ

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ପୋଗ୍ରାପୋଷା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଇଟା ଭାଟିରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କର ବିଷାକ୍ତ ଚିତି ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଛତିଶଗଡ଼ ରାଜ୍ୟ ଚାମ୍ପା ଜିଲ୍ଲା

ଭିଜିଲାନ୍ସ ପଞ୍ଝାରେ ଆର୍‌ଆଇ, ୩୦ ହଜାର ଟଙ୍କା ନେଇ ଧରାପଡ଼ିଲେ

ଚୌଦ୍ଵାର: ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର ଆର୍‌ଆଇ ରାଜାରାମ ବାନ୍ଦ୍ରା । ଏକ ମ୍ୟୁଟେସନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। କଟକ ଜିଲ୍ଲା-ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ଆରଆଇ ହେଉଛନ୍ତି ଶ୍ରୀ ରାଜାରାମ ବାନ୍ଦ୍ରା।

୭ମ ରାଜସୁନାଖଳା ପ୍ରିମିୟର୍ ଲିଗର ଫାଇନାଲ ମ୍ୟାଚରେ ରିଅଲ ଗୋଟ୍ ଚମ୍ପିୟାନ

ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ରାଜସୁନାଖଳା ପ୍ରିମୀୟର ଲିଗର ଫାଇନାଲ ମ୍ୟାଚରେ ରିଅଲ ଗୋଟ ଚମ୍ପିୟାନ ହୋଇ ଯାଇଛି। ଆଲୋକ କୁମାର ରଣାଙ୍କ ଆବାହକତ୍ୱରେ ରାଜସୁନାଖଳା ଏକାଦଶ ପକ୍ଷରୁ ଆୟୋଜିତ ୭ମ ରାଜସୁନାଖଳା

ପୁରୀ ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ପୁରୀ: ପୁରୀ ଜେଲରେ କଏଦୀ ମୃତ୍ୟୁ । ପୁରୀ ବାଙ୍ଗର ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ କଏଦୀ ହେଉଛନ୍ତି ପୁରୀଜିଲା ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦିପ୍ତୀରଞ୍ଜନ ସ୍ୱାଇଁ l ୨୦୨୩ ମସିହାରେ ଏକ ବଳକ୍ତାର ଅଭିଯୋଗରେ ଜେଲ ଯାଇଥିଲେ ଦିପ୍ତୀରଂଜନ । ରବିବାର ଜେଲ ପରିସରରୁ

ଅଞ୍ଚଳା ଗ୍ରାମରେ ମା’ ଠାକୁରାଣୀଙ୍କ ପବିତ୍ର କଳସ ଯାତ୍ରା ଆରମ୍ଭ: ଉତ୍ସବମୁଖର ସାରା ଅଞ୍ଚଳ

ଉମରକୋଟ (ରସିକ ସରକାର): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ ଚୈତ୍ର ମାସର ପବିତ୍ର ଅବସରରେ ମା’ ଠାକୁରାଣୀଙ୍କ କଳସ ଯାତ୍ରା ଆଜିଠାରୁ ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି। ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପାରମ୍ପାରିକ ଯାତ୍ରା ସମଗ୍ର

ମନ୍ କି ବାତରେ ଓମ୍ ପ୍ରକାଶ ରଥଙ୍କୁ ପ୍ରଶଂସା କଲେ ମୋଦି

ସାଲେପୁର : ମନ୍ କି ବାତରେ ଓମ୍ ପ୍ରକାଶ ରଥଙ୍କୁ ପ୍ରଶଂସା କରିଛନ୍ତି ମୋଦି । ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଶଂସା କରିଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଖୀର ପଞ୍ଚାୟତ ଗୋପପୁର ଗାଁର ଓମ ପ୍ରକାଶ ରଥ । ସେ

ମାଓମୁକ୍ତ ଦେଶ ଘୋଷଣାକୁ ଆଉ ଦୁଇ ଦିନ ବାକି, ଆତ୍ମସମର୍ପଣ କରିବାକୁ ଡିଜିପିଙ୍କ ଆହ୍ବାନ

କନ୍ଧମାଳ : ମାଓ ମୁକ୍ତ ଦେଶ ଘୋଷଣାକୁ ଆଉ ଦୁଇ ଦିନ ବାକି। କନ୍ଧମାଳରେ ମାଓ ଗତିବିଧିର ସମୀକ୍ଷା କଲେ ପୋଲିସ ଡିଜି ୱାଇବି ଖୁରାନିଆ। ଡିଜିପିଙ୍କ ସହିତ ଏଡିଜିପି ସଂଜୀବ ପଣ୍ଡା, ଡିଆଇଜି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏସଓଜି, ଡିଭିଏଫ, ସିଆରପିଏଫ ଯବାନଙ୍କ ସହ ଆଲୋଚନା କରିଛନ୍ତି

ଅପ୍ରେଲ ୬ରୁ୧୨ ଯାଏଁ ବହୁ ପ୍ରତିକ୍ଷିତ ସିଲ୍କ ସିଟି ମହୋତ୍ସବ

ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ସ୍ୱଦେଶୀ ମେଳାକୁ ସଫଳ କରିବା ପାଇଁ ସହଯୋଗ କାମନା କଲେ ବିଧାୟକସମନ୍ୱୟ, ସହଭାଗିତା ଓ ୩ ତାରିଖ ସୁଦ୍ଧା ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ କରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ବ୍ରହ୍ମପୁର : ବ୍ରହ୍ମପୁର ସହରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ