Sign in
Sign in
Recover your password.
A password will be e-mailed to you.
୬୯ ଲକ୍ଷ ହଡପ, ବନ୍ଧା ହେଲେ ପୂର୍ବତନ କିରାଣି
ଭୁବନେଶ୍ବର: ୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ । ଟ୍ରେଜେରୀର ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ । ମନୋରଞ୍ଜନ ସାହୁ ପରିବାର!-->…
କୋରାପୁଟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ : ଜନ୍ମମାଟି ତେନ୍ତୁଲିଗୁମ୍ମାର ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ…
କୋରାପୁଟ : କୋରାପୁଟ ଜିଲ୍ଲା ସଦର ମହକୁମାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମାଟିର ବୀରପୁତ୍ର ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବରିଷ୍ଠ ରାଜନେତା, ପ୍ରଶାସନିକ ଅଧିକାରୀ ଏବଂ ବୁଦ୍ଧିଜୀବୀମାନେ ଶହୀଦଙ୍କ ପ୍ରତିମୂର୍ତ୍ତିରେ!-->!-->!-->…
କୋଟପାଡ଼ ବିଇଓଙ୍କ ନୂଆ କାରନାମା : ଶିକ୍ଷକଙ୍କ ପୋଷ୍ଟାଲ ଚିଠି ଫେରାଇ ବିବାଦରେ
କୋଟପାଡ଼, ୨୨/୧୧: କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଶିକ୍ଷା ବିଭାଗରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ବିଭିନ୍ନ ସମୟରେ ନିଜର କାର୍ଯ୍ୟକଳାପ ପାଇଁ ବିବାଦରେ ରହୁଥିବା କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ପୁଣିଥରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ପୂର୍ବରୁ ବଟି ଆଦାୟ!-->!-->!-->…
ରୁଷୀୟ ବୋମା ବିସ୍ଫୋରଣରେ ୟୁକ୍ରେନର ୫ ସାଧାରଣ ନାଗରିକ ମୃତ
ରୁଷ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ରୁଷୀୟ ସେନା ଶୁକ୍ରବାର ସକାଳେ ସାଉଥ୍ ୟୁକ୍ରେନର ଜାପୋରିଝିଆ ସହର ଉପରେ ୩ଟି ଶକ୍ତିଶାଳୀ ଗ୍ଲାଇଡ୍ ବୋମା ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପ୍ରାୟ ୫ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ!-->…
ଶାନ୍ତି ପ୍ରସ୍ତାବରେ ରାଜି ହେବେ ୟୁକ୍ରେନ ରାଷ୍ଟ୍ରପତି: ଟ୍ରମ୍ପ
ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଶାନ୍ତି ପ୍ରସ୍ତାବରେ ରାଜି ହେବେ । ଏହି ପ୍ରସ୍ତାବକୁ ଜେଲେନସ୍କି ଅନୁମୋଦନ କରିବେ ବୋଲି ଆଶା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ପାଖରେ ଶାନ୍ତି ଫେରାଇ ଆଣିବାର ବାଟ ଅଛି । ଶୀତୠତୁ ପୂର୍ବରୁ ୟୁକ୍ରେନ ଉପରେ ଘନେଇ!-->…
ବିଧାୟକଙ୍କୁ ଦେଖି ଠିଆ ନ ହେବାରୁ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍
ନୂଆଦିଲ୍ଲୀ: ହରିୟାଣାରେ ଜଣେ ଡାକ୍ତରଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଚକିତ ହୋଇଛନ୍ତି। ବିଧାୟକ ଆସିବାବେଳେ ତାଙ୍କୁ ସମ୍ମାନ ଦେବା ପାଇଁ ଡାକ୍ତରଜଣକ ଠିଆ ହୋଇନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ହାଇକୋର୍ଟ ସରକାରଙ୍କ!-->…
ଭିଏତନାମରେ ବନ୍ୟା ବିତ୍ପାତ; ୪୧ ମୃତ
ହାନୋଇ: ପ୍ରବଳ ବର୍ଷା ଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭିଏତନାମରେ ୪୧ଜଣଙ୍କର ମୃତ୍ୟୁ ହୋଇଛି। ଗତ ତିନି ଦିନ ଧରି ଦେଶରେ ବର୍ଷା ଲାଗି ରହିଛି। ବର୍ଷା ପରିମାଣ ୧୫୦ ସେଣ୍ଟିମିଟରରୁ ଅଧିକ ହୋଇଥିବା ରେକର୍ଡ କରାଯାଇଛି। ବନ୍ୟାରେ ୫୨ହଜାର ଘର ଭାଙ୍ଗିଯାଇଥିବାବେଳେ ୬୨ହଜାର ଲୋକଙ୍କୁ!-->…
ଆରାବଳୀ ପର୍ବତମାଳାରେ ନୂଆ ଖଣି ଲିଜ୍କୁ ନିଷିଦ୍ଧ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆରାବଳୀ ପର୍ବତମାଳା ଅଞ୍ଚଳରେ ନୂଆ ଖଣି ଲିଜ୍କୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଗୁରୁବାର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବାଧୀନ ପୀଠ ଦେଇଥିବା ନିର୍ଦେଶ ଅନୁଯାୟୀ ଆରାବଳୀ ପର୍ବତ ଓ ଏହାର ସଂଲଗ୍ନ ପର୍ବତମାଳାରେ ନୂଆ ଖଣି ଖନନ ପାଇଁ କୌଣସି ଲିଜ୍!-->…
ସୋମବାର ଶପଥ ଗ୍ରହଣ କରିବେ ଜଷ୍ଟିସ ସୂର୍ଯ୍ୟକାନ୍ତ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ସୋମବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ଦେଶର ୫୩ତମ ସିଜେଆଇ। ୨୦୧୯ରୁ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହା!-->…
ଧାରାଭିରେ ଅଗ୍ନିକାଣ୍ଡ: ଜଳିଗଲା ଅନେକ କୁଡ଼ିଆ, ହାର୍ବର ଲାଇନ ଲୋକାଲ ଟ୍ରେନ୍ ସେବା ପ୍ରଭାବିତ
ମୁମ୍ବାଇ : ଶନିବାର ଅର୍ଥାତ୍ ଆଜି ଅପରାହ୍ନରେ ମୁମ୍ବାଇର ଧାରାଭି ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହା ବ୍ୟାପକ ଆତଙ୍କ ସୃଷ୍ଟି କରିଛି । ରେଳ କ୍ରସିଂ ଏବଂ ନୁର ରେଷ୍ଟୁରାଣ୍ଟ ନିକଟରେ ଥିବା ପ୍ଲଟ୍ ନମ୍ବର ୧ର ନଭରଙ୍ଗ କମ୍ପାଉଣ୍ଡରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ!-->…