Sign in
Sign in
Recover your password.
A password will be e-mailed to you.
ବସ୍-କାର୍ ଧକ୍କା, ୪ ମୃତ ଓ ଜଣେ ଆହତ
ପଞ୍ଜାବ : ପଞ୍ଜାବର ହୋଶିୟାରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଆଜି ସକାଳେ ଏପରି ଘଟଣା ସାମ୍ନାକୁ ଆସିଛି। ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି କମ୍ ହେବା ଦୁର୍ଘଟଣାର କାରଣ ବୋଲି ସୂଚନା ମିଳିଛି ।
!-->!-->!-->…
ଅପରେସନ ସିନ୍ଦୂର ପରେ ପାକିସ୍ତାନ ବଦଳାଇଲା ସମ୍ବିଧାନ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପରେ ସମ୍ବିଧାନ ବଦଳାଇଲା ପାକିସ୍ତାନ । ସମ୍ବିଧାନ ଧାରା ୨୪୩ରେ ସଂଶୋଧନ କଲା ପାକ୍ । ଭାରତର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହାନ ଏହି ସୂଚନା ଦେଇଛନ୍ତି । ସିଡିଏସ୍ ଜେନେରାଲ ଚୌହାନ କହିଛନ୍ତି, ଅପରେସନ ସିନ୍ଦୂର ପାକିସ୍ତାନର ପ୍ରବଳ କ୍ଷତି!-->…
ତୀବ୍ର ପ୍ରତିବାଦ ଯୋଗୁଁ ଇରାନରେ ଇଣ୍ଟରନେଟ୍ ସେବା ଠପ୍, ବିମାନ ବାତିଲ
ନୂଆଦିଲ୍ଲୀ : ଇରାନରେ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦ ମଧ୍ୟରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ କଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ବିରୋଧ ଆନ୍ଦୋଳନ ହେବା ପରଠାରୁ ଏଥିରେ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ସରକାରୀ ବିରୋଧୀ ପ୍ରତିବାଦ ପାଇଁ ଆମେରିକା ଏବଂ!-->…
ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୩ ଜୀବନ୍ତ ଦଗ୍ଧ
ମୁମ୍ବାଇ : ଗୋରଗାଓଁ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣା ପ୍ରାୟ ଭୋର ୩ଟା ସମୟରେ ଘଟିଥିବା ଜଣାପଡିଛି । ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ!-->…
ତାଲା ବନ୍ଦ ଘରକୁ କରୁଥିଲେ ଟାର୍ଗେଟ, ମଧ୍ୟରାତ୍ରୀରେ ବୁଲାଉ ଥିଲେ କଳାକାନା..
ନିମଖଣ୍ଡି ପୋଲିସ କୁ ମିଳିଛି ବଡ ସଫଳତା
ଝାଡ଼ଖଣ୍ଡରେ ବିଜେପି ପାଇଁ ନିର୍ବାଚନ ସମ୍ଭାଳିବେ ଜୁଏଲ
ଭୁବନେଶ୍ବର: ପୁଣି ଜାତୀୟ ରାଜନୀତିରେ ଆଉ ଜଣେ ଓଡ଼ିଆ ପୁଅଙ୍କୁ ଗୁରୁତ୍ୱ । ଝାଡ଼ଖଣ୍ଡରେ ଜୁଏଲ ଓରାମଙ୍କୁ ମିଳିଲା ବଡ ଦାୟିତ୍ୱ । ବିଜେପି ପାଇଁ ନିର୍ବାଚନ ସମ୍ଭାଳିବେ ଜୁଏଲ ।ଜାତୀୟ ରାଜନୀତିରେ ଆଉ ଜଣେ ଓଡ଼ିଆ ବିଜେପି ନେତାଙ୍କୁ ଦାୟିତ୍ୱ । ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ!-->…
ସ୍ଲିପର ବସରେ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ଭୁବନେଶ୍ବର: ଗତ କିଛିଦିନ ଭିତରେ ବାରମ୍ବାର ସ୍ଲିପର ବସ ପୋଡି ଘଟଣା ଆସିବା ପରେ ବଡ ପଦକ୍ଷେପ ନେଇଛନ୍ତି ମନ୍ତ୍ରୀ । ପ୍ରତି ବସରେ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ।ଗତ କିଛିଦିନ ମଧ୍ୟରେ ରାଜ୍ୟରେ ବାରମ୍ବାର ସ୍ଲିପର କୋଚ ବସରେ ଆଗ୍ନିକଣ୍ଡ ଘଟି ଅନେକ କ୍ଷୟଖଟି ଘଟିବ!-->…
ପୁତୁରାର କଟୁରୀ ଚୋଟରେ ବଡବାପା ମୃତ
ମୟୁରଭଞ୍ଜ: ମୟୁରଭଞ୍ଜରେ ଘଟିଛି ଅଭବନୀୟ ଘଟଣା । ବଡ଼ବାପାକୁ ହାଣି ମାରିଦେଲା ମାନସିକ ବିକାରଗ୍ରସ୍ତ ପୁତୁରା ।ମୟୁରଭଞ୍ଜରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବଡବାପାକୁ ହାଣି ଜୀବନ ନେଲା ପୁତୁରା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କରଡିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । କରଡିଆ!-->…
୭ ସାଇବର ଲୁଟେରାଙ୍କୁ ବାନ୍ଧିଲା କଟକ ପୁଲିସ
କଟକ: ସାଇବର ପୁଲିସକୁ ବଡ଼ ସଫଳତା । ସାଇବର ପୁଲିସ ହାତରେ ଧରା ପଡ଼ିଲେ ୭ଜଣିଆ ଲୁଟେରା ଗ୍ୟାଙ୍ଗ ।ଦିନକୁଦିନ ବଢୁଥିବା ସାଇବର ଅପରାଧରେ କଠୋର ହୋଇଛି ସାଇବର ପୁଲିସ । କଟକ ସାଇବର ପୁଲିସକୁ ବଡ ସଫଳତା ମିଳିଛି । ୭ଜଣିଆ ସାଇବର ଲୁଟେରାଙ୍କୁ ଧରିବରେ ସଫଳ ହୋଇଛି ସାଇବର ପୁଲିସ । ସୂଚନା!-->…
ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇ ନବୋଦୟ ବିଦ୍ୟାଳୟରେ ବ୍ୟାପିଥିଲା ଜଣ୍ଡିସ: ସ୍ୱାସ୍ଥ୍ୟ ମନ୍ତ୍ରୀ
ଖୋର୍ଦ୍ଧା : ସାମ୍ନାକୁ ଆସିଲା ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବାର କାରଣ । ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣି ବ୍ୟବହାରରୁ ଛାତ୍ରଙ୍କୁ ଜଣ୍ଡିସ ବ୍ୟାପିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପାଣି!-->…