Sign in
Sign in
Recover your password.
A password will be e-mailed to you.
ଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଆୟୋଜିତ ନବମ ରାଜ୍ୟସ୍ତରୀୟ ତଥା ୩୫ ତମ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବର ଅନ୍ତିମ ଦିବସରେ ଏକ ଆଲୋଚନା ଚକ୍ର ଯୁଗ୍ମ ସାଧାରଣ ସମ୍ପାଦକ ଡ. ବିଜୟ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ବରେ ଆଲୋଚକ ଭାବରେ ଓଡ଼ିଶାର ବିଶିଷ୍ଠ ନାଟ୍ୟ!-->!-->!-->…
ରଣପୁର ମହୋତ୍ସବ “ଅର୍ଜୁନ – ୨୦୨୬” ଉଦଯାପିତ : ଦିପ୍ତିରେଖାଙ୍କ ଗୀତରେ ଝୁମିଲେ ଅଗଣିତ ଶ୍ରୋତା
ନୟାଗଡ଼(ନିସର୍ତ୍ତ) : ଓଡିଶାର ପ୍ରଥମ ମହିଳା ସ୍ୱାସ୍ଥ୍ୟମନ୍ତ୍ରୀ ରୂପେ ସୁଖ୍ୟାତି ଅର୍ଜନ କରିଥିବା ମହାନ ଜନସେବିକା ରାଣୀ ମାଆ ବସନ୍ତ ମଞ୍ଜରୀ ଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ରଣପୁର ମହୋତ୍ସବ 'ଅର୍ଜୁନ-୨୦୨୬'ର ପଞ୍ଚମ ତଥା ଅନ୍ତିମ ସନ୍ଧ୍ୟାରେ ଅନୁଷ୍ଠିତ ସଭାକାର୍ଯ୍ୟ,ସମ୍ବର୍ଦ୍ଧନା ଉତ୍ସବ!-->…
ପିଏମଶ୍ରୀ ସୋଲପଟା ଉଚ୍ଚବିଦ୍ୟାଳୟ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପିଏମଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଚାନକ ଭାବରେ ପରିଦର୍ଶନରେ ଆସିଥିବା ବେଳେ ପ୍ରଥମେ ସ୍କୁଲ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ପିଲାଙ୍କ ପାଠପଢା ସହିତ ଖାଦ୍ୟ ଗ୍ରହଣ ବିଷୟରେ ବୁଝିଥିଲେ!-->…
ଓଡ଼ଗାଁ ଆଦର୍ଶ ଥାନାରେ ଯୋଗଦେବେ ନୂଆ ଆଇଆଇସି ସତ୍ୟନାରାୟଣ ବାରିକ
ନୟାଗଡ଼: ଓଡ଼ିଶା ପୋଲିସ ନୟାଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ତରଫରୁ ପ୍ରକାଶିତ ଆଇଆଇସିଙ୍କ ବଦଳି ତାଲିକା ଅନୁସାରେ ବର୍ତ୍ତମାନର ଓଡ଼ଗାଁ ଆଇଆଇସି ଅଭୟ ବେହେରାଙ୍କୁ ଚାନ୍ଦପୁର ଥାନାକୁ ବଦଳି କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ସତ୍ୟନାରାୟଣ ବାରିକ ଓଡ଼ଗାଁ ଆଦର୍ଶ ଥାନାକୁ!-->…
ନୂତନ ବର୍ଷର ବନ୍ଧୁ ମିଳନ ସହ ” କରେନ୍ଦ୍ର ମାଝୀ ସ୍ମୃତି କମିଟି” ଗଠନ
ବାଲିଗୁଡା : କନ୍ଧମାଳ ଜିଲ୍ଲାର ଆଦିବାସୀ ନେତା ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ଦୁଇ ଦୁଇ ଥର ବିଧାୟକ କରେନ୍ଦ୍ର ମାଝୀ ଙ୍କ ଦେହାନ୍ତ ପରେ ତାଙ୍କ ସହଯୋଗୀ ମାନଙ୍କୁ ନେଇ ଇଂରାଜୀ ନୂତନ ବର୍ଷ ଅବସରରେ ଗୁମା ପଞ୍ଚାୟତ ଉଷାବାଲି ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!-->…
କଳାକାରମାନଙ୍କୁ ସୁଲଭ ଦରରେ ପ୍ରେକ୍ଷାଳୟ ଯୋଗାଇ ଦିଆଯାଉ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ବ୍ରହ୍ମପୁର ସହରର ସମସ୍ତ ସାଂସ୍କୃତିକ ଅନୁଷ୍ଠାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ!-->…
ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଅନ୍ନପୂର୍ଣ୍ଣା ଦିବସ ପାଳନ
ନୟାଗଡ଼: ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଜାମୁସାହି ସ୍ଥିତ ଜନ ମିଲଟନ୍ ସ୍କୁଲ ଫର୍ ଡିଫ୍, ଡମ୍ବ ଏବଂ ବ୍ଲାଇଣ୍ଡ୍ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇଛି। ରୋଟାରୀ କ୍ଲବ ନୟାଗଡ଼ର ସଭାପତି ବସିରନ ବିବିଙ୍କ ନେତୃତ୍ୱରେ ସ୍କୁଲର ଅନ୍ତେବାସୀ ଛାତ୍ରଛାତ୍ରୀ ଓ!-->…
ଅପହୃତା ନାବାଳିକା ଉଦ୍ଧାର : ଯୁବକ ଗିରଫ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଶରଣକୁଳ ଥାନା ପୋଲିସ ଖୋର୍ଦ୍ଧା ଜିଲ୍ଲା ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଣ୍ଡା ପାର୍କ ଅଞ୍ଚଳରେ ରହୁଥିବା ଅପହରଣକାରୀ ଅଭିଯୁକ୍ତ ଯୁବକଙ୍କ ଘରୁ ଅପହୃତା ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣକାରୀ ଯୁବକକୁ ପୋସ୍କୋ ଆକ୍ଟରେ!-->…
ଆଦିବାସୀ ମହା ବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ
ବାଲିଗୁଡା (୧୦/୦୧) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେ ଜାତୀୟ ସେବା ଯୋଜନା ୨ଟି ୟୁନିଟର ଏକ ସପ୍ତାହ ବ୍ୟାପୀ ଆୟୋଜିତ ଶୀତକାଳୀନ ସେବା ଶିବିର ବଡଗାଁ ପୋଷ୍ୟଗ୍ରାମରେ ଉଦଯାପିତ ହୋଇ ଯାଇଛି l ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ!-->…