Sign in
Sign in
Recover your password.
A password will be e-mailed to you.
କଲକାତା ଓ ଝାଡଖଣ୍ଡର ୪୦ରୁ ଅଧିକ ସ୍ଥାନରେ ଇଡି ରେଡ୍
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୪୦ରୁ ଅଧିକ ସ୍ଥାନରେ ଏକା ସମୟରେ ଚଢାଉ କରିଛନ୍ତି । କୋଇଲା ଚୋରି ଏବଂ ଅବୈଧ ଖଣି ଖନନ ଅଭିଯୋଗରେ ଅଭିଯୁକ୍ତ ନେଟୱାର୍କ ଗୁଡ଼ିକୁ ଟାର୍ଗେଟ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ଦିନ ପ୍ରମୁଖ!-->…
୨୦ ବର୍ଷ ପରେ ବଦଳିଲେ ବିହାର ଗୃହବିଭାଗ ମନ୍ତ୍ରୀ, ନୀତିଶଙ୍କଠାରୁ ଦାୟିତ୍ୱ ନେଲେ ସମ୍ରାଟ
ପାଟଣା: ନୀତଶ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କରାଯାଇଛି। ୨୦ ବର୍ଷ ପରେ ନୀତିଶ କୁମାର ଗୃହ ବିଭାଗ ଛାଡ଼ିଛନ୍ତି। ଏହି ବିଭାଗ ବିଜେପି ପାଖକୁ ଚାଲିଯାଇଛି । ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ । ଏବେ ଅର୍ଥ ବିଭାଗ ଜେ଼ଡିୟୁ ହାତରେ । ବିଜେନ୍ଦ୍ର ଯାଦବ!-->…
G20 ସମ୍ମିଳନୀରେ ଯୋଗ ଦେବା ଲାଗି ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପ୍ରଥମ G20 ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି। ଯିବା!-->…
ସାରା ଦେଶରେ ୪ ନୂଆ ଲେବର କୋଡ ଲାଗୁ କଲେ ମୋଦୀ ସରକାର
ନୂଆଦିଲ୍ଲୀ : ମୋଦୀ ସରକାର ୨୧ ନଭେମ୍ବରରୁ ସାରା ଦେଶରେ ଚାରୋଟି ନୂଆ ଲେବର୍ କୋଡ୍ ଲାଗୁ କରିଛନ୍ତି । ଏଥିରେ ସର୍ବନିମ୍ନ ଦରମା, ନିଯୁକ୍ତ ପତ୍ର, ସମାନ କାମକୁ ସମାନ ଦରମା,ସାମାଜିକ ସୁରକ୍ଷା , ଓଭର୍ଟାଇମ୍କଲେ ଦୁଇ ଗୁଣା ଦରମା,ଫିକ୍ସ ଟର୍ମ ଗ୍ରାଚୁଟି ଏବଂ ଅସୁରିକ୍ଷିତ ସ୍ଥାନରେ ୧୦୦!-->…
ବାଂଲାଦେଶରେ ତୀବ୍ରତା ୫.୭ ଭୂମିକମ୍ପ, ୩ ମୃତ
ବାଂଲାଦେଶ: ଆଜି ସକାଳ ୧୦:୧୦ରେ ବାଂଲାଦେଶର ବିଭିନ୍ନ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ଏହାର ତୀବ୍ରତା ୫.୭ ମାପିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା । ଯାହା ଫଳରେ ପ୍ରାୟ ୧୭ ସେକେଣ୍ଡ ପାଇଁ ଭୂମି ଥରି ଉଠିଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ!-->…
ଦୁବାଇ ଏୟାର ସୋରେ ଦୁର୍ଘଟଣା: ଖସିପଡିଲା ତେଜସ, ପାଇଲଟ ମୃତ
ଦୁବାଇ : ଦୁବାଇରେ ଏୟାର ସୋ’ରେ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁବାଇ ଏୟାର ସୋ’ରେ ଏକ ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ମୃତ୍ୟୁ ହୋଇଛି । ଭିଡିଓରେ ଦେଖାଯାଉଛି ଯେ, ତେଜସ୍ ଜେଟ୍ ହଠାତ୍ ତଳକୁ ଖସିପଡ଼ିବା ପରେ ବିସ୍ଫୋରଣ ହୋଇଛି!-->…
ଛାଡ଼ଖାଇ ଆଳରେ ଅଧିକାଂଶ ମଦ ବ୍ୟବସାୟୀ ବିଧାୟକ ଙ୍କ ଛାତ ତଳେ..! : “ଫୋଟୋ କହୁଛି ଅନେକ କଥା…”
ମିଶ୍ରଣ ପର୍ବ ପାଇଁ ଏହା ଏକ ପ୍ରସ୍ତୁତି ବୈଠକ ନୁହଁତ...??
ବ୍ରହ୍ମପୁର:ବ୍ରହ୍ମପୁର ସ୍ଥିତ ଗୋଶାଣୀ ନୂଆଗାଁ ନିକଟରେ ଛାଡ଼ଖାଇ ଆସର ଏବେ ସିଲ୍ଲକ ସିଟିରେ ଚର୍ଚ୍ଚାର ବିଷୟ ପାଲଟିଛି। ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣା ରେ ସମ୍ପୃକ୍ତି ଥିବା ନେଇ ବ୍ରହ୍ମପୁର ର ବହୁ ରାଜ ନେତା!-->!-->!-->!-->!-->…
ଅଟା ମେସିନରେ ବୋମା ତିଆରି କରୁଥିଲା ଆତଙ୍କୀ ମୁଜାମ୍ମିଲ
ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ବଡ଼ ସୁରାକ ମିଳିଛି । ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ଗଣାଇ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା କଳ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରିଥିଲେ । ପୋଲିସ!-->…
ମହମ୍ମଦ ସିଦ୍ଦିକିଙ୍କ ଘର ଉପରେ ବୁଲିବ ବୁଲଡୋଜର, ୩ ଦିନରେ ଖାଲି କରିବାକୁ ନୋଟିସ
ନୂଆଦିଲ୍ଲୀ : ଅଲ୍-ଫଲାହ ୟୁନିଭର୍ସିଟି ମାଲିକଙ୍କ ଘର ଉପରେ ବୁଲିବ ବୁଲଡୋଜର । ଭାଙ୍ଗିବ ମଧ୍ୟପ୍ରଦେଶରେ ଥିବା ପୈତୃକ ଘର । ଘର ଭାଙ୍ଗିବାକୁ ଜାରି ହେଲା ନୋଟିସ । ଆତଙ୍କବାଦ ଓ ଠକେଇ ତଦନ୍ତ ମଧ୍ୟରେ ଉଚ୍ଛେଦ ନୋଟିସ୍ ଜାରି ହୋଇଛି ।
ମଧ୍ୟପ୍ରଦେଶର ମହୋ କ୍ୟାଣ୍ଟନମେଣ୍ଟ ବୋର୍ଡ!-->!-->!-->…
ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଛି ଟିପିଏସ୍ଓଡିଏଲ୍…
ନୂତନ ୩୩କେଭି ଫିଡର ଲାଇନ ସଂଯୋଗ
୨୦ହଜାରରୁ ଅଧିକ ଉପଭୋକ୍ତା ଉପକୃତ
ଭରସାଯୋଗ୍ୟ ବିଜୁଳି ଯୋଗାଣ ଓ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ଭବିଷ୍ୟତରେ ବହୁ ନିବେଶକୁ କରିବ ଆକର୍ଷିତ
ରାୟଗଡା : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) ତରଫରୁ ରାୟଗଡ଼ା!-->!-->!-->!-->!-->!-->!-->!-->!-->…