Sign in
Sign in
Recover your password.
A password will be e-mailed to you.
ବିମାନ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଗାୟକ ୟେସନ୍ଙ୍କ ଜୀବନ
କଲମ୍ବିଆ: କଲମ୍ବିଆରେ ଏକ ବଡଧରଣର ବିମାନ ଦୁର୍ଘଟଣା ଘଟିଛି। ଏଥିରେ ପ୍ରସିଦ୍ଧ ଗାୟକ ୟେସନ୍ ଜିମେନେଜଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବିମାନଟି ଜୁଆନ୍ ଜୋସେ ରୋଣ୍ଡନ୍ ବିମାନବନ୍ଦରରୁ ଉଡ଼ାଣ ଭରୁଥିଲା। ଉଡ଼ାଣର କିଛି ମିନିଟ୍ ପରେ!-->…
ମଣ୍ଡି ଖୋଲିବା ବିଲମ୍ବରୁ ଚାଷୀ ହତାଶ, ଦଲାଲ ମାଲେ ମାଲ
ନୟାଗଡ଼,୧୧/୦୧(ନିସର୍ତ୍ତ) : ମଣ୍ଡି ଖୋଲୁ ନଥିବାରୁ ଚାଷୀ ହତାଶ ଓ ନିରାଶ ହୋଇ ଶାଗ ମାଛ ଦରରେ ଧାନ ବିକ୍ରି କରୁଛି । ଫଳରେ କମ୍ ଦାମରେ ଧାନ କିଣି ଦଲାଲମାନେ ମାଲେମାଲ ହେବାର ଆଶଙ୍କା କରା ଯାଉଛି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳର ଚାଷୀ ମାନେ ବିହନ ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ!-->…
ମଦ, ଗଞ୍ଜେଇ, ଧଳା ଜହର କବଳରେ ଯୁବପିଢି ସମାଜ : ବୋତଲ ଗଡ଼ିବାର ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ
ବାଲିଗୁଡା : କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଅନେକ ଯୁବପିଢ଼ୀ କରେକ୍ସ, ନାଇଟ୍ରୋଜେନ୍ ଟେନ୍ ଟାବ୍ଲେଟ୍, ଦେଶୀ, ବିଦେଶୀ ମଦ,ଗଞ୍ଜେଇ, ଗୁଟଖା, ସିଗାରେଟ ଓ ତାଠୁ ବଳି ବ୍ରାଉନ୍ସୁଗାର ନିଶାରେ କବଳିତ ହୋଇଗଲେଣି l ଯାହାକି ଆଜିର ଯୁବପିଢ଼ୀଙ୍କ ଭବିଷ୍ୟତ ଓ ମୂଲ୍ୟବାନ୍ ଜୀବନକୁ ଏପରି!-->…
ଆଇ-ପ୍ୟାକ୍ ରେଡ୍ ମାମଲାରେ ମମତାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି
କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନୁଆରୀ ୮ ତାରିଖ ଘଟଣାର ସିବିଆଇ ତଦନ୍ତ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମ୍କୋର୍ଟର ଦ୍ଵାରସ୍ଥ ହୋଇଛି। ଆଇ-ପ୍ୟାକ୍ ଓ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଠିକଣାରେ ହୋଇଥିବା ଚଢ଼ଉ ସମୟରେ ମମତା ବାଧା ସୃଷ୍ଟି!-->…
ଧାନ କିଣା ଶୁଭାରମ୍ଭକୁ ବିତିଗଲା ଦୁଇ ସପ୍ତାହ : ହୋଇପାରିନି ମିଲର ସଂଯୋଗୀକରଣ
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୯ ତାରିଖରେ ଜିଲ୍ଲା ସ୍ତରୀୟ ଧାନ କିଣା ଶୁଭାରମ୍ଭ ହୋଇଛି ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇପାରିନାହିଁ ।ଏଯାଏଁ କେଉଁ ପାକ୍ସ ରେ କେଉଁ ମିଲର ଧାନ କିଣିବେ ତାହା ସ୍ପଷ୍ଟ ହୋଇପାରିନାହିଁ।ମିଲର ସଂଯୋଗୀ କରଣ ଶେଷ ହୋଇନଥିବା ବେଳେ!-->…
ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା
ଢାକା : ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଉଗ୍ରରୂପ ଧାରଣ କରୁଥିବାବେଳେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଜୟ ମହାପାତ୍ର ହୋଇଥିବାବେଳେ ସେ ସୁନାମଗଞ୍ଜ ଜିଲା ଅନ୍ତର୍ଗତ ଭାଙ୍ଗାଦୋହର ଗ୍ରାମ ବାସିନ୍ଦା ବୋଲି ଜଣାପଡିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ!-->…
ହସ୍ତକ୍ଷେପ କଲେ ମୋଦି, ଏକ୍ସରେ ଏକ ପୋଷ୍ଟକୁ ନେଇ ନିଜର ଭୁଲ ସ୍ୱୀକାର କଲା କମ୍ପାନୀ
ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟକୁ ନେଇ କମ୍ପାନୀ ନିଜର ଭୁଲ ସ୍ୱୀକାର କରିଛି । ଭାରତୀୟ ଆଇନ ଅନୁଯାୟୀ କମ୍ପାନୀ କାମ କରିବ ବୋଲି ନିଷ୍ପତ୍ତି ନେଇଛି । ପୂର୍ବରୁ ଏକ୍ସରେ ଆପତ୍ତିଜନକ ଫଟୋ ପ୍ରସଙ୍ଗରେ କେନ୍ଦ୍ର ସରକାର ଚେତାବନୀ ଦେଇଥିଲେ । ଯାହାକୁ ନେଇ!-->…
୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ
ବ୍ରହ୍ମପୁର : ୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାଗୁଡିକ ୦୯.୦୧.୨୦୨୬ , ୧୦.୦୧.୨୦୨୬ ଓ ୧୧.୦୧.୨୦୨୬ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା l!-->…
ଶୌର୍ଯ୍ୟ ଯାତ୍ରା ପରେ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ
ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ଗୁଜୁରାଟ ଗସ୍ତରେ ଦ୍ବିତୀୟ ଦିନରେ ସୋମନାଥ ମନ୍ଦିରରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ବିଶାଳ ରୋଡ୍ ଶୋ’ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷ ଲକ୍ଷଙ୍କ!-->…
କମୁନି ଶୀତ, ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କଲା IMD
ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଥଣ୍ଡା ପାଗ ରେକର୍ଡ ସୃଷ୍ଟି କରିଛି । ସର୍ବନିମ୍ନ ତାପମାତ୍ରା ୩° ସେଲସିୟସ୍ ପହଞ୍ଚିଛି । ଘନ କୁହୁଡ଼ି ଏବଂ ଥଣ୍ଡା ପାଗ ଯୋଗୁଁ IMD ୟେଲୋ ଆଲର୍ଟ ଜାରି କରିଛି ।
ସୂଚନାନୁଯାୟୀ, ଶନିବାର-ରବିବାର ରାତିରେ ଦିଲ୍ଲୀ ଏନସିଆରରେ ଥଣ୍ଡା ଏବଂ ଘନ!-->!-->!-->…