SCB ଅଗ୍ନିକାଣ୍ଡ ଘଟଣା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି, ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ

ଭୁବନେଶ୍ବର: ଜୋର ଧରିଲା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି । SCB ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟପାଳଙ୍କୁ ଭେଟି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । କଟକ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ଘଟଣା ଏବେ

ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍, ଆତ୍ମସମର୍ପଣ କରିଛନ୍ତି ଅନେକ ମାଓବାଦୀ

ଭୁବନେଶ୍ବର: ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍ । ନକ୍ସଲ ନିପାତ ପାଇଁ ମାର୍ଚ୍ଚ ୩୧କୁ ଡେଡଲାଇନ୍ ଦେଇଥିଲେ ଗୃହ ମନ୍ତ୍ରୀ ଅମିତ ଶାହ । ବହୁ ଟପ୍ ନେତା ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି । ଟପ୍ ମାଓ ନେତା କେନ୍ଦ୍ରୀୟ କମିଟି

ଜାତୀୟ ରାଜପଥ NH143 ରାସ୍ତା ମରାମତି ପାଇଁ ଦାବି କଲେ ବୀରମିତ୍ରପୁର ବିଧାୟକ

ବିରମିତ୍ରପୁର : ଗତକାଲି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଥାନା ଅଧିକାରୀ ଶ୍ରୀ ରାମ ପ୍ରସାଦ ନାଗଙ୍କ ଜରିଆରେ ବୀରମିତ୍ରପୁର ଜାତୀୟ ରାଜପଥ NH 143 ରାସ୍ତାକୁ ତୁରନ୍ତ ମରାମତି ପାଇଁ NH ବିଭାଗ କୁ ଦାବି ପତ୍ର ଦିଆଯାଇଛି | ଏହି

ଉମରକୋଟରେ ରନ୍ଧନ ଗ୍ୟାସ କଳାବଜାରୀ ଉପରେ ପ୍ରଶାସନର ଚଢ଼ାଉ: ବିପୁଳ ପରିମାଣର ସିଲିଣ୍ଡର ଜବତ

ଉମରକୋଟ (ନିସର୍ତ୍ତ ନ୍ୟୁଜ) :  ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ରନ୍ଧନ ଗ୍ୟାସର କୃତ୍ରିମ ସଂକଟ ଓ କଳାବଜାରୀ ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ମିଳିତ ଚଢ଼ାଉ କରାଯାଇଛି। ଏହି ଅଭିଯାନ ସମୟରେ ବିଭିନ୍ନ ସ୍ଥାନରୁ ପ୍ରାୟ ୩୮ଟି ଖାଲି

ସାଇବର ଅପରାଧର ମୁକାବିଲା ପାଇଁ ପୋଲିସ ଅଧିକାରୀଙ୍କୁ ତାଲିମ: ରାଉରକେଲା BPUT ରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ…

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଦିନକୁ ଦିନ ବଢ଼ିଚାଲିଥିବା ସାଇବର ଅପରାଧର ପ୍ରଭାବଶାଳୀ ମୁକାବିଲା ପାଇଁ ରାଉରକେଲା ପୋଲିସ ପକ୍ଷରୁ ଏକ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ

ରାଉରକେଲା ପୋଲିସକୁ ବଡ଼ ସଫଳତା: ମୁଖ୍ୟସ୍ରୋତକୁ ଫେରିଲେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ମଙ୍ଗଦୀ

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ରାଉରକେଲା ପୋଲିସର ନକ୍ସଲ ବିରୋଧୀ ଅଭିଯାନରେ ପୁଣି ଏକ ବଡ଼ ସଫଳତା ମିଳିଛି। ସିପିଆଇ (ମାଓବାଦୀ) ସଂଗଠନର ଜଣେ ସକ୍ରିୟ କ୍ୟାଡର ତଥା ଦକ୍ଷିଣ ଛୋଟନାଗରା ଡିଭିଜନର LGSM (Local Guerrilla Squad) ସଦସ୍ୟା ମଙ୍ଗଦୀ ହୋନହାଗା (୧୯) ଆଜି ପୋଲିସ

ସୁନାପଲ୍ଲୀ ପାହାଡ଼ରେ ପୋଲିସ ର ଅତର୍କିତ ଚଢ଼ାଉ ବିପୁଳ ପରିମାଣ ର ବିସ୍ପୋରକ ଜବତ…..!

ବଟି ଖାଇ ନିଘୋଡ଼ ନିଦ୍ରାରେ ଖଣି ଓ ରାଜସ୍ୱ ବିଭାଗ.., ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ରାଜସ୍ବ ଓ ଖଣି ବିଭାଗ..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅନ୍ତର୍ଗତ କୋଟିନଡ଼ା ଥାନା ଇଲାକାରେ ଥିବା ସୁନାପଲ୍ଲୀ ନିକଟରେ ଥିବା ପାହାଡ଼ ଉପରେ ପୋଲିସ ର ଅତର୍କିତ ଚଢ଼ାଉ।ସେଠାରୁ

ତିହୁଡା ମା ଜାଗୁଳାଇଙ୍କ ପୀଠରେ ତେଷଠିତମ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ଝଙ୍କଡ : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ନାଉଗାଁ ବ୍ଲକ ଅଧିନ ତିହୁଡାଗ୍ରାମ ସ୍ଥିତ, ମା ଜାଗୁଳାଇ ଙ୍କ ପୀଠରେ ତେଷଠିତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଗତ ମାର୍ଚ୍ଚ ଚବିଶତାରିଖ ଠାରୁ ଶ୍ରୀମଦ ଭାଗବତ ପରାୟଣ ପ୍ରବଚନ, ପଞ୍ଚୁଦୋଳ ମେଳଣ, ଓ ମହାମନ୍ତ୍ର ନାମଯଜ୍ଞ ଆଦି ବୈଦିକ ବିଧିବିଧାନ

ବାପା ମା’ଙ୍କୁ ହଇରାଣ କଲେ ହେବ ଦରମା କାଟ୍, ପାସ୍ ହେଲା ବିଲ୍

ତେଲଙ୍ଗାନା : ଆଉ ବାପା ମା’ଙ୍କୁ କରିପାରିବେନି ହଇରାଣ । ଜନ୍ମ କଲା ବାପା ମାଙ୍କୁ ଅସୁବିଧାରେ ପକାଉଥିବା ବ୍ୟକ୍ତିଙ୍କୁ ସୁଧାରିବା ପାଇଁ ସରକାର ନେବେ ଅଦ୍ଭୁତ ପଦକ୍ଷେପ । ହଇରାଇ କଲେ କି ଅସୁବିଧା ଆଣିଲେ ଦରମାରେ ପଇସା କାଟ୍ କରି ରଖିଦେବେ ସରକାର । ତେଲଙ୍ଗାନା ବିଧାନସଭାରେ ରବିବାର

ପ୍ରେମିକାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲେ ନେଭି ଅଫିସର

ବିଶାଖାପାଟଣା : ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ରିପିଟ୍ । ବିଶାଖାପାଟଣାରେ ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର କିଛି ଅଂଶ ଫ୍ରିଜରୁ ଉଦ୍ଧାର କରିଛି ପୋଲିସ । କିନ୍ତୁ ଏପର୍ଯ୍ୟନ୍ତ ମୁଣ୍ଡ