ଲିଙ୍ଗରାଜ ମନ୍ଦିରକୁ ପଶିଲେ ଜାପାନୀ ପର୍ଯ୍ୟଟକ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ । ଜଣେ ଜାପାନୀ ପର୍ଯ୍ୟଟକ ଭିତରକୁ ପଶିଥିବା ସୂଚନା ।ପୁଣି ସାମ୍ନାକୁ ଆସିଛି ଲିଙ୍ଗରାଜ ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ଘଟଣା । ସୂଚନା ଅନୁସାରେ ଜଣେ ଜାପାନୀ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।

ଏସସିବିରୁ ଖସିଲା ଛାତ: ରୋଗୀ ଆହତ

କଟକ: ଏସସିବି ମେଡିକାଲ ଛାତର ସିଲିଂ ଜଣେ ରୋଗୀଙ୍କ ଉପରେ ଖସିପଡିବାରୁ ଆହତ ହୋଇଛନ୍ତି ରୋଗୀ । ଖବର ଅନୁସାରେ ଏସସିବି ମେଡିକାଲର ପୁରୁଣା ମେଡ଼ିସିନ ୱାର୍ଡରେ ଏକ ଅଘଟଣ ଘଟିଛି । ଜଣେ ରୋଗୀ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଉପରେ ଛାତର ସିଲିଂ ଖସି ପଡିଥିଲା । ସିଲିଂଟି ତାଙ୍କ ମୁଣ୍ଡ

କେବଳ ଆୟୁର୍ବେଦିକ ଔଷଧ ଲେଖିବେ ଆୟୁଷ ଡାକ୍ତର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିଥିଲେ। ଏଥିରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ

ପି.ଏମ୍ ଶ୍ରୀ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ପି. ଏମ୍ ଶ୍ରୀ ମେଳା

ସୁନ୍ଦରଗଡ : ଆଜି ପି.ଏମ୍ ଶ୍ରୀ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପି. ଏମ୍ ଶ୍ରୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ପୌରପାଳିକାର ପୌରଧ୍ୟକ୍ଷା ତନୟା ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

ଏପ୍ରିଲରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ବର: ଆସନ୍ତା ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏନେଇ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି । ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ଆଜି ଅନୁଷ୍ଠିତ ହେଉଥିବା ବେଳେ ଏହି ସୂଚନା ଦିଆଯାଇଛି । ୨୦୨୭ ଫେବୃଆରୀରେ ହେବ ଦ୍ୱିତୀୟ

ଆସିକା ସୁବର୍ଣ୍ଣେସ୍ୱର ବେଆଇନ ବାଲିଘାଟ ଉପରେ ବିଜେଡ଼ି ନେତାଙ୍କ ପକ୍ଷରୁ ଚଢ଼ାଉ, ଟ୍ରାକ୍ଟର ମାଫିଆ ଛୁ …..!

ପ୍ରଶାସନ ବଟି ଖାଇ ଚୁପ ବିରୋଧି ଦଳ କରୁଛିକାମ …..!ବ୍ରହ୍ମପୁର : ଆସିକା ଠାରେ ଥିବା ବେଆଇନ ବାଲି ଘାଟ ଉପରେ ବିରୋଧି ଦଳ ମାନଙ୍କ ପକ୍ଷରୁ ଘନ ଘନ ଚଢ଼ାଉ ଜାରି ରହିଛି। ସୋମବାର ଦିନ ରାତ୍ର ସମୟରେ କଂଗ୍ରେସ ନେତ୍ରୀଙ୍କ ପକ୍ଷରୁ କେନ୍ଦୁପଦର ବେଆଇନ ବାଲି ଘାଟ ଉପରେ ଚଢ଼ାଉ କରି ଜେସିବି

ପୁଲିସ ଡାକି ଧାନ ଦଲାଲକୁ ଧରାଇଲେ ବିଧାୟକ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ପ୍ରଶାସନ ଡିସେମ୍ବର ୫ରୁ ଧାନ ମଣ୍ଡି ଖୋଲି ଚାଷୀଙ୍କ ଧାନ କ୍ରୟ କରିବ ବୋଲି ଘୋଷଣା କରିଥିଲା। ହେଲେ ଡିସେମ୍ବର ୨୦ ତାରିଖରେ ମଣ୍ଡି ଖୋଲିଲା। ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନେକ ଚାଷୀ ଦଲାଲର ଶିକାର ମଧ୍ୟ ହୋଇଛନ୍ତି।

ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟାରେ ମନ ମୋହିଲା ବରଗଡ଼ର ଦୂଲଦୁଲି

ନୟାଗଡ଼,(ନିସର୍ତ୍ତ) : ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଆନନ୍ଦମୟ ଅନୁଭୂତି ନେଇଆସିଲା। ଆଲୋକ, ସଙ୍ଗୀତ ଓ ସଂସ୍କୃତିର ସମନ୍ୱୟରେ ସମଗ୍ର ପରିବେଶ ଉତ୍ସବମୟ ହୋଇଉଠିଥିଲା । ସନ୍ଧ୍ୟାର କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକନୃତ୍ୟ, ଲୋକସଙ୍ଗୀତ,

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଆଖୁ କ୍ଷେତରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର କ୍ଷତିଗ୍ରସ୍ତ ହେଲେ ଚାଷୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ପଂଚାୟତ ର ଏମଭି-୩୧ ଗ୍ରାମର ପ୍ରତାପ ବିଶ୍ୱାସଙ୍କ ଚାଷ ଜମିରେ ସେ ଆଖୁ ଚାଷ କରିଥିବା ବେଳେ ଅଚାନକ ଲାଗିଲା ନିଆଁ, ଚାଷୀ କ୍ଷତିଗ୍ରସ୍ତ ହେବା ସହ କ୍ଷତିପୂରଣ ନିମନ୍ତେ ପ୍ରଶାସନ ନିକଟରେ କଲେ ନିବେଦନ। ମିଳିଥିବା ସୂଚନାନୁଯାୟୀ