Sign in
Sign in
Recover your password.
A password will be e-mailed to you.
ଟାୱାର ଉପରକୁ ଚଢ଼ିଗଲେ ଯୁବକ, ନାକେଦମ ଅଗ୍ନିଶମ
ସୁବର୍ଣ୍ଣପୁର: ଟାୱାର ଉପରେ ଦୀର୍ଘ ସମୟ ଧରି ଚଢି ରହିଛନ୍ତି ଯୁବକ । ଅଗ୍ନିଶମ ବିଭାଗର ବଢ଼ାଇଛନ୍ତି ଚିନ୍ତା ।ଦୀର୍ଘ ସମୟ ଧରି ଟାୱାର ଉପରେ ଜଣେ ଯୁବକ ଚଢି ରହିଛନ୍ତି । ଦୀର୍ଘ ସମୟ ଧରି ଟାୱାରରୁ ଓହ୍ଲାଉ ନଥିବାରୁ ଅଗ୍ନିଶମ ବିଭାଗର ଚିନ୍ତା ବଢ଼ାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ଏକ!-->…
ଚଳିତ ସପ୍ତାହରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ବର: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବଡ ସୂଚନା । ନୂଆ ପୁରୁଣା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା । ଏଇ ସପ୍ତାହରେ ମିଳିବ ସଭୁଦ୍ରା ଟଙ୍କା । ଆଜି ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ସୁଭଦ୍ରାରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ!-->…
ଛାନଭିନ ପରେ ସ୍ୱାଭାବିକ ହେଲା ହାଇକୋର୍ଟ କାର୍ଯ୍ୟ
କଟକ: ବୋମା ଧମକ ସତ୍ୱେ ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ । ବମ୍ ସ୍କାର୍ଡ, ଡଗ୍ ସ୍କ୍ୱାର୍ଡ ଓ ପୁଲିସର ଛାନଭିନ ପରେ କିଛି ନମିଳିବାରୁ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି । ମୁଖ୍ୟ ବିଚାରପତି ଓ ୩ ବିଚାରପତି କୋର୍ଟରେ ଶୁଣାଣି ଆରମ୍ଭ କରିଛନ୍ତି ।
ରାଜ୍ୟର ୩ଟି କୋର୍ଟ କଟକ ଜିଲା!-->!-->!-->…
ଆନ୍ଦୋଳନ ସ୍ଥଗିତ, ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗ ଦେବେ ଡାକ୍ତର
ଭୁବନେଶ୍ୱର: ସାରା ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଆଜି ଅପରାହ୍ନରେ ଓମସା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଜରୁରୀ ବୈଠକ କରିଥିଲେ । ଏସମା ଲାଗୁ ହେବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଥିଲା । ଆଜିର ବୈଠକରେ ସମାଧାନର ବାଟ ବାହାରିବା ପରେ ଆନ୍ଦୋଳନ!-->…
ଆଞ୍ଚଳିକସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା
ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡ଼ା କ୍ଳଷ୍ଟର ନିଲିମାରି ଆଶ୍ରମ ବିଦ୍ୟାଳୟରେ ସି.ଆର.ସି.ସି. ଶ୍ରୀ ରଞ୍ଜିତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ତିନି ଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳାର ଆୟୋଜନ କରାଯାଇଥିଲା।ଏହି କାର୍ଯକ୍ରମରେ ଗବେଷକ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ଜେନା ଓ!-->…
ବ୍ଲକ ସ୍ତରୀୟ ନିରନ୍ତର ବିକାଶ ଲକ୍ଷ୍ୟ -୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ମାଲକାନଗିରି କୋରୁକୋଣ୍ଡାଗତ ତା ୦୭/୦୧/୨୦୨୬ ରିଖ ବୁଧବାର ଦିନ କୋରୁକୋଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ଦିବସୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ପାଞ୍ଚାୟତ ସମିତି ଊନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ଦୁଷ୍କର୍ମ ଅଭିଯୁକ୍ତ ଯୁବକ ୪ ବର୍ଷ ପରେ ଗିରଫ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ପଞ୍ଚାୟତ କଦମଝର ଜୟମଙ୍ଗଳ ପ୍ରସାଦ ଗାଁର ସନ୍ତୋଷ କୁମାର ପ୍ରଧାନ (୨୯) କୁ ଓଡ଼ଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ଖାରଜ ହେବାରୁ ପକ୍ସୋ ଆଇନର ଅଭିଯୁକ୍ତ ସନ୍ତୋଷ କୁ ବିଚାର ବିଭାଗୀୟ ହାଜତକୁ ପଠାଇ!-->…
ଅଙ୍ଗନବାଡି କେନ୍ଦ୍ରରେ କିଶୋରୀ ଅଣ୍ଡା ବଣ୍ଟନ ତିନି ମାସ ହେଲା ବନ୍ଦ …!
ଅର୍ଥ ବରାଦ ହୋଇନଥିବା ଯୋଗୁଁ ଅଣ୍ଡା ଯୋଗାଣ ବନ୍ଦ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଦୀର୍ଘ ମାସ ହେଲା ସିଡିପିଓ ପଦବୀ ଖାଲି ପଡିଛି। ଅଙ୍ଗନବାଡି କେନ୍ଦ୍ର ନିଜ ଇଚ୍ଛା ଅନୁସାରେ ଖୋଲାଯାଉଥିବା ଲକ୍ଷ କରାଯାଇଛି। ଦାୟିତ୍ୱ ରେ ରହିଥିବା ସୁପରଭାଇଜର କେବଳ ଅଫିସରେ ରହିବା ଫଳରେ!-->…
ରଣପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଣ୍ଟୁ ଛୁରିଆଙ୍କ ସୁରରେ ଜମିଲା ମଞ୍ଚ…
ନୟାଗଡ଼,୦୭/୧/୨୫(ନିସର୍ତ୍ତ) ରଣପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ,ଐତିହାସିକ ସ୍ମୃତି ଓ ସଙ୍ଗୀତର ମାୟାରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରୂପେ ଐତିହାସିକ ରଣପୁରଗଡ଼ ଫଟୋ ପ୍ରଦର୍ଶନୀ ଦର୍ଶକଙ୍କ ଭାରି!-->!-->!-->…
ନାବାଳିକା ବିବାହ ପ୍ରତି ଆଖି ବୁଜି ଦେଇଛି ଶିଶୁ ସୁରକ୍ଷା ବିଭାଗ…
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ନାବାଳିକା ବିବାହ ଏକ ବ୍ୟାଧିରେ ପରିଣତ ହୋଇଛି ।ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦୀର୍ଘ ଦିନ ଧରି ଏ ଦିଗରେ କାର୍ଯ୍ୟ କରୁଥିଲେ ମଧ୍ୟ ଏଥିରେ କୌଣସି ଲାଭ ମିଳୁନାହିଁ ।ଜିଲ୍ଲାର ବିଭିନ୍ନ ସ୍ଥାନରେ ନାବାଳିକା ବିବାହ ହେଉଛି ।ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ!-->!-->!-->…