Sign in
Sign in
Recover your password.
A password will be e-mailed to you.
ଆଗାମୀ ଦୁଇ ସପ୍ତାହ ଜାରି ରହିବ ଶୀତ ଲହରୀ
ଭୁବନେଶ୍ବର: ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତରୁ ମିଳିବ ନାହିଁ ନିସ୍ତାର । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସୂଚନାଯୋଗ୍ୟଯେ ,୨୪ ସହରରେ ରାତି ତାପମାତ୍ରା ୧୦ କିମ୍ବା ତାଠୁ କମ ଥିଲା । ରାଜଧାନୀ ସମେତ ଅନେକ ସହରରେ ତାପମାତ୍ରା ୧୦ ତଳକୁ ରହିବା ଓ ଶୀତ!-->…
ମାଟ୍ରିକ ପିଲାଙ୍କୁ ଗୁରୁମନ୍ତ୍ର ଦେଲେ ବିଇଓ
ଚିକିଟି : ଜଣେ ଉତ୍ତମ ଓ ପ୍ରତିଷ୍ଠିତ ଛାତ୍ର ଓ ଛାତ୍ରୀ ରୂପେ ଗଢି ତୋଳିବା ପାଇଁ ସମସ୍ତ ପିତାମାତା ସ୍ୱପ୍ନ ଦେଖିଥାନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ପାଇଁ ଅହରହ ଚେଷ୍ଟା କରିଆସୁଛନ୍ତି। ମାଟ୍ରିକ ହେଉଛି ଭବିଷ୍ୟତ ଗଠନର ପ୍ରଥମ ପାହାଚ।!-->…
ବଢିଲା ପାର୍କିଂ ଫି, ପୁରୀରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାଇଁ ଦେବାକୁ ପଡିବ ୫୦୦ ଟଙ୍କା
ପୁରୀ: ପୁରୀରେ ବଢିଲା ପାର୍କିଂ ଫି । ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ୪ଟି ଭକ୍ତନିବାସର ପାର୍କିଂ ଫି ବୃଦ୍ଧି କରାଯାଇଛି । ଏଣିକି ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାର୍କିଂ ପାଇଁ ୫୦୦ ଟଙ୍କା ସହ ଅତରିକ୍ତ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ!-->…
ମାଲକାନଗିରି ଜିଲ୍ଲାରେ ସ୍ଵାଗତ ହେଲା ଶ୍ରୀରାମ ସ୍ଵର୍ଣ୍ଣ ଧନୁଷ ରଥ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମାରେ ଆଜି ସନ୍ଧ୍ୟା ରେ ସୁଦୂର ରାଉଲକେଲା ରୁ ଯାତ୍ରା ଆରମ୍ଭ କରିଥିବା ଏହି ସ୍ଵର୍ଣ୍ଣ କୋଦଣ୍ଡ ବିଜୟ ଧନୁଷ ରଥ ପହଞ୍ଚିଛି l ସ୍ବର୍ଣ୍ଣ ଧନୁଷଟି ୮ ଫୁଟ ଲମ୍ବା ଏବଂ ୩ ଫୁଟ ଉଚ୍ଚ । ଏହା ପ୍ରାୟ ୨୪୦ କିଲୋଗ୍ରାମ ତମ୍ବା, ୨.୫ କିଲୋଗ୍ରାମ ରୂପା, ୨୦!-->…
ରାଜନଗର ବିଡିଓଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ୭ଦିନ ହେଲା ବ୍ଲକ ଅଫିସରେ ପଡିଛି ତାଲା
ରାଜନଗର: ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି । ୭ଦିନ ହେଲା ବ୍ଲକ ଅଫିସରେ ପଡିଛି ତାଲା । ସରକାରୀ କାର୍ଯ୍ୟ ଠପ୍ । ଆଜି ବି ଧାରଣାରେ ବସିଛନ୍ତି ସରପଞ୍ଚ ସଂଘ ଓ ଜିଲ୍ଲା ପରିଷଦ ସଦସ୍ୟ । ବ୍ଲକରେ ଅଚଳା ଅବସ୍ଥା ଜାରି ରହିଛି ।
ଗତକାଲି!-->!-->!-->…
ଜଙ୍ଗଲରୁ ଯୁବକଙ୍କ ଦରପୋଡ଼ା ଶବ ଜବତ : ହତ୍ୟା ସନ୍ଦେହ, ତଦନ୍ତ ଅବ୍ୟାହତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଖଜୁରୀପଡ଼ା ଥାନା ଆର୍.ନୂଆଗାଁ ପଞ୍ଚାୟତ ଖଲିବେରଣା ଗ୍ରାମର!-->…
ଆତ୍ମସମର୍ପଣ କଲେ ୨୬ ହାର୍ଡକୋର ମାଓବାଦୀ
ମାଲକାନଗିରି : ଭୁଶୁଡୁଛି ମାଓ ଗଡ଼ । ୨୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ପୋଲିସ ନିକଟରେ ଅସ୍ତ୍ର ଛାଡ଼ି ଗୋଲାପ ଧରିଲେ ମାଓବାଦୀ । ଛତିଶଗଡ଼ର ସୁକମା SPଙ୍କ ନିକଟରେ ୨୬ ହାର୍ଡକୋର ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏହି ୨୬ଜଣ ହାର୍ଡକୋର ମାଓବାଦୀଙ୍କ ଉପରେ ଥିଲା ୬୪ ଲକ୍ଷ!-->…
ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ
କୋରାପୁଟ: କାର୍ଯ୍ୟରେ ଅବହେଳା ଅଭିଯୋଗ ନେଇ ପରିବହନ ବିଭାଗର ୩ଜଣ ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି । ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ନିଗମ ନିର୍ଦ୍ଦେଶକ । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ ହେବ ।
ତିନି ଅଧିକାରୀ ହେଉଛନ୍ତି ଈଶ୍ୱର!-->!-->!-->…
କେଳୁଚରଣ କୀର୍ତ୍ତି ଶତକମ୍ ଚିତ୍ରକଳା ଓ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପଦ୍ମ ବିଭୂଷଣ ଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ!-->…
ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର; ଏସପି ଅଫିସ ଆଗରେ ବିକ୍ଷୋଭ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିର ଫାଇନାଲ ଲିଷ୍ଟ ଗତକାଲି ରାତିରେ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନ ଥିବା ଛାତ୍ରଛାତ୍ରୀ ମାନେ ଆଜି ଭଦ୍ରକ ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନୀ କରିଛନ୍ତି ।!-->…