ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ଖସିଲା କାର

ମାଲକାନଗିରି, ୯।୧ : ମାଲକାନଗିରି ଜିଲ୍ଲାରେ ଏକ କାର ଦୁର୍ଘଟଣା ଘଟି ସପ୍ତଧାରା ନଦୀ ମଧ୍ୟକୁ ଖସି ପଡିଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟାନ୍ନ ଏକ ଟା ସମୟ ରେ ଜୟପୁର ଆଡୁ ଆସୁଥିବା ଏକ ଟି ୟୁ ଭି ଗାଡି ନମ୍ବର ଓଡ଼ି ୩୦ ଏଫ ୧୯୮୯ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ସପ୍ତଧାରା ନଦୀ

ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ମୃତ

ଖୋର୍ଦ୍ଧା: ମାଡ଼ିଗଲା ଗାଡ଼ି, ଚାଲିଗଲା ୨ ଜୀବନ । ଖୋର୍ଦ୍ଧା ସଦରଥାନା ୧୬ ନମ୍ବର ଦଧିମାଛଗାଡିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ମୃତ । ମୃତ ଯୁବକ ଦୁଇ ଜଣ ବିକାଶ ବରାଳ ଓ ଶୁଭ୍ରାଂଶୁ ସୁନ୍ଦରାୟ । ଆଜି ସକାଳ ବାଣପୁର ସାନହନ୍ତୁଆରୁ ଭୂବନେଶ୍ବର

ଜାନୁଆରୀରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ସୁଲଭ ଗୃହ ନିର୍ମାଣ ପାଇଁ ପ୍ରୋତ୍ସାହନ ସ୍ୱରୂପ ଓଡ଼ିଶା ସରକାର ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ହସ୍ତାନ୍ତର କରିବେ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନ କହିଛନ୍ତି।

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମରେ ପରିବର୍ତ୍ତନ

ଭୁବନେଶ୍ବର: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଏଥିରେ ଗ୍ରାମସଭାର ଭାଗୀଦାରି ବୃଦ୍ଧି କରାଯାଇଛି । ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପରେ କୌଣସି ପ୍ରକାର କ୍ଷତିର ଭରଣା ସମ୍ପୃକ୍ତ ସଂସ୍ଥା କରିବ । ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ

ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ଦିଲ୍ଲୀ ଗଲେ ନବରଙ୍ଗପୁର ମହାବିଦ୍ୟାଳୟର ୬ ଛାତ୍ର

ନବରଙ୍ଗପୁର: ଦିଲ୍ଲୀରେ ଆସନ୍ତା ସାଧାରଣତନ୍ତ୍ର ଦିବସ (ଆରଡି) ପରେଡ୍ ପାଇଁ ମନୋନୀତ ହୋଇଛନ୍ତି ନବରଙ୍ଗପୁର କଲେଜର ୬ଜଣ ଛାତ୍ର। ସେମାନେ ହେଲେ ଯୁକ୍ତ ୩ ପଦାର୍ଥ ବିଜ୍ଞାନ ଛାତ୍ର ତଥା କମ୍ପାନି କ୍ୱାର୍ଟରମାଷ୍ଟର ସର୍ଜେଣ୍ଟ ଆଦର୍ଶ ପ୍ରତ୍ୟୁଷ କର୍କରା, ଯୁକ୍ତ ୩ ରାଜନୀତି ବିଜ୍ଞାନ ଛାତ୍ର ଓ

ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପାଇଁ ମେଗା ନାମଲେଖା ଶିବିର : ୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ରଘୁନାଥ ବିଦ୍ୟାପୀଠରେ ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପାଇଁ ନାମଲେଖା ଶିବିର ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ପରୀକ୍ଷା ଦେବେ

ରଣପୁର ଅର୍ଜୁନ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଲା…

ନୟାଗଡ଼,୮/୧/୨୬,(ନିସର୍ତ୍ତ):ରଣପୁର ମାଟିର ମହାକବି ଭକ୍ତଚରଣ ଦାସଙ୍କ ଉଦ୍ଦେଶ୍ୟରେ ସମର୍ପିତ 'ଅର୍ଜୁନ-୨୦୨୬'ର ଚତୁର୍ଥ ସନ୍ଧ୍ୟାରେ ଅନୁଷ୍ଠିତ ସଭାକାର୍ଯ୍ୟ ଏବଂ ସାଂସ୍କୃତିକ ଉତ୍ସବରେ ଓଡିଶା ବିଧାନସଭାର ବାଚସ୍ପତି ଅଧ୍ଯକ୍ଷତା କରି କହିଥିଲେ ମହୋତ୍ସବ ହେଉଛି ଆମ ସମସ୍ତଙ୍କୁ ଏକତାର

୩ ଭାରତୀୟଙ୍କୁ କାବୁ କଲା ଆମେରିକା

ଆମେରିକା: ରୁଷୀୟ ତେଲ ଟ୍ୟାଙ୍କରକୁ ଆମେରିକା କବଜା କରିବା ଘଟଣାରେ ଆମେରିକା କବଜାରେ ୩ ଭାରତୀୟ ।ଆମେରିକା ଦ୍ୱାରା ରୁଷୀୟ ତେଲ ଟ୍ୟାଙ୍କର ଜାହାଜ ଜବତ ଘଟଣାରେ ଜାହାଜରୁ ମିଳିଲେ ୩ ଭାରତୀୟ । ଗତକାଲି ମାରିନେରା ନାମକ ଏକ ରୁଷୀୟ ତେଲ ଟ୍ୟାଙ୍କର ଜାହାଜକୁ ଅନ୍ତର୍ଜାତୀୟ ଜଳପଥରୁ କବଜା

ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ବେଳେ ଇଡି-ମମତା ମୁହାଁମୁହିଁ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଇଡି ଓ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ସମୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।ପଶ୍ଚିମବଙ୍ଗ ଶାସକ ଦଳ ଟିଏମସିର ରାଜନୈତିକ ପରାମର୍ଶଦାତା ଏବଂ ଆଇଟି ସେଲ୍ ଦାୟିତ୍ୱରେ ଥିବା (ଭାରତୀୟ ରାଜନୈତିକ କାର୍ଯ୍ୟ କମିଟି)

ଭାରତୀୟଙ୍କ ପାଇଁ ସମସ୍ତ ଭିସା ବନ୍ଦ କଲା ବାଂଲାଦେଶ

ଢାକା: ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ ଦେବାକୁ ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ ଝଟକା ଦେଇଛି । ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିବ । ବାଂଲାଦେଶ ସରକାର ଦିଲ୍ଲୀ,