ବଢ଼ିବନି ବିଧାୟକଙ୍କ ଦରମା, ଦରମା ବୃଦ୍ଧି ବିଲ ପ୍ରତ୍ୟାହୃତ

ଭୁବନେଶ୍ୱର : ବଢ଼ିବନି ବିଧାୟକଙ୍କ ଦରମା । ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ । ମନ୍ତ୍ରୀ, ବିଧାୟକ ଏବଂ ବାଚସ୍ପତିଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର କଲେ ରାଜ୍ୟ ସରକାର । ଗତ ବର୍ଷ ବିଲ୍ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି

ଆସିଲା ୩ ବର୍ଷିଆ ଅବକାରୀ ନୀତି, ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ୱର : ଆସିଲା ନୂଆ ୩ ବର୍ଷିଆ ଅବକାରୀ ନୀତି । ୧ ଏପ୍ରିଲରୁ ଲାଗୁ ହେବ । ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ OFF କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂଆ ମଦ

ବଢୁଛି ଗ୍ୟାସ କଳାବଜାରୀ, ୩ ହଜାର ଟଙ୍କାରେ ବିକ୍ରି ହେଉଛି ସିଲଣ୍ଡର

ଭୁବନେଶ୍ୱର : ଗ୍ୟାସର ଅଭାବକୁ ନେଇ ବଢୁଛି କଳାବଜାରୀ । ୩ ହଜାର ଟଙ୍କାରେ ବିକ୍ରିହେଉଛି ଗ୍ୟାସ୍ ସିଲଣ୍ଡର । ହନ୍ତସନ୍ତ ବ୍ୟବସାୟୀ ଓ ଗ୍ରାହକ। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି କାରଣରୁ ଗ୍ୟାସ ଓ ତୈଳ ଯୋଗାଣରେ ବାଧା ସୃଷ୍ଟି ହେଉଛି । ଏହି ସୁଯୋଗକୁ ନେଇ କଳାବଜାରୀମାନେ

ରୋଗୀ ମୃତ୍ୟୁକୁ ନେଇ ଏସସିବିରେ ଉତ୍ତେଜନା, ଡାକ୍ତରଙ୍କୁ ମାଡ଼ ଅଭିଯୋଗ

କଟକ : ରୋଗୀ ମୃତ୍ୟୁ ନେଇ କଟକ ଏସସିବିରେ ଉତ୍ତେଜନା । ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ । ନେଫ୍ରୋଲୋଜି ବିଭାଗରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଭୁବନେଶ୍ୱରରୁ ଯାଇଥିବା ଜଣେ ରୋଗୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ

ଜିଲ୍ଲା ପ୍ରଶାସନ ଓ ଏଚ୍.ଏ.ଏଲ୍ ସୁନାବେଡା ର ମିଳିତ ପ୍ରୟାସରେ ଭିନ୍ନକ୍ଷମ ମାନଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର…

କୋରାପୁଟ(ନିସର୍ତ୍ତ)(ବସନ୍ତ ପେଗଡ)-26/03/ 26-କୋରାପୁଟ ପୋଲିସ୍ ପଡିଆଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଏଚ୍.ଏ .ଏଲ୍ ସୁନାବେଡା ତରଫରୁ ଜିଲ୍ଲାର 84 ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଏଚ.ଏ.ଏଲ (ସି.ଏସ୍. ଆର୍) ସହାୟତାରେ ଇଲେକ୍ଟ୍ରିକ୍ ସ୍କୁଟର

ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ ୯୧ତମ ଉତ୍କଳ ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି…

ବାଲିଗୁଡା, ତା, ୨୬/୦୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ ୯୧ତମ ଉତ୍କଳ ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି l ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହ ରେ ପାଳନ କରାଯିବା ପାଇଁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟି ର ସଭାପତି

ବେଆଇନ ଗ୍ୟାସ ରିଫିଲିଙ୍ଗ: ସିଲିଣ୍ଡରରେ ପାଣି ଭର୍ତ୍ତି କରି ବିକ୍ରି ଅଭିଯୋଗ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

କଟକ : ବେଆଇନ ଗ୍ୟାସ ରିଫିଲିଙ୍ଗ ଏବଂ ଅପମିଶ୍ରଣ ଅଭିଯୋଗରେ ଡେଲିଭରୀ କର୍ମଚାରୀ ଗିରଫ । ଅକସ୍ମାତ୍ ଚଢ଼ାଉ କରି ଧରିଲା ବିଡ଼ାନାସି ଥାନା ପୋଲିସ । ୧୦ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ଏକ୍ସପ୍ଲୋସିଭସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କଲା କମିଶନରେଟ୍ ପୋଲିସ । ବେଆଇନ ଭାବେ ଅସୁରକ୍ଷିତ

କାଳବୈଶାଖୀ ତାଣ୍ଡବ: ଛାରଖାର ହୋଇଗଲା ମହୋତ୍ସବ ଷ୍ଟଲ୍

ଯାଜପୁର : ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । କେଉଁଠି ଭାଙ୍ଗୁଛି ତ ଆଉ କେଉଁଠି ଉଡାଇ ନେଉଛି । କାଳବୈଶାଖୀ ଝଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜୋର ପବନ ବୋହିବା ସହ ମୁଷଳଧାରା ବର୍ଷା ଓ ପ୍ରବଳ କୁଆପଥର ପଡିବାରୁ କିଛି ସମୟ ପାଇଁ ସମଗ୍ର ଅଞ୍ଚଳ ଜନଜୀବନ

ଟେଷ୍ଟ ଡ୍ରାଇଭ୍ ଆଳରେ ଡିଫେଣ୍ଡର ଲୁଟିଲେ ବିହାରୀ ଲୁଟେରା

ଭୁବନେଶ୍ୱର : ଟେଷ୍ଟ ଡ୍ରାଇଭ୍ ଆଳରେ ଡିଫେଣ୍ଡର ଧରି ଛୁ । ଲୁଟ ଅଭିଯୋଗ ନେଇ ପୋଲିସର ହଟଚମଟ ପରେ ଡିଫେଣ୍ଡର ଛାଡ଼ି ଦେଇ ପଳାଇଲେ ଅଭିଯୁକ୍ତ । ଖୋର୍ଦ୍ଧା ଗୋଡିପଡା ଟୋଲ ଗେଟ୍ ନିକଟରୁ ଡିଫେଣ୍ଡରକୁ ଠାବ କଲା ପୋଲିସ । ଅଭିଯୁକ୍ତ ମାନେ ମାଲିକକୁ ମେସେଜ ପଠାଇ ଗାଡିକୁ ଛାଡ଼ି ଦେଇ ମାରିଲେ

ଭିଜିଲାନ୍ସ ଜାଲରେ ଏସଡିଓ ; ଅଫିସ ଓ ଘରେ ରେଡ୍

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ସ୍ଥିତ ବସନ୍ତ ବିହାର ଅଞ୍ଚଳରେ ପ୍ରାୟ ୩୫୫୦