Sign in
Sign in
Recover your password.
A password will be e-mailed to you.
ବାଂଲାଦେଶୀଙ୍କୁ ଧରିବା ଲାଗି କେନ୍ଦ୍ରାପଡା ଓ ଜଗତସିଂହପୁରରେ ଯାଞ୍ଚ କଡ଼ାକଡ଼ି
ଜଗତସିଂହପୁର: ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଫାଣ୍ଡି ପଛପଟେ ଥିବା ବେହରାମପୁର ବସ୍ତିରେ ପୁଲିସ ରବିବାର ରାତିରେ ବାଂଲାଦେଶୀ ରହୁଥିବା ଖବର ପାଇ ଚଢଉ କରିଥିଲା। ସନ୍ଦିଗ୍ଧ ବାଂଲାଦେଶୀଙ୍କ କାରନାମା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି!-->…
ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ତଦନ୍ତ ପାଇଁ ବ୍ରହ୍ମପୁର ଗଲା ସିବିଆଇ ଟିମ୍
ଭୁବନେଶ୍ୱର:ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଅଧିକ ତଦନ୍ତ ଲାଗି ବ୍ରହ୍ମପୁର ଗଲା ସିବିଆଇ ଟିମ୍। ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ ଦ୍ବାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ପୂର୍ବରୁ କ୍ରାଇମବ୍ରାଞ୍ଚି ଏହି!-->…
ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ
ଢେଙ୍କାନାଳ: ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛି । ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଟିପିସିଓଡିଏଲର ମନମୁଖୀ କାର୍ଯ୍ୟ ଓ ସ୍ମାର୍ଟ ମିଟର ବିରୋଧରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି ।!-->…
ଲୋକଙ୍କ ସମସ୍ୟାର ସମାଧାନ ପାଇଁ ୩ କିମି ପାହାଡ଼ ଚଢିଲେ ବିଡିଓ
ନବରଙ୍ଗପୁର: ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପାଦରେ ଚାଲିଚାଲି ଯାଇ ପାର ହେଲେ ତିନି ପାହାଡ଼ । ପାଞ୍ଚଟି ପରିବାର ପାଖରେ ସରକାରୀ ସୁବିଧାକୁ ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ବିଡିଓ!-->…
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ବାରବାଟି ମ୍ୟାଚ୍: ଡିସେମ୍ବର ୧ରୁ ଅନଲାଇନ୍ ଟିକେଟ ବିକ୍ରି
କଟକ : ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିପାଇଁ ଡିସେମ୍ବର ୧ ରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ । ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଅଫଲାଇନ୍ ଜରିଆରେ ଟିକେଟ!-->…
ଡିସେମ୍ବର ୧ରୁ ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ
ଭୁବନେଶ୍ୱର: ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ । ୨ ଦଫା ଦାବି ନେଇ ଏହି ଆନ୍ଦୋଳନ ହେବ । ନଭେମ୍ବର ୩୦ ସୁଦ୍ଧା ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଡିସେମ୍ବର ୧ରୁ ରାଜରାସ୍ତାରେ ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ । ଏଥିପାଇଁ ରାଜ୍ୟ!-->…
ଜଗତସିଂହପୁରରେ ବାଂଲାଦେଶୀଙ୍କ ଆଡ୍ଡାରେ ଚଢଉ: ମାରଣାସ୍ତ୍ର ଜବତ, ମହିଳା କନେଷ୍ଟବଳ ଆହତ
ଭୁବନେଶ୍ବର: ଜଗତସିଂହପୁରରେ ବାଂଲାଦେଶୀଙ୍କ ଆଡ୍ଡାରେ ଚଢଉ । ବିପୁଳ ମାରଣାସ୍ତ୍ର ଓ ପିସ୍ତଲ ଜବତ। ସଦର ଥାନା ବେହେରାମପୁର ବସ୍ତିରୁ ଦୁଇ ବାଂଲାଦେଶୀ ଅଟକ । ସେମାନଙ୍କ ଠାରୁ ବନ୍ଧୁକ, ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ । ଚଢ଼ାଉ ବେଳେ ପୋଲିସ ବାଂଲାଦେଶୀଙ୍କ!-->…
ରାଇକିଆରେ ବୀର ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ
ରାଇକିଆ : ଆଜି କନ୍ଧମାଳ ଜିଲ୍ଲାର ରାଇକିଆ ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି। ବିଦ୍ୟାଳୟ ପିଲାମାନଙ୍କର ଦୃଷ୍ଟି ସମସ୍ୟା ଚିହ୍ନଟ କରି ମାଗଣାରେ ଚିକିତ୍ସା ସୁବିଧା!-->!-->!-->!-->!-->…
୧୫ ଦିନ ପରେ ମେଡିକାଲରୁ ଉଦ୍ଧାର ହେଲେ ବାର୍ଥଡେ ପାର୍ଟିରୁ ନିଖୋଜ ଯୁବକ
ଭୁବନେଶ୍ବର: ନଭେମ୍ବର ୧ ତାରିଖରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ଶେଷରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଠାବ କରାଯାଇଛି।
ସୂଚନା ଅନୁଯାୟୀ, ସତ୍ୟଜିତ ଦାସ ନାମକ ଯୁବକଙ୍କୁ ଶନିବାର ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ଅଣାଯାଇଥିଲା। ଏହାପରେ ହସ୍ପିଟାଲ ପକ୍ଷରୁ ତାଙ୍କ ଶରୀରରେ!-->!-->!-->…
ମୋବାଇଲ୍ ନେଟୱାର୍କ ସମସ୍ୟା ନେଇ ରାସ୍ତା ଅବରୋଧ ସହ ଗଣଧରଣା
ରାଇକିଆ : କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ଵର ଗ୍ରାମପଞ୍ଚାୟତର ୯ ଗୋଟି ୱାର୍ଡର ଜନସାଧାରଣ ମୋବାଇଲ୍ ସେବା ନେଟୱାର୍କ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ବହୁବାର ଜଣାଇ ଦାବି କରି ଆସୁଥିଲେ ହେଁ କୌଣସି ସୁଫଳ କିମ୍ଵା ଦାବି ପୂରଣ ହେଉନଥି!-->…