Sign in
Sign in
Recover your password.
A password will be e-mailed to you.
୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ଦେବଗଡ, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ବରଗଡ!-->…
ଓଡିଶା ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ
ଦେଶରେ ବିଜେପିର ବିକଳ୍ପ ଭାବେ ଦିନକୁ ଦିନ ମଜବୁତ ହେବାରେ ଲାଗିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ପରେ ଏବେ ପଞ୍ଜାବ ଦଖଲ କରି ନିଜର ସ୍ଥିତି ଜାହିର କରିଛି ଆପ୍ । ବିଜେପି ଓ କଂଗ୍ରେସ ପରେ ଆପ ହେଉଛି ଏକମାତ୍ର ଦଳ ଯାହାର କି ଦୁଇଟି ରାଜ୍ୟରେ ଶାସନ ରହିଛି । ସାମ୍ବାଦିକ ସମ୍ମିଳନୀରେ ଏଭଳି!-->…
ଆସନ୍ତା ୨୭ ତାରିଖରେ ହେବ ASO ପରୀକ୍ଷା
ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ସହ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ଘୁଞ୍ଚିଥିଲା ଏଏସଓ ପରୀକ୍ଷା। ଆସନ୍ତା ୨୭ ତାରିଖରେ ହେବ ଏଏସଓ ପରୀକ୍ଷା। ପୂର୍ବରୁ ୨୧ ତାରିଖରେ ହେବାକୁ ଥିବା ଲିଖିତ ଏଏସଓ ପରୀକ୍ଷା ୨୭ ତାରିଖରେ ହେବ। ଏନେଇ ଆଜି ଓପିଏସଇ ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା!-->…
ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ନଜରରେ ରହିଛି ସୁବର୍ଣ୍ଣରେଖା ଓ ବୈତରଣୀ: SRC
ଭୁବନେଶ୍ୱର : ଅଵପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ ରେ ୭ଟି ଗେଟ୍ ଖୋଲିଛନ୍ତି । ସେଠାରୁ ୧ ଲକ୍ଷ ୫ ହଜାର କ୍ୟୁସେକ ବନ୍ୟାଜଳ ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖାରେ!-->…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଆଜି ବି ଦୈନିକ କରୋନା ସଂକ୍ରମଣ ୪ଶହ ମଧ୍ୟରେ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବାବେଳେ ୧୩୩ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ୧୮ ବର୍ଷ!-->…
ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ନାବାଳକ, ଉଦ୍ଧାର କଲେ ଗ୍ରାମବାସୀ
ଅନୁଗୁଳ: ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଲରେ ଡେରଜାଙ୍ଗ ଡ୍ୟାମ୍ ଛାଡ଼ିବା ଫଳରେ ନାଳରେ ବଢ଼ି ପାଣି ଆସିଥିଲା। ଫଳରେ ପରତରା ଗ୍ରାମର ଜଣେ ନାବାଳକ ପାଣିରେ ଭାସି ଯାଉଥିବାର ଜଣା ପଡ଼ିଥିଲା। ପାଣିରେ ଦୁଇ କିଲୋମିଟର ଭାସିଯିବା ପରେ, ଜରାସିଂହା ଗ୍ରାମର କିଛି ଲୋକ ପାଣିରେ ଭାସି!-->…
ଜୁଡ଼ିଆ ଘାଟିରେ ଧସିଲା ପଥର, ଯାତାୟତ ବାଧାପ୍ରାପ୍ତ
କେନ୍ଦୁଝର : ଜୁଡ଼ିଆ ଘାଟିରେ ଧସିଲା ପଥର । କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଜୁଡିଆ ଘାଟିରେ ଧସିଛି ପଥର । ଯାହାଫଳରେ ଏହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ୍ ଅଳ୍ପକେ ବର୍ତ୍ତି ଯାଇଛି।
ତେବେ ଜୁଡ଼ିଆ ଘାଟିରେ ୩ ରୁ ୪ଟି ସ୍ଥାନରେ ପଥର ଧସିଛି। ଖବର ପାଇ ଜାତୀୟ ରାଜପଥର!-->!-->!-->…
ବନ୍ୟଜୀବନ ଉପରେ ନପଡୁ କୋଇଲା ଖଣିର ପ୍ରଭାବ : ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ଓଡିଶାରେ ନୂତନ ଆବଣ୍ଟିତ କୋଇଲା ବ୍ଲକ ଅଞ୍ଚଳରେ ବନ୍ୟଜୀବନ ସୁରକ୍ଷା ଓ ପରିଚାଳନା ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅଞ୍ଚଳରେ ବନ୍ୟଜନ୍ତୁ ସଂରକ୍ଷଣ, ସୁରକ୍ଷା ଏବଂ ମୁକ୍ତ ଚଳପ୍ରଚଳ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ!-->…
କୋରାପୁଟ ଗାନ୍ଧୀନଗରରେ ପାଇଖାନା କାନ୍ଥ ଭୁଷୁଡ଼ି ନାବାଳକର ମୃତ୍ୟ
କୋରାପୁଟ: କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଗାନ୍ଧୀନଗରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଗାନ୍ଧୀନଗରସ୍ଥିତ ନୂଆଁ ସାହିର ସୁମନ୍ତ କୁମାର ଭାତ୍ରାଙ୍କ ବଡ ପୁଅ ପ୍ରୀୟାସୁ ଭାତ୍ରା ସ୍ଥାନୀୟ ବିକାଶ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିଲେ। ଆଜି ଶନିବାର ଭୋର୍!-->…
ଶିଶୁଭବନ ସ୍ଥିତି ସମୀକ୍ଷା କଲେ CMC କମିଶନର ଓ ମେୟର
କଟକ: ଶିଶୁ ଭବନର ନବୀକରଣ କାର୍ଯ୍ୟକୁ ତଦାରଖ କରିଛନ୍ତି କଟକ ମେୟର ଓ କମିଶନର(Cuttack mayor and CMC Commissioner Visit Sishu Bhawan ) । ଶିଶୁଭବନରେ ଜାରି ରହିଥିବା ନବୀକରଣ କାର୍ଯ୍ୟର ରୂପରେଖକୁ ସମୀକ୍ଷା କରିବା ସହ କାର୍ଯ୍ୟର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କ ସହ!-->…