ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ହତ୍ୟା, ଅଭିଯୁକ୍ତ ଅଟକ

ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗତକାଲି ବିଳମ୍ୱିତ ରାତ୍ରିରେ ଘରେ ପଶି ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ନନ୍ଦୁ ମୁଣ୍ଡା(୪୦)। ପୁଲିସ ଅଭିଯୁକ୍ତ ଥୁବୁ ମାଝୀକୁ ଅଟକ ରଖି ଘଟଣାର

ମହଙ୍ଗା ପଡିଲା ଥାନା ଭିତରେ ପୋଲିସକୁ ମାଡ : ଗିରଫ ହେଲେ ସଫ୍ଟୱେୟାର ଇଞ୍ଜିନିୟର ଓ ଠିକାଦାର

ଭୁବନେଶ୍ବର : ମହଙ୍ଗା ପଡ଼ିଲା ଥାନା ଭିତରେ ପଶି ପୋଲିସକୁ ମାଡ ମାରିବା । ଭୁବନେଶ୍ବର ଇନଫୋସିଟି ଥାନା ଡିସିଓ ଦାୟିତ୍ଵରେ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଛନ୍ତି ଟିସିଏସର ଜଣେ ସଫ୍ଟୱେୟାର ଇଞ୍ଜିନିୟର ଓ ଜଣେ ଠିକାଦାର । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର

ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭାଳି ପାରିବେ ନାହିଁ : ଶାହବାଜ ସରିଫ୍

ଇସ୍ଲାମାବାଦ : ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭା​ଳି ପାରିବେ ନାହିଁ । ଏଣୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଏକ ମାତ୍ର ପନ୍ଥା ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଦେଶର ପରମାଣୁ ଅସ୍ତ୍ର ଓ ସେନା କେବଳ

ଉତ୍ତରାଖଣ୍ଡ : ବାଘୁଣୀ ଆତଙ୍କ ଯୋଗୁଁ ସ୍କୁଲ ଛୁଟି

ଡେରାଡୁନ : ଉତ୍ତରାଖଣ୍ଡ ରାଜ୍ୟର ପାଉରି ଜିଲ୍ଲାରେ ଏକ ପ୍ରାଥମିକ ସ୍କୁଲରେ ବାଘ ଆତଙ୍କ ଦେଖାଦେବାରୁ ସ୍କୁଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରାଯାଇଛି ।ମିଳିଥିବା ସୂଚନା ଅନୁସାରେ ପାଉରିର ଲାନ୍ସଡାଉନି ଟାଉନରେ ଥିବା ଏକ ପ୍ରାକ୍-ପ୍ରାଥମିକ ସ୍କୁଲ ନିକଟରେ ଗତ କିଛି ଦିନ ହେଲା ଏକ

ଭାରତୀୟ ସେନାରେ ମହିଳା ଅଗ୍ନିବୀର ଭର୍ତ୍ତି ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଆଗ୍ରହୀ ଥିବା ମହିଳାଙ୍କ ସକାଶେ ଏକ ବଡ଼ ଖବର। ଅଗ୍ନିପଥ ଯୋଜନା ମାଧ୍ୟମରେ ମହିଳା ଅଗ୍ନିବୀରମାନଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ସେନାରେ ସାମିଲ୍‌ ହେବା ପାଇଁ ଆଗ୍ରହୀ ଥିବା ସମସ୍ତ ମହିଳା ଆଶାୟୀ ଭାରତୀୟ ସେନା

ଜନ୍ମାଷ୍ଟମୀ ଉତ୍ସବରେ ଅଘଟଣ: ମନ୍ଦିର ଭିତରେ ଅଣନିଶ୍ୱାସୀ ହୋଇ ୨ ମୃତ

ମଥୁରା: ଜନ୍ମାଷ୍ଟମୀ ଉତ୍ସବ ଅବସରରେ ମଥୁରା ମନ୍ଦିରରେ ଅଘଟଣ। ଅତ୍ୟଧିକ ଭିଡ଼ ହେତୁ ଦୁଇ ଜଣ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶ ମଥୁରାର ବାଙ୍କ ବିହାରୀ ମନ୍ଦିରରେ ଗତକାଲି ମଧ୍ୟରାତ୍ରିରେ ଏହି ଅଭାବନୀୟ ଘଟଣା ଘଟିଥିବା ପୁଲିସ କହିଛି। ଗତକାଲି ବାଙ୍କ ବିହାରୀ ମନ୍ଦିରରେ

୨୦୨୪ରେ ବିଜେପି ବନାମ ଆପ୍‌ ଲଢ଼େଇ

ନୂଆଦିଲ୍ଲୀ: ସିବିଆଇ ରେଡ୍‌ର ଦିନକ ପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଶୁକ୍ରବାର ସିବିଆଇର ଏକାଧିକ ଟିମ୍‌ ସିସୋଦିଆ ଓ ଆଉ ୩୦ଟି ସ୍ଥାନରେ ରେଡ୍‌ କରିଥିଲା। ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ଅଭିଯୋଗ କରି ସିବିଆଇ ଟିମ୍‌ ଏହି ପଦକ୍ଷେପ ନେଇଥିଲା। ହେଲେ

କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟଙ୍କା ପଠାଇ ଗିରଫ

ଜମ୍ମୁ: ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ କରି ଅଭିଯୁକ୍ତ ଗିରଫ। ହାୱାଲା ଚ୍ୟାନେଲ ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟଙ୍କା ପଠାଉଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ ଏବଂ ଜାମ୍ମୁ କାଶ୍ମୀର ପୁଲିସର ମିଳିତ ଅପରେସନରେ ଏହି ମିଶନ ସଫଳ ହୋଇଛି। ଦିଲ୍ଲୀ

ନବବଧୂର ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…

ଚିକିଟି- ଗଞ୍ଜାମ ଜିଲ୍ଲା କେ-ନୂଆଗାଁ ଥାନା ଅନ୍ତର୍ଗତ ଧାନରାଶି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଗତ ଫେବୃୟାରୀ ମାସରେ ଆସିକା କଇଁଫୁଲିଆ ଛକର ସସ୍ମିତା ପାତ୍ରଙ୍କ ଧାନରାଶି ଗ୍ରାମର ମାଲେଶୁ ପାତ୍ରଙ୍କ ପୁତ୍ର କ୍ରିଷ୍ଣା ପାତ୍ରଙ୍କ ସହ ବାହାଘର ହୋଇଥିଲା। ଆଜି

କେଉଁଠ ଅଛନ୍ତି ବାବା ନିତ୍ୟାନନ୍ଦ, କୋର୍ଟ ଜାରିକଲେ ଜାମିନ ବିହୀନ ଗିରଫ ପରୱାନା

ବେଙ୍ଗାଲୁରୁ: ଆତ୍ମଘୋଷିତ ଭଗବାନ ତଥା ଏକ ଦୁଷ୍କର୍ମ ମାମଲାରେ ଫେରାର ଥିବା ବାବା ନିତ୍ୟାନନ୍ଦଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ୨୦୧୦ ମସିହାରେ ହୋଇଥିବା ଦୁଷ୍କର୍ମ ମାମଲାରେ ବେଙ୍ଗାଲୁରୁ ରାମନଗରର ଏକ ସେସନ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ମଧ୍ୟ