Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରୀ ଯୁକ୍ତଦୁଇ କଳାରେ ରାଜ୍ୟରେ ଦ୍ବିତୀୟ ଟପର
ଦାରିଙ୍ଗବାଡ଼ି,୧୯/୮, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ଯୁକ୍ତଦୁଇ କଳା ଶ୍ରେଣୀରେ ଶତକଡ଼ା ୯୨ନମ୍ବର ରଖି ରାଜ୍ୟରେ ୨ୟ ଟପରରେ ରହିଥିବାରୁ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଛି।ଦାରିଙ୍ଗବାଡ଼ିର ବିଷକେସନ ପ୍ରଧାନ ଓ ସନ୍ତୋଶିନୀ!-->…
ଗୋପାଳ ସମାଜ ପକ୍ଷରୁ ନନ୍ଦ ଉତ୍ସବ
ହିଂଜିଳିକାଟୁ (୧୯ା୮) : ଷୋହଳଖଣ୍ଡ ଗୋପାଳ ସମାଜ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ଶୁକ୍ରବାର ନନ୍ଦ ଉତ୍ସବ ହିଂଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ମୁଠାସ୍ଥିତ ଶ୍ରୀ ୱାଲୁଙ୍କେଶ୍ବର ମନ୍ଦିର ପରିଷରରେ ଆଡ଼ମ୍ବର ପୂର୍ଣ୍ର ସହକାରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ନୂଆଁଗଡ଼ ମୁଠା ଶ୍ରୀ!-->…
ଯଶୋଦା ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଛତ୍ରପୁର ୧୯/୮ : ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ବ୍ୟାଙ୍କ କଲୋନୀ ସ୍ଥିତ ତାମ୍ପରା ନିକଟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଅତିରିକ୍ତ!-->…
ଗଞ୍ଜାମ, ଗଜପତି ଓ କନ୍ଧମାଲ ଜିଲ୍ଲାର ଗୃହ ଓ ସହର ଉନ୍ନୟନ ବିଭାଗୀୟ କ୍ଲଷ୍ଟରସ୍ତରୀୟ ସମୀକ୍ଷା
ଛତ୍ରପୁର (୧୯/୦୮) : ଛତ୍ରପୁରସ୍ଥିତ ଜିଲ୍ଲା ପରପିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ,ଗଜପତି ଏବଂ କନ୍ଧମାଳ ଜିଲ୍ଲାର ଗୃହ ଓ ନଗର ଉନ୍ନୟନ ବିଭାଗୀୟ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ତରଫରୁ ଆୟୋଜିତ ଏହି ସମୀକ୍ଷା!-->…
ଛତ୍ରପୁର ୟୁରୋ ସ୍କୁଲ ପରିସରରେ ଜନ୍ମାଷ୍ଟମୀ ପାଳିତ
ଛତ୍ରପୁର ୧୯/୮ : ସ୍ଥାନୀୟ ୟୁରୋ ସ୍କୁଲ ପରିସରରେ ପବିତ୍ର ଜନ୍ମାଷ୍ଟମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପିନ୍ସପାଲ ପ୍ରମୋଦ କୁମାର ମିଶ୍ର ଉପସ୍ଥିତ ରହି କୃଷ୍ଣ ବେଶରେ ସୁସଜ୍ଜିତ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜନ୍ମାଷ୍ଟମୀର ବିଭିନ୍ନ ଗାଥା ଗାନ କରିଥିଲେ!-->…
ବିଜୁ ଯୁବ ଜନତା ଦଳ ପୁନର୍ଗଠିତ
ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ!-->…
ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ଛକ ନିକଟସ୍ଥ ଫୁଲବାଣୀ ଫୁଟବଲ୍ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କେକ କାଟିବା ସହ ଜିଲ୍ଲା ସଭାପତି ରାଜେଶ ପାଣିଗ୍ରାହୀଆସନ୍ତା ନଭେମ୍ବର ମାସରେ ଭୁବେନଶ୍ବର ଠାରେ ଫୋଟ!-->…
ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଯୋଗଦେଲେ ୫୫୦ ଲାବୋରଟୋରୀ ଟେକ୍ନିସିଆନ
ଭୁବନେଶ୍ୱର : ଆଜି ୫୫୦ ଲାବୋରେଟୋରୀ ଟେକ୍ନିସିଆନ ସ୍ୱାସ୍ଥ୍ୟ ବିଭାଗରେ ରାଜ୍ୟ ସରକାରରେ ଯୋଗ ଦେଇଛନ୍ତି। ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଲୋକା ସେବା ଭବନରେ ଥିବା କନଭେନସନ୍ ସେଣ୍ଟରରେ ଏକ ଇନଡକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭର୍ଚୁଆଲ୍ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମରେ ଯୋଗ!-->…
ଚିକିଟିରେ ଧୁମଧାମରେ ଜନ୍ମାଷ୍ଟମୀ ପାଳିତ
ଚିକିଟି : ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ହିନ୍ଦୁ ମାନଙ୍କ ପାଇଁ ଏହା ଏକ ପବିତ୍ର ଦିନ ଅଟେ।କୋରନା କଟ କଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଏହି ଉତ୍ସବ ଫିକା ପଡିଥିବା ବେଳେ ଚଳିତ ବର୍ଷ କୌଣସି କଟକଣା ନଥିବା ହେତୁ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଈଛି ଏହି ଉତ୍ସବ। ପୁରାଣ ବର୍ଣ୍ଣିତ!-->…
ପ୍ରବଳ ବର୍ଷା ଆଶଙ୍କା; ଭୟଭୀତ ନହୋଇ, ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍
ଭୁବନେଶ୍ୱର: ଆଜି ରାତିରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ଚାରି ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ପରାମର୍ଶ!-->!-->!-->…